ବିହାରରେ ସମ୍ବାଦିକ ହତ୍ୟା ମାମଲା: ୪ ଅଭିଯୁକ୍ତ ଗିରଫ
ବିହାର: ବିହାରର ଅରରିୟାଠାରେ ଗତକାଲି ‘ଦୈନିକ ଜାଗରଣ’ର ସାମ୍ବାଦିକ ବିମଳ କୁମାର ଯାଦବଙ୍କୁ ୪ଜଣ ଦୃର୍ବୃତ୍ତ ଘରେ ପଶି ଗୁଳି କରି ହତ୍ୟା କରିଥିଲେ । ଏହି ଘଟଣା ପରେ ସାରା ରାଜ୍ୟରେ ଗତକାଲି ଚାଞ୍ଚଲ୍ୟ ଖେଳି ଯାଇଥିଲା । ତେବେ ସେହି ମାମଲାରେ ଆଜି ବିହାର ପୋଲିସ ୪ଜଣ ଅଭିଯୁକ୍ତଙ୍କୁ ଗିରଫ…