Latest Odisha News

BREAKING NEWS

ଅନନ୍ୟ ଗାଁ: ପ୍ରତି ପରିବାର ପାଖରେ ଅଛି ଡଙ୍ଗା, କାରଣ କ’ଣ ଜାଣନ୍ତୁ

ବିହାର: ବିହାରରେ ଅନେକ ଅଦ୍ଭୁତ ଗ୍ରାମ ରହିଛି, ଯାହା ଭିନ୍ନ ଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ ରହିଥାଏ । ସେହିପରି ସିୱାନ୍ ଜିଲ୍ଲାରେ ଏପରି ଗୋଟିଏ ଗାଁ ରହିଛି, ଯେଉଁଠାରେ ପରିବାର ସଂଖ୍ୟା ଅପେକ୍ଷା ଅଧିକ ଡଙ୍ଗା ରହିଛି । ଏହି ଗାଁଟି ହେଉଛି ତିର ବାଲୁଆ ଗାଁ । ଏବେ ସୋସିଆଲ ମିଡ଼ିଆରେ ଏହି…

୨୩ ବର୍ଷର ସ୍ଥାୟୀ ବିଜେଡି ସରକାର ଓଡ଼ିଶାକୁ ଦାରିଦ୍ର୍ୟ ମୁକ୍ତ କରିପାରିଲା ନାହିଁ: ସତ୍ୟବ୍ରତ ପଣ୍ଡା

ଭୁବନେଶ୍ୱର: ଦୀର୍ଘ ୨୩ବର୍ଷର ଗୋଟିଏ ସ୍ଥାୟୀ ସରକାର ସତ୍ତ୍ୱେ ଯଦି ଓଡିଶା ଦାରିଦ୍ର‌୍ୟ ମୁକ୍ତ ହୋଇପାରିଲାନାହିଁ ଓ ଓଡ଼ିଶାରେ ଭାରତର ସବୁଠାରୁ ଅଧିକ ବଞ୍ଚିତ ଜନସାଧାରଣ ବସବାସ କଲେ ତାହା ଠାରୁ ଦୁର୍ଭାଗ୍ୟଜନକ ଜିନିଷ ଆଉ କ’ଣ ଥାଇପାରେ ବୋଲି ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି।…

ଚନ୍ଦ୍ରରେ ପହଞ୍ଚିଲା ଭାରତ, ଏବେ ଅପେକ୍ଷା ‘ପ୍ରଜ୍ଞାନ’ର ପ୍ରଦର୍ଶନକୁ

ନୂଆଦିଲ୍ଲୀ: ଭାରତର ମହାକାଶ ଅଭିଯାନ ଇତିହାସରେ ଚନ୍ଦ୍ରଯାନ-୩ ଏକ ସ୍ମରଣୀୟ ଅଭିଯାନ ହୋଇଛି। ଆମେରିକା, ଚୀନ୍ ଓ ପୂର୍ବତନ ସୋଭିଏତ ସଙ୍ଘ ପରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାରେ ଭାରତ ବିଶ୍ୱର ଚତୁର୍ଥ ଦେଶ ହେଇଛି। ସଫ୍ଟ ଲ୍ୟାଣ୍ଡିଂ ହାସଲ କରିବା କେବଳ ଯୋଜନାର ଏକ ଅଂଶ ମାତ୍ର।…

ମହିଳା ହୋମଗାର୍ଡଙ୍କୁ ନ୍ୟାୟ ଦେବା ଦାବିରେ ରାଜ୍ୟପାଳଙ୍କୁ ଭେଟିଲା ବିଜେପିର ପ୍ରତିନିଧି ଦଳ

ଭୁବନେଶ୍ୱର: ହୋମଗାର୍ଡଙ୍କୁ ନ୍ୟାୟ ଦେବା ଦାବିରେ ରାଜ୍ୟପାଳଙ୍କୁ ଭେଟିଲା ବିଜେପିର ଏକ ପ୍ରତିନିଧି ଦଳ। ରାଜ୍ୟପାଳଙ୍କ ସହ ସାକ୍ଷାତ କରି ଚିକିତ୍ସା ଏବଂ କ୍ଷତିପୂରଣ ବାବଦରେ ସୌରୀନ୍ଦ୍ରୀ ସାହୁଙ୍କୁ ୧ କୋଟି ଟଙ୍କା ତୁରନ୍ତ ପ୍ରଦାନ କରାଯାଉ ଏବଂ ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ୨ ଝିଅଙ୍କୁ…

ଜୱାନକୁ ମିଳିଲା ୟୁ/ଏ ସାର୍ଟିଫିକେଟ

ମୁମ୍ବାଇ: ପଠାନ ଫିଲ୍ମର ସଫଳତା ପରେ ଏବେ ଶାହାରୁଖ ଖାଁଙ୍କ ଜୱାନକୁ ସମସ୍ତେ ଉତ୍କଣ୍ଠା ସହକାରେ ଅପେକ୍ଷା କରିଛନ୍ତି । ବୁଧବାର ସିବିଏଫସି ଏହାକୁ ୟୁ/ଏ ସାର୍ଟିଫିକେଟ ପ୍ରଦାନ କରିଛି । ଏହାର ମାନେ ସମସ୍ତ ବୟସ ଗ୍ରୁପ ଏହାକୁ ଦେଖିପାରିବେ । ତେବେ ସିବିଏଫସି ଏଥିରେ ୭ଟି ପରିବର୍ତନ କରିବାକୁ…

ଓଡ଼ିଶା ଗଣତନ୍ତ୍ରରୁ ରାଜତନ୍ତ୍ରରେ ପରିଣତ ହେବାକୁ ଯାଉଛି- ବିଜୟ ପଟ୍ଟନାୟକ

ଭୁବନେଶ୍ୱର: ପୁଣି ବିଜେଡି ଓ ବିଜେପି  ଉପରେ ବର୍ଷିଲା କଂଗ୍ରେସ ।  ବିଜେଡିର ଦୀର୍ଘ ୨୩ ବର୍ଷ ଶାସନର ପରିଶେଷରେ ଓଡ଼ିଶା ଗଣତନ୍ତ୍ରରୁ ରାଜତନ୍ତ୍ରରେ ପରିଣତ ହେବାକୁ ଯାଉଛି ।  ଜଣେ ନିଜକୁ ରାଜା ଭାବୁଛନ୍ତି ଏବଂ ଅନ୍ୟ ଜଣେ ରାଜାଙ୍କ ଉତ୍ତରାଧିକାରୀ ଭାବୁଛନ୍ତି। ବିଜେପି ବି ବିଜେଡି ସହ…

ଜହ୍ନରେ ପାଦ ଥାପିଲା ଭାରତ, ବିଶ୍ବର ପ୍ରଥମ ଦେଶ ଭାବରେ ସାଉଥ ପୋଲରେ କଲା ଅବତରଣ

ବେଙ୍ଗାଲୁରୁ: ଜହ୍ନରେ ପାଦ ଥାପିଲା ଭାରତ। ଭାରତର ଚନ୍ଦ୍ରଯାନ-୩ ଚନ୍ଦ୍ରର ସାଉଥ ପୋଲରେ ଅବତରଣ କରିଛି। ଆମେରିକା, ଚୀନ୍ ଓ ସୋଭିଏତ ଋଷ ପରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାରେ ଭାରତ ହେଉଛି ଚତୁର୍ଥ ଦେଶ। ଐତିହାସିକ ସଫ୍ଟ ଲ୍ୟାଣ୍ଡିଂ ପୂର୍ବରୁ ସାରା ଦେଶରେ ପ୍ରାର୍ଥନା ହୋଇଥିଲା। ଗତ ଜୁଲାଇ…

ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ଜୋହାନ୍ସବର୍ଗ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଞ୍ଚଦଶ ବ୍ରିକ୍ସ ଶିଖର ସମ୍ମିଳନୀ ଅବସେରେ ବୁଧବାର ଜୋହାନ୍ସବର୍ଗଠାରେ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ୍ ରାମାଫୋସାଙ୍କୁ ସାକ୍ଷାତ କରିଛନ୍ତି। ଉଭୟ ନେତା ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ହୋଇଥିବା ଅଗ୍ରଗତିର ସମୀକ୍ଷା…

ସ୍ୱାଧୀନତା ସଂଗ୍ରାମୀଙ୍କ ଅପଢା ପୃଷ୍ଠା: ଦିନେ ବ୍ରିଟିଶ ଗୁଳିରୁ ବଞ୍ଚିବା ପାଇଁ ଡେଇଁ ପଡ଼ିଥିଲେ ଭରାନଦୀକୁ

ନବରଙ୍ଗପୁର:ରାତି ପାହିଲେ ଅଗଷ୍ଟ ୨୪ । ସେଇ ମାସ ସେଇ ତାରିଖ  । ଏ ମାସ ବାର ମନେ ପଡିଗଲେ  ଗାଁ ଲୋକଙ୍କ ଛାତି ଭିତରଟା କୋରି ହୋଇଯାଏ । ଅଜଣା କୋହ ସେମାନଙ୍କ ନିଃଶ୍ୱାସ ରୁନ୍ଧିଦିଏ । ଏହି ସହିଦ ସ୍ତମ୍ଭ ସେମାନଙ୍କ ବୀରତ୍ୱର କାହାଣୀ କହେ । ଗାଁ ମୁଣ୍ଡର ତୁରୀ ନଦୀ ବୀର ପୁତ୍ରଙ୍କ…

ବିନା ବସ୍ ଭଡ଼ାରେ ଭଉଣୀ ଯିବେ ଭାଇ ହାତରେ ରାକ୍ଷୀ ବାନ୍ଧିବାକୁ, ଜାଣନ୍ତୁ କେଉଁ ସରକାର କଲେ ଘୋଷଣା

ଲକ୍ଷ୍ନୌ: ରାକ୍ଷୀ ପୂର୍ଣ୍ଣିମା ପାଇଁ ସରକାରଙ୍କ ବଡ଼ ଉପହାର। ବିନା ବସ୍ ଭଡ଼ାରେ ଭଉଣୀ ଯିବେ ଭାଇ ହାତରେ ରାକ୍ଷୀ ବାନ୍ଧିବାକୁ । ଚଳିତ ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀମାନଙ୍କୁ ଯାତାୟତରେ ଯେପରି କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ ଏଥିପାଇଁ ଉତ୍ତରପ୍ରଦେଶ ଯୋଗୀ ସରକାର…