ଧୋତି ପିନ୍ଧିଥିବାରୁ କ୍ଲବରେ ପ୍ରବେଶ କରିପାରିଲେନି ଆଇନଜୀବୀ
ନୂଆଦିଲ୍ଲୀ: ଶନିବାର ଦିନ ଜଣେ ବରିଷ୍ଠ ଓକିଲଙ୍କୁ ୧୪୫ ବର୍ଷ ପୁରୁଣା ଡେରାଡୁନ୍ କ୍ଲବରେ ପ୍ରବେଶ କରିବାକୁ ଅନୁମତି ମିଳିନାହିଁ। ଏହାର କାରଣ ହେଉଛି ସେ ଧୋତି, କୁର୍ତ୍ତା ଏବଂ ଟୋପି ପିନ୍ଧିଥିଲେ। କ୍ଲବ୍ କହିଛି ଯେ ନିର୍ଦ୍ଧାରିତ ଡ୍ରେସ୍ କୋଡ୍ କଲେ କ୍ଲବରେ ପ୍ରବେଶ କରିବାକୁ ଅନୁମତି ମିଳିବ।…