Latest Odisha News

Bihar Assembly Result: କିଏ ଦଖଲ କରୁଛି ବିହାର ? ଫଳାଫଳ ଉପରେ ସମସ୍ତଙ୍କ ନଜର

ପାଟନା: ଆଜି ବିହାର ଓ ନୂଆପଡ଼ା ଫୈସଲା। ସନ୍ଧ୍ୟା ସୁଦ୍ଧା ଆସିବ ରାୟ । ସବୁ କଳ୍ପନାଜଳ୍ପନାର ଅନ୍ତ ହେବ । କିଛି ସମୟ ପରେ ଆରମ୍ଭ ହୋଇଯିବ ଭୋଟ ଗଣତି। କିଏ ଆସନ୍ତା ୫ ବର୍ଷ ପାଇଁ ବିହାରରେ ସରକାର କରିବ ତାହା ସ୍ପଷ୍ଟ ହୋଇଯିବ। ବିହାର ବିଧାନସଭା ରେଜଲ୍ଟ ଉପରେ ସମସ୍ତଙ୍କ ନଜର। ସକାଳ ୮ଟାରୁ…

ନୂଆପଡା ଉପ-ନିର୍ବାଚନ: ଆଜି ଜଣାପଡ଼ିଯିବ ତିନି ଦଳର ଭାଗ୍ୟ ଓ ଭବିଷ୍ୟତ?

ଭୁବନେଶ୍ୱର: ଓଡ଼ିଶାର ରାଜନୈତିକ ଆକାଶରେ ଆଜି ନୂଆପଡା ଉପ-ନିର୍ବାଚନ ଏକ ମୁଖ୍ୟ ଘଟଣା ରୂପେ ଉଭା ହୋଇଛି। ଏହି ନିର୍ବାଚନ କେବଳ ଏକ ଆସନର ଭାଗ୍ୟ ନିର୍ଦ୍ଧାରଣ କରିବ ନାହିଁ, ବରଂ ରାଜ୍ୟର ତିନି ପ୍ରମୁଖ ଦଳ—ଭାରତୀୟ ଜନତା ପାର୍ଟି (ବିଜେପି), ବିଜୁ ଜନତା ଦଳ (ବିଜେଡି) ଏବଂ କଂଗ୍ରେସ—ର…

ଦିଲ୍ଲୀ ବିସ୍ଫୋରଣ ପରେ ଅଲ-ଫଲାହ ବିଶ୍ୱବିଦ୍ୟାଳୟର ସଦସ୍ୟତା ରଦ୍ଦ 

ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେସନର ଗେଟ୍ ନମ୍ବର ୧ ନିକଟରେ ଏକ ଧଳା ଆଇ ୨୦ କାର ବିସ୍ଫୋରଣ ହୋଇଥିଲା। ଯେଉଁଥିରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଷଡ଼ଯନ୍ତ୍ର ଅଲ-ଫଲାହ ବିଶ୍ୱବିଦ୍ୟାଳୟ ସହିତ ଜଡିତ ହୋଇପାରେ ବୋଲି ସନ୍ଦେହ କରାଯାଉଛି। ଯାହାକୁ ନେଇ ଭାରତୀୟ…

ଦିଲ୍ଲୀ ବିସ୍ଫୋରଣ ଅଭିଯୁକ୍ତଙ୍କୁ କଡ଼ା ଦଣ୍ଡ ମିଳିବ: ଅମିତ ଶାହ 

ନୂଆଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣ ଅଭିଯୁକ୍ତଙ୍କୁ କଡ଼ା ଦଣ୍ଡ ମିଳିବ ବୋଲି ଗୁରୁବାର ଦିନ କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ତେବେ ଗୁଜରାଟର ମେହସାଣା ଜିଲ୍ଲାର ବୋରିଆଭି ଗାଁରେ ମୋତିଭାଇ ଆର.ଚୌଧୁରୀ ସାଗର ସୈନିକ ସ୍କୁଲ ଏବଂ ସାଗର ଜୈବିକ ପ୍ଲାଣ୍ଟର ଉଦଘାଟନ ସମାରୋହକୁ ସମ୍ବୋଧିତ…

ବାଲିଯାତ୍ରାରେ ଦଳାଚକଟା ଭଳି ସ୍ଥିତି; ୨ ଆହତ

କଟକ: ଗାୟିକା ଶ୍ରେୟା ଘୋଷାଲ ଯେକୌଣସି ସ୍ଥାନରେ ସଙ୍ଗୀତ ପରିବେଷଣ କଲେ ମଧ୍ୟ ସେଠାରେ ବହୁ ସଂଖ୍ୟାରେ ଦର୍ଶକଙ୍କ ଭିଡ଼ ଜମିଥାଏ। ଗୁରୁବାର ସନ୍ଧ୍ୟାରେ କଟକରେ ବାଲିଯାତ୍ରା ରେ ଶ୍ରେୟାଙ୍କର ସଙ୍ଗୀତ ସମାରୋହରେ ଖୁବ୍ ଭିଡ଼ ହୋଇଥିଲା। ବାଲି ଯାତ୍ରାର ଶେଷ ଦିନରେ ଭିଡ଼ ଏତେ ବଢି ଯାଇଥିଲା ଯେ…

ଆବୁଧାବିରେ ଏହି ଦିନ ହେବ ଆଇପିଏଲ ମିନି ଅକ୍ସନ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ସଂସ୍କରଣ ପୂର୍ବରୁ ମିନି ନିଲାମ କେଉଁଠାରେ ହେବ ତାହା ଜଣାପଡିଛି । କ୍ରିକଇନଫୋରେ ପ୍ରକାଶିତ ରିପୋର୍ଟ ଅନୁସାରେ ଡିସେମ୍ବର ୧୬ରେ ଆବୁଧାବିରେ ଏହି ନିଲାମ ଆୟୋଜିତ ହେବ । ୨୦୨୪ରେ ପ୍ରଥମ ଥର ଆଇପିଏଲ ନିଲାମ ଦୁବାଇରେ ହୋଇଥିଲା । ଏହା ପରେ ୨୦୨୫…

ଦିଲ୍ଲୀ ବାୟୁ ପ୍ରଦୂଷଣକୁ ନେଇ ଚିନ୍ତାରେ ସୁପ୍ରିମକୋର୍ଟ, କହିଲେ ମାସ୍କ ଯଥେଷ୍ଟ…

ନୂଆଦିଲ୍ଲୀ: ଦିଲ୍ଲୀରେ ବଢୁଥିବା ବାୟୁ ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟ ଚିନ୍ତା ପ୍ରକାଶ କରିଛନ୍ତି। ଏଥିସହ ଅନଲାଇନର ସୁବିଧା ଥାଇ ମଧ୍ୟ କଣ ପାଇଁ ବରିଷ୍ଠ ଓକିଲ ମାନେ ଶାରୀରିକ ଭାବରେ ଉପସ୍ଥିତ ରହୁଛନ୍ତି ବୋଲି ପ୍ରଶ୍ନ ମଧ୍ୟ କରିଥିଲେ। ତେବେ ବାୟୁ ପ୍ରଦୂଷଣ ସ୍ଥିତିକୁ "ଅତ୍ୟନ୍ତ…

Iskcon Rathayatra:ପୁଣି ଇସ୍କନର ମନମାନି…ବିଦେଶରେ କରିବ ଅଦିନିଆ ରଥଯାତ୍ରା

ଭୁବନେଶ୍ବର:ପୁଣି ଇସ୍କନର ମନମାନି । ୨୩ରେ ବିଦେଶରେ ଆୟୋଜନ କରିବ ଅଦିନିଆ ରଥଯାତ୍ରା । ତାଇୱାନର ଡିମେଣ୍ଡିଙ୍ଗ ଏମଆରଟି ଏକ୍‌ଜିଟ୍-୬ରେ ଆସନ୍ତା ୨୩ ତାରିଖରେ ହେବ ଆୟୋଜନ। ରଥଯାତ୍ରାରେ ସାମିଲ ହେବାକୁ ଇସ୍କନ ଅନୁଗାମୀ, ଜଗନ୍ନାଥ ପ୍ରେମୀଙ୍କୁ ଯୋଗ ଦେବା ପାଇଁ ଅନ୍‌ଲାଇନରେ ଦେଲା ସୂଚନା ।…

ନିଖୋଜ ଥିଲେ ‘ସୂର୍ଯ୍ୟ’;ଶ୍ରୀସେତୁ ନିକଟରୁ ମୃତଦେହ ଉଦ୍ଧାର

ପୁରୀ:ଶ୍ରୀସେତୁ ନିକଟ ଜଳଭଣ୍ଡାରରୁ ନାବାଳକର କ୍ଷତାକ୍ତ ମୃତଦେହ ଉଦ୍ଧାର । ନାବାଳକକୁ ହତ୍ୟା କରି ଦୁର୍ବୃତ୍ତ ପାଣିରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ମୃତ ନାବାଳକ ଟାଉନ ଥାନା ଅଞ୍ଚଳର ସୂର୍ଯ୍ୟ ସାହୁ । ଖବରମୁତାବକ, ମଙ୍ଗଳବାର ଜଳଖିଆ ଆଣିବା ପାଇଁ ଯାଇ ନିଖୋଜ ହୋଇଯାଇଥିଲେ…

ଲାଞ୍ଚ ନେଇ ଫସିଲେ ପୋଲିସ ଏଏସଆଇ…

ଭୁବନେଶ୍ୱର: ଭୁବନେଶ୍ୱରର ବାଲିଅନ୍ତାରେ ନିୟୋଜିତ ଜଣେ ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର (ଏଏସଆଇ) ଗୁରୁବାର ଦିନ ଜଣେ ବ୍ୟକ୍ତିଙ୍କ ଠାରୁ ୪,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଦ୍ୱାରା ଗିରଫ ହୋଇଛନ୍ତି। ଅଭିଯୁକ୍ତ ଅଧିକାରୀ ଜଣକ ସୋମନାଥ ପଲେଇ ବୋଲି ଚିହ୍ନଟ ହୋଇଛନ୍ତି।…