ଜନ୍ମ ପୂର୍ବରୁ ଛୁଆ ବିକ୍ରି ପାଇଁ ଡିଲ୍ : ପୋଲିସ ହାତରେ ଧରାପଡିଲା ବାପା
ଟିଟଲାଗଡ: ମାଆ, ବାପା ନିଜ ଛୁଆର ଉଜ୍ଜ୍ବଳ ଭବିଷ୍ୟତ ପାଇଁ ନଖାଇ ନପିଇ କଷ୍ଟ କରନ୍ତି । କିନ୍ତୁ ଆଜିର ସମୟରେ ଏହାର ଓଲଟା ପ୍ରତିବିମ୍ବ ଦେଖିବାକୁ ମିଳିଛି । ସାମାନ୍ୟ କେଇଟା ଟଙ୍କା ପାଇଁ ନିଜ ଜନ୍ମକଲା ଶିଶୁକୁ ବିକ୍ରି କରିବାକୁ ପଛାଇନାହିଁ ଜଣେ ବାପା । କଥାଟା ହୁଏତ ଆପଣ ମାନଙ୍କୁ…