ଦୁଇ ଶ୍ରମିକ ଗୋଷ୍ଠୀ ମଧ୍ୟରେ ମାରପିଟ୍; ଚାଲିଗଲା ଜଣଙ୍କ ଜୀବନ, ୫ ଆହତ
କୋରାପୁଟ:ଦୁଇ ଶ୍ରମିକ ଗୋଷ୍ଠୀ ଭିତରେ ଗଣ୍ଡଗୋଳ । ଚାଲିଗଲା ଜଣଙ୍କ ଜୀବନ , ୫ ଜଣ ଆହତ । କୋରାପୁଟ ସଦର ଥାନା ଅଧିନସ୍ଥ ଜରଟି ନିକଟସ୍ଥ ରେଳବାଇ ଦୋହରିକରଣ କ୍ୟାମ୍ପରେ ଦୁଇ ଶ୍ରମିକ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଛି । ବଙ୍ଗାଳୀ ଶ୍ରମିକ ଗୋଷ୍ଠୀ ଓ ବିହାରୀ ଶ୍ରମିକ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ…