Latest Odisha News

BREAKING NEWS

ଆରପାରିରେ ଷାଠିଏ ଦଶକର ନାୟିକା ଡକ୍ଟର ସୁଧାରାଣୀ ଜେନା

ଭୁବନେଶ୍ଵର: ଆରପାରିରେ ନାୟିକା ଡକ୍ଟର ସୁଧାରାଣୀ ଜେନା । ଷାଠିଏ ଦଶକର ଆଦ୍ୟ ଭାଗରେ ଓଡ଼ିଆ ଚଳଚ୍ଚିତ୍ରକୁ ନାୟିକା ଭାବରେ ପ୍ରବେଶ କରିଥିଲେ ସୁଧାରାଣୀ । ଅନେକ ଚଳଚ୍ଚିତ୍ରରେ ପାର୍ଶ୍ଵ ଚରିତ୍ର ଭାବରେ ଅଭିନୟ କରିଛନ୍ତି ସୁଧାରାଣୀ । ପରେ ୧୯୬୧ ମସିହାରେ କବିରାଜ କଷ୍ଣଚନ୍ଦ୍ର ତ୍ରିପାଠୀ…

ପରିବେଶ ପାଇଁ ‘ଉଡ୍ର’ର ନିଆରା କାର୍ଯ୍ୟକ୍ରମ ‘ଗିଫ୍ଟ୍‍ ଏ ପ୍ଲାଣ୍ଟ୍‍’ ଅନୁଷ୍ଠିତ

ଭୁବନେଶ୍ୱର: ‘ଉଡ୍ର ଚାରିଟେବୁଲ୍‍ ଟ୍ରଷ୍ଟ’ ଓଡିଶାର ଏକ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ। ପ୍ରତିବର୍ଷ ‘ଗିଫ୍ଟ ଏ ପ୍ଲାଣ୍ଟ୍‍’ କାର୍ଯ୍ୟକ୍ରମ ମାଧ୍ୟମରେ ୧ ଲକ୍ଷରୁ ଉର୍ଦ୍ଧ୍ୱ ବୃକ୍ଷ ବଣ୍ଟନ କରାଯାଉଛି। ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର ଆଦି ଜିଲ୍ଲାମାନଙ୍କରେ ଚଳିତ…

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର ! ଏଣିକି ରାତିରେ ବି ଖୋଲା ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ

ଭୁବନେଶ୍ୱର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଏଣିତି ରାତିରେ ବି ଖୋଲା ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ଆଗକୁ ପର୍ଯ୍ୟଟକମାନେ ଦିନରେ ବୁଲିବା ସହ ରାତିରେ ବି ବୁଲି ପାରିବେ। ସେଣ୍ଟ୍ରାଲ ଜୁ’ ଅଥରିଟିରେ ଦାଖଲ କରାଯାଇଥିବା ମାଷ୍ଟର ପ୍ଲାନରେ ରହିଛି ଏହି ନୂଆ ବ୍ୟବସ୍ଥା। ଏବେ ସନ୍ଧ୍ୟା…

ବିନା ଯୋଗ୍ୟତାରେ ଛାତ୍ରଛାତ୍ରୀ କରୁଛନ୍ତି ଡାକ୍ତରୀ ଡିଗ୍ରୀ, ଚର୍ଚ୍ଚାରେ ପୁରୀ ଗୋପବନ୍ଧୁ ଆୟୁର୍ବେଦ କଲେଜ

ପୁରୀ: ପୁରୀ ଗୋପବନ୍ଧୁ ଆୟୁର୍ବେଦ କଲେଜରେ ବଡଧରଣର କେଳେଙ୍କାରୀ । ବିନା ଯୋଗ୍ୟତାରେ ଡାକ୍ତରୀ ଡିଗ୍ରୀ ପାଇଁ କଲେଜରେ ଆଡମିଶନ ନେଇଛନ୍ତି ୫ ଛାତ୍ରଛାତ୍ରୀ । କଲେଜରେ ଡାକ୍ତରୀ ଡିଗ୍ରୀ ପାଠ ପଢି ଚାକିରୀ କରିବାକୁ ହେଲେ NEET ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାସହ ତାଲିକାଭୁକ୍ତ ହେବା ଜରୁରୀ ।…

ଆଗାମୀ ୩ ଘଣ୍ଟା ମଧ୍ୟରେ ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏଡି) ପକ୍ଷରୁ ୭ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ସନ୍ଧ୍ୟା ୬ଟା ସୁଦ୍ଧା କଟକ ସମେତ ୭ଟି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ଜଗତ୍ସିଂହପୁର, କେନ୍ଦ୍ରାପଡା, କଟକ, ବଲାଙ୍ଗୀର, କାଲାହାଣ୍ଡି, ଗଞ୍ଜାମ ଏବଂ ସୁନ୍ଦରଗଡର କେତେକ ସ୍ଥାନ…

ମୋସନ ପିକ୍ଚର ପରେ ଆସିଲା ‘ପୁଷ୍କରା’ର ନୂଆ ପୋଷ୍ଟର, ନଜରରେ ଆସିଲେ ପୁଷ୍କରାର ବାପା ଘନ ନନା

ଭୁବନେଶ୍ଵର: ନୂଆ ଓଡିଆ ଚଳଚ୍ଚିତ୍ର ‘ପୁଷ୍କରା’ର ମୋସନ ପୋଷ୍ଟର ପରେ ଏବେ ଏହାର ନୂଆ ପୋଷ୍ଟର ରିଲିଜ ହୋଇଛି । ପରେ ସେପ୍ଟେମ୍ୱର ୧ ତାରିଖରେ ରିଲିଜ ହେବ ଏହି ଚଳଚ୍ଚିତ୍ରର ଟ୍ରେଲର । ଓଡିଶା ମାଟିର ଗାଥା କହିବ ‘ପୁଷ୍କରା’। ତରଙ୍ଗ ସିନେ ପ୍ରଡକ୍ସନ୍ସ ଓ ଆର୍.ଆର୍. ଇଭେଣ୍ଟ୍ସ ଆଣ୍ଡ ପ୍ରମୋସନସର…

ବିଜେପିର ହାଲ୍ଲାବୋଲ: ଡେଙ୍ଗୁ ସ୍ଥିତି ନେଇ BMC ଅଫିସ୍ ଘେରିଲା ବିଜେପି

ଭୁବନେଶ୍ଵର: ରାଜଧାନୀରେ ଡେଙ୍ଗୁ ସ୍ଥିତିକୁ ନେଇ ବିଜେପିର ହାଲ୍ଲାବୋଲ । ବିଏମସି ଅଫିସରେ ମଶା ଧୁଆଁ ଦେଲା ବିଜେପି । ଡେଙ୍ଗୁ ମୁକାବିଲାରେ ବିଫଳତା ଅଭିଯୋଗରେ ବିଏମସି ଅଫିସ୍ ଘେରାଉ । ମେୟର ଓ ବିଏମସି କମିଶନରଙ୍କ ବିରୋଧରେ ଗର୍ଜିଲା ବିଜେପି । ଖବର ଅନୁଯାୟୀ, ଗତ କିଛି ଦିନ ଧରି…

ଶିକ୍ଷକ ନିଯୁକ୍ତି ଦାବିରେ ତୁଲୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା

ସୁବର୍ଣ୍ଣପୁର: ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ। ସୁବର୍ଣ୍ଣପୁର ଲିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ତୁଲୁଣ୍ଡା ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା। ତାଲା ମାରିଲେ ସ୍କୁଲ କମିଟି ସଦସ୍ୟ ସଦସ୍ୟା। ଏହି ବିଦ୍ୟାଳୟରେ ସର୍ବମୋଟ ଆଠଟି ଶ୍ରେଣୀରେ…

ମହଙ୍ଗା ପଡିଲା ପ୍ରେମ ନିବେଦନ, ବନ୍ଧା ହେଲେ ଥାନାକୁ ଗଲେ

କାମାକ୍ଷାନଗର: ଧରାପଡିଲେ ରୋଡ ରୋମିଓ । ରାସ୍ତାରେ ଯାଉଥିବା ଯୁବତୀଙ୍କୁ ପ୍ରେମ ନିବେଦନ କରି ଫସିଲେ ଯୁବକ । କଲେଜ ଛାତ୍ରୀଙ୍କୁ ରାସ୍ତାରେ ଅଟକାଇ ପ୍ରେମ ନିବେଦନ କରିବା ଯୁବକଙ୍କ ପାଇଁ ମହଙ୍ଗା ପଡିଛି । ଯୁବତୀଙ୍କୁ ଅଟାଇବା ସମୟରେ ଧରାପଡି ଥାନାକୁ ଯାଇଛନ୍ତି  । ଏଭଳି କିଛି ଘଟଣା ଘଟିଛି …