ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ଗରୁଡ଼ ପୂଜାର ବିଧାନ
ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା
ଜୟ ଜଗନ୍ନାଥ। ଓଁ ନମୋ ଭାଗବତେ ବାସୁଦେବାୟ ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅବକାଶ ନୀତି ପରେ ଗରୁଡ଼ ସ୍ନାନ ଓ ପୂଜା ବିଷୟରେ ଆଲୋଚନା କଲେ। ଏବେ ଜାଣିବା ସେହି ଗରୁଡ଼ ପୂଜାର ସମ୍ପୂର୍ଣ୍ଣ ପଦ୍ଧତି। ପୂଜକ ଆସନରେ ଉପବେଶନ କରି ଆସନ…