Latest Odisha News

BREAKING NEWS

ଏମପିରେ କଂଗ୍ରେସ ଗ୍ୟାରେଣ୍ଟିକୁ ଟକ୍କର ଦେବ ଶିବରାଜଙ୍କ ରାକ୍ଷୀ ଉପହାର !

ଭୁବନେଶ୍ୱର: ମଧ୍ୟପ୍ରଦେଶରେ କଂଗ୍ରେସର ପାଞ୍ଚୋଟି ନିର୍ବାଚନ ଗ୍ୟାରେଣ୍ଟି ଶାସକ ବିଜେପିର ମୁଣ୍ଡବିନ୍ଧାର କାରଣ ହୋଇଥିବା ଚର୍ଚ୍ଚା ହେଉଛି। ସେଥିପାଇଁ ଏମପିର ବିଜେପି ସରକାର ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ବହୁ ଯୋଜନା ଘୋଷଣା କରୁଛନ୍ତି। ଏହି କ୍ରମରେ ମହିଳାମାନଙ୍କୁ ରାକ୍ଷୀବନ୍ଧନର…

ମୃତ ବ୍ୟକ୍ତିଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ

ମଥୁରା: ମଥୁରାରେ ଜଣେ ମୃତ ବ୍ୟକ୍ତିଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆସିଛି । ଏହି ଘଟଣା ପରେ ସ୍ଥାନୀୟ ପୋଲିସର ତଦନ୍ତ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏକ ଲଟେରୀ କାରୋବାର ନେଇ ଏହି ଘଟଣା ଘଟିଛି । ୧ ହଜାର ବ୍ୟକ୍ତିଙ୍କୁ ନେଇ କରାଯାଇଥିବା ଏହି ଲଟେରୀରେ ପବନ ଅଗ୍ରୱାଲ ଓ ତାଙ୍କ ବାପା…

ହିନ୍ଦୁରାଷ୍ଟ୍ର ହେବ ଚନ୍ଦ୍ର !

ଭୁବନେଶ୍ୱର: ଚନ୍ଦ୍ରରେ ଚନ୍ଦ୍ରଯାନ ତିନିର ସଫଳ ଅବତରଣ ଓ କାର୍ଯ୍ୟକୁ ନେଇ ସାରା ବିଶ୍ୱ ଭାରତର ଚର୍ଚ୍ଚା କରୁଛି। ଏପରିକି ଏହାର ସଫଳତାକୁ ନେଇ ମଧ୍ୟ ରାଜନୈତିକ ସ୍ତରରେ ଶ୍ରେୟର ଲଢେଇ ଚାଲିଛି। ଚନ୍ଦ୍ରଯାନ ଯେଉଁ ଜାଗାରେ ଲ୍ୟାଣ୍ଡ କରିଛି ସେ ସ୍ଥାନ ଶିଵଶକ୍ତି ପଏଣ୍ଟ ନାଁରେ ପରିଚୟ ହାସଲ କରିବ…

ବିବାହର ୯ ବର୍ଷ ପରେ ଅଲଗା ହେବେ ମଲ୍‌ହାର-ପ୍ରିୟା

ମୁମ୍ବାଇ: ବିବାହର ୯ ବର୍ଷ ପରେ ଅଲଗା ହେବେ ଅଭିନେତା ମଲ୍‌ହାର ପାଣ୍ଡ୍ୟା ଓ ଗାୟିକା ପ୍ରିୟା ପଟିଦାର । ଉଭୟ ଛାଡ଼ପତ୍ର ପାଇଁ ଆବେଦନ କରିଛନ୍ତି । ସେମାନେ ବର୍ଷେ ହେଲାଣି ଅଲଗା ରହୁଥିଲେ । ଏହାକୁ ନେଇ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ଜୋର ଧରିଛି । ୨୦୧୪ ମସିହାରେ ‘ଇସ୍‌କବାଜ୍‌’ ଫେମ୍ ଅଭିନେତା…

ନଦୀରେ ପାଦ ଖସିଯିବାରୁ ବୁଡ଼ିଗଲେ ଦୁଇ ବାଳକ, ସର୍ଚ୍ଚ ଅପରେସନରେ ଓଡ୍ରାଫ ଟିମ୍

ରାୟଗଡା: ଏକ ହୃଦୟ ବିଦାରକ ଘଟଣାକ୍ରମରେ ବଂଶଧାରା ନଦୀର ପ୍ରଖର ସ୍ରୋତରେ ଭାସିଯାଇ ଦୁଇ ଜଣ ନାବାଳକ ନିଖୋଜ ହୋଇଯାଇଛନ୍ତି। ରାୟଗଡା ଜିଲ୍ଲା ଗୁଣପୁର ଉପଖଣ୍ଡ ଅନ୍ତର୍ଗତ ଚନ୍ଦ୍ରପୁର ମିନାଝୋଲା ଶିବ ମନ୍ଦିରରେ ସୋମବାର ଏହି ଅଭାବନୀୟ ଘଟଣା ଘଟିଛି। ନିଖୋଜ ଯୁବକ ଦ୍ୱୟ ହେଲେ କନ୍ଧମାଳ ଜିଲ୍ଲା…

ଏମିତି ରେଷ୍ଟୁରାଣ୍ଟ, ଯେଉଁଠି ଶୌଚାଳୟ ପ୍ୟାନ୍ ଆକୃତିର ବାସନରେ ଖାଦ୍ୟ ପରସା ଯାଏ

ଇସ୍ରାଏଲ: ସାଧାରଣତଃ ପ୍ରତ୍ୟେକ ରେଷ୍ଟୁରାଣ୍ଟରେ ପରିଷ୍କାର ବାସନରେ ଖାଦ୍ୟ ପରସା ଯାଇଥାଏ । ଯଦି କୌଣସି ରେଷ୍ଟୁରାଣ୍ଟରେ ଅପରିଷ୍କାର ଭାବେ ଖାଦ୍ୟ ପରସା ଯାଏ, ତେବେ ଲୋକେ ସେଠାକୁ ଯିବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ଇସ୍ରାଏଲରେ ଏପରି ଏକ ରେଷ୍ଟୁରାଣ୍ଟ ଅଛି, ଯେଉଁଠି ଏମିତି ପାତ୍ରରେ…

ମଝି ଚିଲିକାରେ ଡଙ୍ଗା ସହ ଫସିଲେ ୫୦ ଯାତ୍ରୀ

ପୁରୀ: ପୁଣି ମଝି ଚିଲିକାରେ ଫସିଲା ଯାତ୍ରୀବାହି ଡଙ୍ଗା । ଯାନ୍ତ୍ରୀକ ତ୍ରୁଟି କାରଣରୁ ଚିଲିକା ମଝିରେ ଫସିଲା ଡଙ୍ଗା। ଡଙ୍ଗାଟି ୫୦ ଜଣ ଯାତ୍ରୀଙ୍କୁ ନେଇ ସାତପଡ଼ାରୁ ଜହ୍ନିକୁଦାକୁ ଯାଉଥିଲା। ହେଲେ ଡଙ୍ଗାର ମେସିନରେ କୌଣସି ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଫଳରେ ଡଙ୍ଗା ଚିଲିକା ମଝିରେ…

ଧୋତି ପିନ୍ଧିଥିବାରୁ କ୍ଲବରେ ପ୍ରବେଶ କରିପାରିଲେନି ଆଇନଜୀବୀ

ନୂଆଦିଲ୍ଲୀ: ଶନିବାର ଦିନ ଜଣେ ବରିଷ୍ଠ ଓକିଲଙ୍କୁ ୧୪୫ ବର୍ଷ ପୁରୁଣା ଡେରାଡୁନ୍ କ୍ଲବରେ ପ୍ରବେଶ କରିବାକୁ ଅନୁମତି ମିଳିନାହିଁ। ଏହାର କାରଣ ହେଉଛି ସେ ଧୋତି, କୁର୍ତ୍ତା ଏବଂ ଟୋପି ପିନ୍ଧିଥିଲେ। କ୍ଲବ୍ କହିଛି ଯେ ନିର୍ଦ୍ଧାରିତ ଡ୍ରେସ୍ କୋଡ୍ କଲେ କ୍ଲବରେ ପ୍ରବେଶ କରିବାକୁ ଅନୁମତି ମିଳିବ।…

ଦାମିନୀ ପରେ ପୁନର୍ବାର କୋର୍ଟରୂମ ଡ୍ରାମାରେ ଅଭିନୟ କରିବେ ସନୀ ଦେଓଲ

ମୁମ୍ବାଇ: ଗଦର ୨ର ସଫଳତା ପରେ ଏବେ ସନୀ ଦେଓଲଙ୍କ ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଗଦର ପରେ ଦାମିନୀରେ ସନୀଙ୍କ ଓକିଲ ଭୂମିକା ପ୍ରତି ଦର୍ଶକଙ୍କ ଆଗ୍ରହ ରହିଛି । ଜନ୍ମଭୂମି ନାମକ ଏକ ଫିଲ୍ମରେ ଉଭୟ ସନୀ ଏବଂ ସଞ୍ଜୟ ଦତ ଏକତ୍ର ଅଭିନୟ କରିବାକୁ…