୭୦୦ ଫୁଟ ତଳୁ ଠାବ ହେଲା ରହସ୍ୟମୟ ପୋଖରୀ, ଯାହା କ୍ଷୀରରେ ପରିପୂର୍ଣ୍ଣ
ମେକ୍ସିକୋ: ଦୁନିଆର ବିଭିନ୍ନ ସ୍ଥାନରେ ଅନେକ ରହସ୍ୟମୟ ସ୍ଥାନ ରହିଛି । ଯାହା ବିଷୟରେ ସବିଶେଷ ତଥ୍ୟ ମିଳିବା କଷ୍ଟକର । ଏବେ ଆମେରିକାର ନିଉ ମେକ୍ସିକୋ ରାଜ୍ୟରେ ଏକ ରହସ୍ୟମୟ ପୋଖରୀ ଠାବ କରାଯାଇଛି, ଯାହା କେବଳ କ୍ଷୀରରେ ପରିପୂର୍ଣ୍ଣ । ଏହା ୭୦୦ ଫୁଟ ତଳେ ଲେଚୁଗୁଏଲା ଗୁମ୍ଫା ଭିତରୁ…