Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ନୃସିଂହଙ୍କ ପୂଜା ବିଧି

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ।  ଓଁ ନମୋ ଭାଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପାର୍ଶ୍ଵ ଦେବତାଙ୍କ ପୂଜା ଭିତରେ ଦକ୍ଷିଣ ପାର୍ଶ୍ଵ ଦେବତା ବରାହଙ୍କ ପୂଜା ବିଧି ଆଲୋଚନା ସରିଲା ପରେ ଏବେ ଯିବା ପଶ୍ଚିମ ପଟ ବା ମନ୍ଦିରର ପଛପଟର ଦେବତା…

ଆଇଆଇଟି ଭୁବନେଶ୍ବର କ୍ଯାମ୍ପସରେ ଇ-ରିକ୍ସା ସେବାର ଶୁଭାରମ୍ଭ

ଭୁବନେଶ୍ୱର: ପରିବେଶ ଅନୁକୂଳ ପରିବହନକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଆଇଆଇଟି ଭୁବନେଶ୍ୱର ପକ୍ଷରୁ ସୋମବାର ଅନ୍ କ୍ୟାମ୍ପସ ଇଲେକ୍ଟ୍ରିକ୍ ରିକ୍ସା ସେବାର ଶୁଭାରମ୍ଭ କରାଯାଇଛି। ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କରମଲକର ଅନ୍ୟ ଅତିଥିମାନଙ୍କ ଉପସ୍ଥିତିରେ ଏହି ସେବାକୁ…

ଦଳ ବିରୋଧୀ କାର୍ଯ୍ୟ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ବିଜୁ ଜନତା ଦଳ

ଭୁବନେଶ୍ୱର: ବିଜୁ ଛାତ୍ର ଜନତା ଦଳର ଜଣେ ଅଫିସ କର୍ମଚାରୀ ଏବଂ ଆଉ ଜଣେ ବିଜୁ ଯୁବ ଜନତା ଦଳରୁ ବହିଷ୍କୃତ ହୋଇଛନ୍ତି। ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ରବୀନ୍ଦ୍ର ପ୍ରଧାନଙ୍କୁ ଦଳ ବିରୋଧୀ କାମ ପାଇଁ ବିଜେଡିରୁ ନିଲମ୍ବିତ କରାଯାଇଛି ବୋଲି ବିଜେଡି ସାଧାରଣ ସମ୍ପାଦକ ମାନସ…

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ତଦନ୍ତ କମିସନଙ୍କ ରିପୋର୍ଟ ସାର୍ବଜନୀନ କରିବାକୁ ଦାବି

ଭୁବନେଶ୍ୱର: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାରର ଚାବି ହଜିବା ଘଟଣାର ତଦନ୍ତ କମିସନଙ୍କ ରିପୋର୍ଟକୁ ଓଡ଼ିଶା ସରକାର ସାର୍ବଜନୀନ କରନ୍ତୁ ବୋଲି ବିଜେପି ବିଧାୟକ ଗଣେଶ ରାମ ସିଂହ ଖୁଣ୍ଟିଆ ସୋମବାର ଦାବି କରିଛନ୍ତି। ଚଳିତ ମୌସୁମୀ ଅଧିବେଶନରେ ଓଡ଼ିଶା ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇ…

ଆର୍ଥିକ ସଙ୍କଟ ବେଳେ ସରକାରୀ ଜମିରେ ଚାଷ କରିବ ପାକିସ୍ତାନ ସେନା, ଯୋଜନାକୁ ନେଇ ଭିନ୍ନମତ

ନୂଆଦିଲ୍ଲୀ: ଶତ୍ରୁ ଦେଶ ଆର୍ଥିକ ସଙ୍କଟ ଦୂର କରିବା ପାଇଁ ପାକିସ୍ତାନ ସେନା ୧ ନିୟୁତ ଏକର ସରକାରୀ ଜମିକୁ ନିଜ ଅକ୍ତିଆରକୁ ନେଇ ଖାଦ୍ୟଶସ୍ୟ ଚାଷ କରିବାକୁ ଯୋଜନା କରୁଛି। ଏହି ପଦକ୍ଷେପକୁ ନେଇ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ କେତେକ ସେନାର ଦେଶକୁ ସାହାଯ୍ୟ କରିବା ପାଇଁ…

୯ ଦିନରେ ଓଡିଶା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ ଦ୍ୱାରା ୧୧୬୦ରୁ ଊର୍ଦ୍ଧ୍ୱ ଆଇଡିଆ ସଂଗ୍ରହ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ଆଜି ଓଡିଶାର ୩ଟି ପ୍ରମୁଖ ଜିଲ୍ଲା ସୋନପୁର, ଗଜପତି ଏବଂ ବାଲେଶ୍ୱରରେ ପହଞ୍ଚି ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ କରିଛି । ଏହି ଯାତ୍ରା ଅର୍ନ୍ତଗତ ଭ୍ୟାନଗୁଡିକ ଆଜି ସମୁଦାୟ ୧୨ଟି କଲେଜ ଏବଂ ୩ଟି…

ସେପ୍ଟେମ୍ବର ୨୬ରୁ ବିଶ୍ୱ ଦକ୍ଷତା କେନ୍ଦ୍ରରେ ନାମଲେଖା ପାଇଁ ଅନଲାଇନ୍‌ରେ ପ୍ରମାଣପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ

ଭୁବେନଶ୍ୱର: ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ୨୦୨୩-୨୪ ବ୍ୟାଚରେ ନାମଲେଖା ପାଇଁ ଅନଲାଇନ ମାଧ୍ୟମରେ ସାଟିର୍ଫେିକଟ ଓ ଆବଶ୍ୟକ ବିଭିନ୍ନ ପ୍ରମାଣପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଅନଲାଇନ ଜରିଆରେ ଏହି ପ୍ରମାଣପତ୍ର ଦାଖଲ ପ୍ରକ୍ରିୟା…

ଭାଇରାଲ ଜ୍ୱର ହେଲେ ମନଇଚ୍ଛା ଔଷଧ ଖାଇବା ବିପଜ୍ଜନକ: ଡା. ଶୁଭ୍ରାଂଶୁ ପାତ୍ର

ଭୁବନେଶ୍ୱର: ଭାଇରାଲ ଜ୍ୱର ହେଲେ ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ନ ଖାଇବାକୁ କିମ୍‌ସ ମେଡିକାଲ କଲେଜ ଉପାଧ୍ୟକ୍ଷ ତଥା ବିଶିଷ୍ଟ ଭେଷଜ ବିଶେଷଜ୍ଞ ପ୍ରଫେସର ଡା. ଶୁଭ୍ରାଂଶୁ ପାତ୍ର ସତର୍କ କରାଇଛନ୍ତି । ଏହା ସହ କୌଣସି ପ୍ରକାର ଚିକିତ୍ସା କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା…

୮ ଦିନ ବିଳମ୍ବରେ ଦେଶରୁ ଫେରିବା ଆରମ୍ଭ କଲା ମୌସୁମୀ

ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ କୁହାଯାଇଛି ଯେ, ସେପ୍ଟେମ୍ବର ୧୭ ତାରିଖର ସ୍ୱାଭାବିକ ତାରିଖଠାରୁ ୮ ଦିନ ବିଳମ୍ବରେ ଅର୍ଥାତ୍ ୨୦୨୩ ସେପ୍ଟେମ୍ବର ୨୫ ତାରିଖ ସୋମବାର ଦିନ ଭାରତରୁ ମୌସୁମୀ ଫେରିଯିବା ଆରମ୍ଭ କରିଛି। ଏହା ହେଉଛି ଲଗାତର ୧୩ତମ ବିଳମ୍ବିତ ମୌସୁମୀ…

ନିର୍ବାଚନ ପୂର୍ବରୁ ନିମ୍ନ ମଧ୍ୟବିତ୍ତ ପରିବାରର ଭୋଟ୍ ହାତେଇବାକୁ ମୋଦୀ ସରକାରର ମେଗା ପ୍ଲାନ୍!

ନୂଆଦିଲ୍ଲୀ: କେନ୍ଦ୍ରର ମୋଦୀ ସରକାର ଆସନ୍ତା ୫ ବର୍ଷ ମଧ୍ୟରେ କ୍ଷୁଦ୍ର ସହରାଞ୍ଚଳ ଗୃହ ନିର୍ମାଣ ପାଇଁ ସବସିଡି ଯୁକ୍ତ ଋଣ ପ୍ରଦାନ କରିବା ପାଇଁ ୬୦୦ ବିଲିୟନ୍ ଟଙ୍କା ଖର୍ଚ୍ଚ କରିବାକୁ ବିଚାର କରୁଛନ୍ତି। ଖବର ସରବରାହ ସଂସ୍ଥା ରୟଟର୍ସ ପକ୍ଷରୁ ଏହି ସୂଚନା ମିଳିଛି। ଏହି ଯୋଜନା ଦୁଇ ମାସ…