Latest Odisha News

BREAKING NEWS

ଗାଧୋଇବା ବେଳେ ଭାସିଗଲେ ମହିଳା: ଅଗ୍ନିଶମ ବାହିନୀ ଦ୍ୱାରା ହେଲେ ଉଦ୍ଧାର

କେନ୍ଦୁଝର: ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ବୈତରଣୀରେ ବଢୁଛି ଜଳସ୍ତର । ସେପଟେ ଲଘୁଚାପ ପ୍ରଭାବରୁ କେନ୍ଦୁଝରରେ ମଙ୍ଗଳବାରଠାରୁ ଲାଗିରହିଛି ବର୍ଷା l ବୁଧବାର ସକାଳ ଯାଏଁ ଚମ୍ପୁଆରେ ୧୧୧.୪ ମିଲି ବର୍ଷା ହୋଇଥିବା ବେଳେ ଆନନ୍ଦପୁରରେ ୯୬.୨ ମିଲିମିଟର ବର୍ଷା ହୋଇଛି l ଲଗାଣ ବର୍ଷା…

ଘରେ କରନ୍ତୁ ଏହି ୪ ଟି ପରିବର୍ତ୍ତନ, ଚମକିବ ଆପଣଙ୍କ ଭାଗ୍ୟ

ଓଡିଶା ସମ୍ବାଦ ବ୍ୟୁରୋ: ବାସ୍ତୁ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଜିନିଷରୁ ଲୋକଙ୍କୁ ସକାରାତ୍ମକ ଏବଂ ନକାରାତ୍ମକ ଶକ୍ତି ମିଳିଥାଏ। ଏହି ଶକ୍ତି ଲୋକଙ୍କ ସଫଳତା ଉପରେ ବହୁତ ପ୍ରଭାବ ପକାଇଥାଏ । କେତେକ କ୍ଷେତ୍ରରେ କଠିନ ପରିଶ୍ରମ କଲେ ମଧ୍ୟ ଅନେକ ଲୋକ ସଫଳ ହୋଇପାରନ୍ତି ନାହିଁ। ଭାର କାରଣ ଅଟେ…

ଭାରତୀୟ ଲେଖିକାଙ୍କ ବଡ ସଫଳତା : ବୁକର୍ ପ୍ରାଇଜ 2023ରେ ଅନ୍ତର୍ଭୁକ୍ତ ହେଲା ଉପନ୍ୟାସ ‘ୱେଷ୍ଟର୍ଣ୍ଣ…

ନୂଆଦିଲ୍ଲୀ: ବ୍ରିଟେନର ରାଜଧାନୀ ଲଣ୍ଡନରେ ରହୁଥିବା ଭାରତୀୟ ଲେଖିକା ଚେତନା ମାରୋଙ୍କ ପ୍ରଥମ ଉପନ୍ୟାସ 'ୱେଷ୍ଟର୍ଣ୍ଣ ଲେନ୍' ବୁକର୍ ପୁରସ୍କାର ୨୦୨୩ ର ସମ୍ଭାବ୍ୟ ୧୩ ବିଜେତା ପୁସ୍ତକ ମଧ୍ୟରେ ସାମିଲ କରାଯାଇଛି । ମଙ୍ଗଳବାର ଦିନ ପ୍ରକାଶ ପାଇଥିବା ତାଲିକାରେ ଉପନ୍ୟାସ 'ୱେଷ୍ଟର୍ଣ୍ଣ ଲେନ୍'…

ହାଇକୋର୍ଟରୁ ଜାମିନ ପାଇଲେ ହନିଟ୍ରାପ କୁଇନ ଅର୍ଚ୍ଚନା ନାଗ, ତଥାପି ବାହାରି ପାରିବେନି ଜେଲରୁ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ହନିଟ୍ରାପ କୁଇନ ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ୍ । ଖଣ୍ଡଗିରି ଥାନା ମାମଲାରେ ତାଙ୍କୁ ମିଳିଛି ଜାମିନ । ହାଇକୋର୍ଟ ଅର୍ଚ୍ଚନା ନାଗଙ୍କୁ  ସର୍ତ୍ତମୂଳକ ଜାମିନ ଦେଇଛନ୍ତି । ଏବେ ଅର୍ଚ୍ଚାନଙ୍କୁ ଦୁଇଟି ମାମଲାରେ ଜାମିନ ମିଳିଛି । ତେବେ ହାଇକୋର୍ଟ ଜାମିନ…

ପ୍ରବଳ ବର୍ଷାରେ ସୁବର୍ଣ୍ଣପୁର ସ୍ଥିତି ବେହାଲ, ରାସ୍ତାରେ ୨ ଫୁଟର ଡ୍ରେନ ପାଣି

ସୁବର୍ଣ୍ଣପୁର:ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ଲାଗି ରିହଛି । ଦୁଇଦିନ ଧରି ତୁହାକୁ ତୁହା ବର୍ଷା ହେଉଛି । ପ୍ରବଳ ବର୍ଷା ଯୋଗୁ ବଲାଙ୍ଗୀରରେ ମା’ ପାଟଣେଶ୍ୱରୀଙ୍କ ମନ୍ଦିର ପାଣିରେ ବୁଡି ଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ଅବସ୍ଥା ମଧ୍ୟ ଶୋଚନୀୟ ହୋଇପଡିଛି । ଜିଲ୍ଲାର ଅଧିକାଂଶ ସହରର…

ଅବପାତ ଗଭୀର ଅବପାତର ରୂପ ନେଲା; ୧୦ ଜିଲ୍ଲାରେ ପ୍ରବଳ ବର୍ଷା, ଭୂସ୍ଖଳନ ଆଶଙ୍କା

ଭୁବନେଶ୍ୱର: ଗଭୀର ଅବପାତ ପରେ ରାଜ୍ୟରେ ଲାଗି ରହିଛି ବର୍ଷା । ଆଗକୁ ବର୍ଷାର ପରମାଣ ଆହୁରି ବୃଦ୍ଧି ପାଇବ ବୋଲି ଚେତାବନୀ ଦେଇଛି ପାଣିପାଗ ବିଭାଗ  । ବୌଦ୍ଧରେ ସର୍ବାଧିକ ବର୍ଷା ନେଇ ରେକର୍ଡ କରାଯାଇଛି । ବୌଦ୍ଧରେ ୩୯୦.୬ ମିମି ବର୍ଷା ରେକର୍ଡ କରାଯାଇଛି । ଇତିମଧ୍ୟରେ ଉତର-ପୂର୍ବ…

ଭାରତ ଗସ୍ତରେ ଆମେରିକାର ରାଷ୍ଟ୍ରଦୂତ ଗୀତା ରାଓ ଗୁପ୍ତା

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରଦୂତ ଗୀତା ରାଓ ଗୁପ୍ତା ଭାରତ ଗସ୍ତରେ ଅଛନ୍ତି। ସେ ଆଠ ଦିନ ପାଇଁ ଭାରତର ବିଭିନ୍ନ ସହର ପରିଦର୍ଶନ କରିବେ। ଏହି ଗସ୍ତ ସମୟରେ ଆମେରିକାର ରାଷ୍ଟ୍ରଦୂତ ମହିଳାଙ୍କ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା ମଧ୍ୟ କରିବେ। ଗୀତା ରାଓ ତାଙ୍କର ଆଠ ଦିନିଆ ଗସ୍ତ ସମୟରେ…

ଲଗାନ, ଯୋଦ୍ଧା ଆକବର ଫିଲ୍ମର ଆର୍ଟ ଡାଇରେକ୍ଟର ନିତିନଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ: ବଲିଉଡର ଅନ୍ୟତମ ଆର୍ଟ ଡାଇରେକ୍ଟର ନିତିନ ଦେଶାଇଙ୍କ ମୃତ ଦେହ ଉଦ୍ଦାର ହୋଇଛି। ଝୁଲନ୍ତା ଅବସ୍ଥାରେ ତାଙ୍କୁ କରଜତ ନିକଟସ୍ଥ ଖାଲାପୁର ରାୟଗଡ଼ସ୍ଥିତ ଏନଡି ଷ୍ଟୁଡିଓରୁ ଉଦ୍ଧାର କରାଯାଇଛି। ଅଗଷ୍ଟ ୯ରେ ତାଙ୍କର ୫୮ତମ ଜନ୍ମଦିନ । ଏହାର କିଛି ଦିନ ପୂର୍ବରୁ ଏଭଳି ଏକ ଚାଞ୍ଚଲ୍ୟକର…

ବର୍ଷାରେ ବେହାଲ ଓଡିଶା: ପାଟଣେଶ୍ୱରୀ ମନ୍ଦିରରେ ପଶିଲା ପାଣି

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲାରେ ଜୋରଦାର ବର୍ଷା ଲାଗି ରହିଛି। ସହରର ତଳି ଅଂଚଳରେ ବର୍ଷା ପାଣି ପଶି ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେପଟେ ବଲାଙ୍ଗୀର ସହରର ଇଷ୍ଟଦେବୀ ମାଁ ପାଟଣେଶ୍ୱରୀଙ୍କ ମନ୍ଦିରରେ ମଧ୍ୟ ପାଣି ପଶିଛି। ମନ୍ଦିରର ଛାତରୁ ପାଣି ଗଳୁଥିବା ବେଳେ ତଳପଟେ…

ଜାତୀୟ ରାଜନୀତିରେ ହଲଚଲ; I-N-D-I-A ଓ NDAକୁ ନେଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ

ହାଇଦ୍ରାବାଦ: ବିରୋଧୀଙ୍କୁ କେସିଆରଙ୍କ ଟାର୍ଗେଟ। ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଏନଡିଏ ଏବଂ ବିରୋଧୀ ଦଳ ଇଣ୍ଡିଆ ପ୍ରତ୍ୟେକ ଛୋଟ ବଡ଼ ଦଳକୁ ସେମାନଙ୍କ ସହ ଯୋଡିବାକୁ ଚେଷ୍ଟା କରୁଛନ୍ତି। ଏହି ସମୟରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ବିଆରଏସ ସଭାପତି କେ.ଚନ୍ଦ୍ରଶେଖର…