ଚନ୍ଦ୍ରର ନିକଟତର ହେଉଛି ଚନ୍ଦ୍ରଯାନ-୩; ଅଲଗା ହେଲା ଲ୍ୟାଣ୍ଡର ‘ବିକ୍ରମ’
ନୂଆଦିଲ୍ଲୀ: ଆଉ ଅଳ୍ପ ସମୟର ଅପେକ୍ଷା । ପାଖେଇ ପାଖେଇ ଆସୁଛି ଜହ୍ନମାମୁ । ଚନ୍ଦ୍ରର ଖୁବ ନିକଟତର ହୋଇ ଗଲାଣି ଚନ୍ଦ୍ରଯାନ-୩ । ଇତି ମଧ୍ୟରେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ‘ବିକ୍ରମକ୍ଷ ସଫଳତା ପୂର୍ବକ ମହାକାଶ ଯାନରୁ ଅଲଗା ହୋଇଗଲାଣି । ଏହା ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ରପୃଷ୍ଠର ସାଉଥ…