ପୂଜା ପାଉଛନ୍ତି ଅଗ୍ରପୂଜ୍ୟ ଶ୍ରୀ ଗଣେଶ, ଚାଲିଛି ତୋରଣ ପ୍ରତିଯୋଗିତା
ପାରାଦୀପ - ପାରାଦୀପର ବିଭିନ୍ନ ସ୍ଥାନରେ ଭକ୍ତିପୂତ ଭାବେ ପାଳିତ ହେଉଛି ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ପୂଜା । ଚଳିତ ବର୍ଷ ବନ୍ଦର ନଗରୀ ପାରାଦୀପରେ ପ୍ରସିଦ୍ଧ ବିଶ୍ଵକର୍ମା ପୂଜା ପରି ଗଣେଶ ପୂଜା ମଧ୍ୟ ଦର୍ଶକଙ୍କୁ ବେଶ୍ ଆକର୍ଷଣ କରିଛି । ବିଶ୍ବକର୍ମା ତୋରଣ ଭଳି ଗଣେଶ ମଣ୍ଡପ ମଧ୍ୟ ଖୁବ୍…