କବି ଜୟନ୍ତଙ୍କ ଶେଷଇଚ୍ଛା.. ମୋର ସବୁ ଲେଖା ପୋତିଦେବ.. ମୃତ୍ୟ ପରେ ଯଥା ଶୀଘ୍ର ଶେଷକୃତ୍ୟ ସମ୍ପନ୍ନ କରିବ
କଟକ: ନୀରବି ଯାଇଛି ଚନ୍ଦ୍ରଭାଗା । ସବୁଦିନ ପାଇଁ ଚନ୍ଦ୍ରଭାଗାର ମୋହ ଛାଡି ଖାନନଗରକୁ ଆପଣେଇ ନେଇଛନ୍ତି ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ କବି ଡକ୍ଟର ଜୟନ୍ତ ମହାପାତ୍ର । ଆଜି ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସ୍ୱର୍ଗତ କବିଙ୍କର କଟକରେ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ମୁଖ୍ୟମନ୍ତ୍ରୀ…