Bomb Threat: ସନ୍ଧ୍ୟା ପୂର୍ବରୁ ବୋମା ବିସ୍ଫୋରଣ ! ଦିଲ୍ଲୀ ହାଇକୋର୍ଟକୁ ଉଡ଼ାଇ ଦେବାକୁ ଧମକ
ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ। ବୋମାରେ ଉଡ଼ାଇ ଦେବାକୁ ମେଲ୍ ଯୋଗେ ଦୁର୍ବୃତ୍ତର ଧମକ। ୩ଟି କୋର୍ଟରୁମ୍ରେ ୩ଟି ବୋମା ଖଞ୍ଜାଯାଇଥିବା ମେଲ୍ରେ ଉଲ୍ଲେଖ ରହିଛି। ସନ୍ଧ୍ୟା ପୂର୍ବରୁ ବୋମା ବିସ୍ଫୋରଣ ହେବା ନେଇ ଉଲ୍ଲେଖ ରହିଛି। ବୋମା ଧମକ ପରେ ଖାଲି କରାଗଲା…