Latest Odisha News

BREAKING NEWS

ବାପାଙ୍କ କଥା ମନେ ପକାଇ ମଞ୍ଚ ଉପରେ କାନ୍ଦିଲେ ନବ ଦାସଙ୍କ ଝିଅ ଦୀପାଳି

ଝାରସୁଗୁଡା: ‘ଯେତେବେଳେ ଷ୍ଟେଜ ଉପରକୁ ଆସୁଥିଲି, କିଛି କହୁଥିଲି,  ସବୁବେଳେ ବାପା  ମୋ ପଛରେ ବସି ମୋତେ ହାତ ଦେଖାଇ ଉତ୍ସାହିତ କରୁଥିଲେ । ହେଲେ ଆଜି ମୁଁ କହୁଛି, କିନ୍ତୁ ପଛରେ ନାହାନ୍ତି…’ଶ୍ରଦ୍ଧାଞ୍ଜଳି ସଭାରେ ବାପାଙ୍କୁ ମନେ ପକାଇ କାନ୍ଦି ପକେଇେଲ ସ୍ୱର୍ଗତ ମନ୍ତ୍ରୀ ନବ ଦାସଙ୍କ…

ଭିନ୍ନକ୍ଷମ ସତ୍ତ୍ୱେ ସାଜିଛନ୍ତି ସକ୍ଷମ, ଅଭାବ ଅନଟନ ଭିତରେ ବି ଜିତି ଚାଲିଛନ୍ତି ଦୁଇ ଭାଇ

ନବରଙ୍ଗପୁର: ଅନେକ ମଣିଷ ଅଛନ୍ତି, ଯେଉଁମାନେ ସାମାନ୍ୟ ପ୍ରତିବନ୍ଧକ ଆସିଲେ ଭାଙ୍ଗି ପଡିଥାନ୍ତି । ହେଲେ ଏ ଦୁଇ ଭାଇଙ୍କୁ ଦେଖନ୍ତୁ ।  ସମସ୍ତଙ୍କ ପାଇଁ ସାଜିଛନ୍ତି ଉଦାହରଣ  । ଦୁଇ ଭାଇ ଭିନ୍ନକ୍ଷମ ହୋଇ ବି ହାରି ନାହାନ୍ତି, ମୁଣ୍ଡ ନୁୃଆଇଁ ନାହାନ୍ତି । ସେମାନେ ଭିନ୍ନକ୍ଷମ ହେଲେ ମଧ୍ୟ…

ଝଲସୁଛି ଯାଜପୁର, ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ଉଦଘାଟିତ ହେଲା ଜିଲ୍ଲା ମହୋତ୍ସବ

ଯାଜପୁର: ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ଉଦଘାଟିତ ହେଲା ଯାଜପୁର ମହୋତ୍ସବ ଏବଂ ପଲିଶ୍ରୀ ମେଳା । ବାଳାଶ୍ରମ ପଡିଆରେ ଅନୁଷ୍ଠିତ ଏହି ମହୋତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିଛନ୍ତି । ଜିଲ୍ଲାର କଳା ସଂସ୍କୃତି ଓ ଐତିହ୍ୟ ପରମ୍ପରାକୁ ପ୍ରଶଂସା କରିବା…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୪୦)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ତା’ର ଦି’ ହାତକୁ ମୁଠେଇ ଧରି ମୀନାକ୍ଷୀ ପଚାରିଲା-କିରେ, କଥା କ’ଣ ? ଏ ଆଖି ନଚା ଢ଼ଙ୍ଗ କେବେଠୁ ଶିଖିଲୁ । ପଦ୍ମିନୀର ଫାଜିଲାମି ଆଉ ପାଦେ ବଢ଼ିଗଲା- ସବୁକଥା କ’ଣ ଶିଖିବାକୁ ପଡ଼େ ? ହେଉ ହେଉ ହେଇଯାଏ ନା କେତେକଥା…

ତେଲ ଟାଙ୍କି ସଫା କରୁଥିବା ବେଳେ ୭ ମୃତ, ଜଣଙ୍କୁ ବଞ୍ଚାଇବାକୁ ଯାଇ ଭିତରକୁ ଡେଇଁଥିଲେ ସମସ୍ତେ

ହାଇଦ୍ରାବାଦ: ଘରୋଇ କାରଖାନାରେ ତେଲ ଟାଙ୍କି ସଫା କରୁଥିବା ବେଳେ ଅଣନିଶ୍ୱାସୀ ହୋଇ ୭ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଗୁରୁବାର ଆନ୍ଧ୍ରପ୍ରଦେଶର କାକିନଡ଼ା ଜିଲ୍ଲା ରାଗମପେଟ ପେଦ୍ଦାପୁରମରେ ଏଭଳି ଦୁର୍ଘଟଣା ଦେଖିବାକୁ ମିଳିଛି। ଅମ୍ବାତି ସୁବ୍ବନ୍ନା ତେଲ କାରଖାନାରେ ନିର୍ମାଣ କାର୍ଯ୍ୟ ଜାରି…

କଅଁଳ ଦେହ ତଥାପି ମୃତ୍ୟୁ ସହ ଲଢିଲେ, ଭଗ୍ନସ୍ତୁପ ତଳୁ ଜୀବନ ନେଇ ଫେରିଲେ: ଦେଖନ୍ତୁ ଭିଡିଓ

ଧୀରେ ଧୀରେ ଶାନ୍ତ ହେଉଛି ତୁର୍କୀ ଓ ସିରିଆ । ଭଗ୍ନସ୍ତୁପ ତଳୁ ନିରବୀ ଗଲାଣି ଆକୁଳ ଚିତ୍କାର । ଭୟଙ୍କର ଭୂକମ୍ପରେ ୧୫ ହଜାରରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି । ୮୦ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହୁରି ଅନେକ ସ୍ତୁପ ତଳେ ଚାପି ହୋଇ ରହିଛନ୍ତି । କିଏ ଜାଣେ ମୃତ୍ୟୁ ସଂଖ୍ୟା…

ମନି ଲଣ୍ଡରିଂ ମାମଲାରେ NSE ପୂର୍ବତନ ସିଇଓ ଚିତ୍ରା ରାମକ୍ରିଷ୍ଣନଙ୍କୁ ଜାମିନ ଦେଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ନ୍ୟାସ୍‌ନାଲ ଷ୍ଟକ୍ ଏକ୍ସଚେଞ୍ଜ୍‌ର((NSE) ପୂର୍ବତନ ସିଇଓ ଚିତ୍ରା ରାମକ୍ରିଷ୍ଣନଙ୍କୁ ଜାମିନ। ଗୁରୁବାର ଦିଲ୍ଲୀ ହାଇକୋର୍ଟ ଆର୍ଥିକ ହେର୍‌ଫେର୍ ମାମଲାରେ ଚିତ୍ରାଙ୍କୁ ଜାମିନ ପ୍ରଦାନ କରିଛନ୍ତି। NSE କର୍ମଚାରୀଙ୍କର ଫୋନ୍ ଟ୍ୟାପିଂ ଅଭିଯୋଗ ହୋଇଥିଲା। ଏଥରେ ସେ ଆର୍ଥିକ…

ବେଦୀକୁ ଯିବା ପୂର୍ବରୁ ପ୍ରେମିକା ସାଥିରେ ଛୁ ମାରିଲା ବର, କନ୍ୟାକୁ ବାହା ହେଲା ସାନ ଭାଇ

ପିଲିଭିତ : ବାଜୁଥିଲା ବାଜା ଚାଲିଥିଲା ବିବାହ ପ୍ରସ୍ତୁତି  । ହଠାତ୍‌ ପଡ଼ିଥିଲା ଚହଳ । କାରଣ ବିବାହ କରିବାକୁ ଘରେ ନଥିଲେ ବର । ଫେସିଆଲ ବାହାନା ଦେଇ ଯାଇଥିଲେ କିନ୍ତୁ ଆଉ ଘରକୁ ଆସିନଥିଲେ  । ବିବାହର କିଛି ସମୟ ପୂର୍ବରୁ ବର ନିଖୋଜ ରହିବା ଘଟଣା ପରିବାରଲୋକଙ୍କୁ ବ୍ୟସ୍ତ ବିବ୍ରତ…

ବିଶ୍ୱାସ ନ ହେଲେ ବି ସତ: ଷଣ୍ଢ ମୁଣ୍ଡରେ ବଢୁଛି ତିନୋଟି ଶିଙ୍ଗ

 ସୋସିଆଲ ମିଡିଆରେ  ଏକ ଅଜବ ଭିଡିଓ ସାମ୍ନାକୁ ଆସିଛି। ଦେଖିଲେ ତା ଆଖି ବିଶ୍ୱାସ କରୁନି । କିନ୍ତୁ କଥାଟା ସତ।  ଭିଡିଓରେ ଦେଖିବାକୁ ମିଳିଛି ଗୋଟିଏ ଷଣ୍ଢର ମୁଣ୍ଡରେ ରହିଛି ତିନୋଟି  ଶିଙ୍ଗ । ସାଧାରଣତଃ ଗାଇ, ବଳଦ, ଷଣ୍ଢ ଏବଂ ଛେଳିର ମୁଣ୍ଡରେ ଦୁଇଟି ଲେଖାଏଁ ଶିଙ୍ଗ ରହିଥାଏ । ଯାହା…

ଫେବ୍ରୁଆରୀ ୧୪ରେ ଭାଲେଣ୍ଟାଇନ ନୁହେଁ, ଗୋ ଆଲିଙ୍ଗନ ଦିବସ ପାଳନ କର: ଦେଶବାସୀଙ୍କୁ କେନ୍ଦ୍ର ସରକାରଙ୍କ ଅନୁରୋଧ

ନୂଆଦିଲ୍ଲୀ: ଫେବ୍ରୁଆରୀ ୧୪ ତାରିଖରେ ଭାଲେଣ୍ଟାଇନ୍‌ ଡେ। ହେଲେ ଏଥର ଭାଲେଣ୍ଟାଇନ୍‌ ଡେ ପାଳନ ନ କରି ଫେବ୍ରୁଆରୀ ୧୪କୁ ଗୋ ଆଲିଙ୍ଗନ ଦିବସ ବା କାଓ ହଗ୍‌ ଡେ(Cow Hug Day) ଭାବେ ପାଳନ କରିବାକୁ କେନ୍ଦ୍ର ସରକାର ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। ଏନେଇ ଭାରତ ପଶୁ କଲ୍ୟାଣ ବୋର୍ଡ(AWBI)…