Latest Odisha News

BREAKING NEWS

ନଷ୍ଟ ହୋଇଯାଉଛି ଜମାକାରୀଙ୍କ ସତ୍ୟପାଠ, ଚିନ୍ତାରେ ଚିଟଫଣ୍ଡ କ୍ଷତିଗ୍ରସ୍ତ

ଭୁବନେଶ୍ୱର: ଚିଟଫଣ୍ଡ କମିସନଙ୍କ କଟକସ୍ଥିତ କାର୍ଯ୍ୟାଳୟରେ ଟଙ୍କା ଫେରସ୍ତ ପାଇଁ ଦାଖଲ ହୋଇଥିବା ସତ୍ୟପାଠ ନଷ୍ଟ ହୋଇଯିବା ଏହଂ ହୋଇଯିବା ଭଳି ସ୍ଥିତି ପରେ ଓଡ଼ିଶାର ହଜାର ହଜାର ଚିଟଫଣ୍ଡ କ୍ଷତିଗ୍ରସ୍ତ ନିରାଶ ହୋଇଛନ୍ତି। କାଗଜପତ୍ରକୁ ଏକ କୋଠରୀର ଏକ କୋଣରେ ପୋକ ଖାଇବାକୁ ଦେଇ ପଚାଇବାକୁ…

ଦ୍ୱିତୀୟ ବିବାହ କରିବେ ନାଗା ଚୈତନ୍ୟ

ମୁମ୍ବାଇ: ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତ ସାଉଥ୍ ସୁପରଷ୍ଟାର ନାଗା ଚୈତନ୍ୟ । ଏବେ ସେ ଦ୍ୱିତୀୟ ବିବାହ କରିବେ ବୋଲି ଚର୍ଚ୍ଚା ଜୋର ଧରିଛି । ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଝିଅଙ୍କୁ ବିବାହ କରିବେ ବୋଲି ସୂଚନା ମିଳିଛି । ଚଳିତବର୍ଷ ଶେଷକୁ ସେ ବିବାହ ବନ୍ଧନରେ…

କୋଇଲା ସଚିବଙ୍କ ଏମ୍‌ସିଏଲ୍ ପରିଦର୍ଶନ, ସ୍ଥିତି କଲେ ସମୀକ୍ଷା

ସମ୍ବଲପୁର: କେନ୍ଦ୍ର କୋଇଲା ମନ୍ତ୍ରଣାଳୟର ସଚିବ ଅମ୍ରିତ ଲାଲ ମୀନା ମହାନଦୀ କୋଲ୍‌ଫିଲ୍ଡସ ଲିମିଟେଡ (ଏମ୍‌ସିଏଲ୍‌)ର ବିଭିନ୍ନ ପ୍ରସଙ୍ଗ ନେଇ ସ୍ଥିତି ସମୀକ୍ଷା କରିଛନ୍ତି । ସମ୍ବଲପୁରରେ ଥିବା ଏମ୍‌ସିଏଲର ମୁଖ୍ୟାଳୟରେ ସ୍ଥିତିର ସମୀକ୍ଷା ବୈଠକ ଆୟୋଜିତ ହୋଇଥିଲା । ଏହି ବୈଠକରେ କୋଲ ଇଣ୍ଡିଆ…

ଏମସିଏଲ୍ ପରିଦର୍ଶନ କଲେ କୋଲ ଇଣ୍ଡିଆ ଅଧ୍ୟକ୍ଷ

ସମ୍ବଲପୁର : ଓଡ଼ିଶାର ଝାରସୁଗୁଡା ଏବଂ ସୁନ୍ଦରଗଡ ଜିଲ୍ଲାରେ ଥିବା ଏମସିଏଲ୍‌ର ବସୁନ୍ଧରା ଏବଂ ମହାଲକ୍ଷ୍ମୀ କ୍ଷେତ୍ରକୁ ପରିଦର୍ଶନ କରିଛନ୍ତି କୋଲ୍ ଇଣ୍ଡିଆ ଅଧ୍ୟକ୍ଷ ପି.ଏମ୍‌. ପ୍ରସାଦ । ଏହି ପରଦର୍ଶନ ସମୟରେ କୁଲଦା ଏବଂ ଗର୍ଜନବାହାଲ ଓପନକାଷ୍ଟ ଖଣି କ୍ଷେତ୍ର ମଧ୍ୟ ତଦାରଖ କରିଛନ୍ତି ।…

ଝିଏଟିଏ ପାଇଁ ୯ଟି ପୁଅର ମାଆ ହେଲେଣି ମହିଳା, ଏବେ ବି ଅଛନ୍ତି ଗର୍ଭବତୀ

ନ୍ୟୁୟର୍କ : ଅଧିକାଂଶ ଲୋକ ପୁଅଟିଏ ପାଇଁ ଲକ୍ଷେ ଦେବାଦେବୀଙ୍କୁ ପୂଜା କରିଥାନ୍ତି । ଆଉ ଝିଅ ହେବା ଶୁଣିଲେ ତାକୁ ପେଟ ଭିତରେ ହତ୍ୟା କରିବାକୁ ବି ପଛାନ୍ତି ନାହିଁ । ଆମ ସମାଜ ବି ଝିଅ ହେବା ଖବରକୁ ସହଜରେ ଗ୍ରହଣ କରିପାରେ ନାହିଁ । କିନ୍ତୁ ଆମେରିକାର ଜଣେ ମହିଳା ଝିଅଟିଏ ପାଇଁ ୯ ପୁଅକୁ…

ଲିଜରେ ଦିଆଯାଇଥିବା ଜମିକୁ ନିୟମିତ କରିବାକୁ ପୁରୀ ମ୍ୟୁନିସିପାଲଟିକୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ

ପୁରୀ: ମ୍ୟୁନିସିପାଲିଟି ପକ୍ଷରୁ ଲିଜରେ ଦିଆଯାଇଥିବା ଜମିକୁ ନିୟମିତ କରିବା ପ୍ରକ୍ରିୟା ଶେଷ କରିବାକୁ ଓଡ଼ିଶା ସରକାର ପୁରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ପରେ ସରକାରଙ୍କ ପକ୍ଷରୁ ଏଭଳି ନିର୍ଦ୍ଦେଶ…

ପୁଣି ଚର୍ଚ୍ଚାରେ ଉର୍ଫି: ମୁହଁରେ ପିନ୍ଧିଲେ ମୁଖା, ‘ରାଜ କୁନ୍ଦ୍ରାଙ୍କ ଭଉଣୀ’ କହିଲେ ପ୍ରଶଂସକ

ମୁମ୍ବାଇ: ନିଜ ପୋଷାକ ପରିଧାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଅଭିନେତ୍ରୀ ତଥା ମଡ଼େଲ ଉର୍ଫି ଜାଭେଦ । ଅନେକ ଲୋକ ଉର୍ଫିଙ୍କୁ ସୃଜନଶୀଳ ବୋଲି କହି ପ୍ରଶଂସା କରୁଥିବା ବେଳେ ଆଉ କିଛି ଲୋକ ତାଙ୍କୁ ନାପସନ୍ଦ ବି କରିଥାନ୍ତି । ନିଜ ପୋଷାକକୁ ନେଇ ସବୁବେଳେ ବିବାଦରେ ରହୁଥିଲେ ବି ସେ…

ଆଉ ୨୭ ଚିହ୍ନଟ ପରେ ସୁନ୍ଦରଗଡରେ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୧୬୨

ସୁନ୍ଦରଗଡ଼: ଗୁରୁବାର ୨୭ ନୂଆ ସ୍କ୍ରବ ଟାଇଫସ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହି ରୋଗ ଏବେ ବ୍ୟାପିବାରେ ଲାଗିଛି।ଶୁକ୍ରବାର ଗଣମାଧ୍ୟମକୁ ସୂଚନା ଦେଇ ସୁନ୍ଦରଗଡ଼ ସିଡିଏମଓ କାହ୍ନୁଚରଣ ନାୟକ କହିଛନ୍ତି ଯେ, ଗୁରୁବାର ଆକ୍ରାନ୍ତଙ୍କ ସଂଖ୍ଯା ସହିତ ଚଳିତ ବର୍ଷ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା…

କରୋନାଠୁ ମାରାତ୍ମକ ନିପା: ମୃତ୍ୟୁ ହାର ୭୦ ପ୍ରତିଶତ

ନୂଆଦିଲ୍ଲୀ: ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମ୍ଆର୍)ର ମହାନିର୍ଦ୍ଦେଶକ ରାଜୀବ ବହଲ ଶୁକ୍ରବାର କହିଛନ୍ତି, କରୋନା ଭାଇରସ୍ ତୁଳନାରେ ନିପା ଭାଇରସର ମୃତ୍ୟୁହାର ବହୁତ ଅଧିକ। କୋଭିଡ୍-୧୯ରେ ମୃତ୍ୟୁ ହାର ୨ରୁ ୩ ପ୍ରତିଶତ ଥିବା ବେଳେ ନିପାରେ ମୃତ୍ୟୁ ହାର ୪୦ରୁ ୭୦ ପ୍ରତିଶତ ରହିଛି।…

ରିଲିଜ୍ ହେଲା ଫିଲ୍ମ ‘ଖୁଫିୟା’ର ଟିଜର, ନଜର ଆସିଲେ ତବ୍ୱୁ

ମୁମ୍ବାଇ: ରିଲିଜ୍ ହେଲା ବିଶାଲ ଭରଦ୍ୱାଜଙ୍କ ଆଗାମୀ ସ୍ପାଇ ଥ୍ରୀଲର ‘ଖୁଫିୟା’ର ଟିଜର । ଏଥିରେ ମୁଖ୍ୟ ଭୂମିକାରେ ବଲିଉଡ଼ ଅଭିନେତ୍ରୀ ତବୁ ନଜର ଆସିଛନ୍ତି । ଖୁବ୍‌ଶୀଘ୍ର ଏହା ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ ହେବାକୁ ଯାଉଛି । ନିକଟରେ ଏହି ଫିଲ୍ମର ଘୋଷଣା ସହ ଅଭିନୟ କରିଥିବା…