Latest Odisha News

BREAKING NEWS

କ୍ରସର ଧୂଆଁରେ ଅଣନିଃଶ୍ୱାସୀ ଋଷିଗାଁ, ରାସ୍ତାକୁ ଓହ୍ଲାଇଲେ ଲୋକେ

ନୂଆପଡ଼ା: ବଢୁଛି କ୍ରସର ବିବାଦ  । ନା ଶୁଣୁଛି ରାଜସ୍ୱ ବିଭାଗ ନା ଶୁଣୁଛି ଜିଲ୍ଲା ପ୍ରଶାସନ । ବାରମ୍ବାର ଅଭିଯୋଗ ପରେ ମଧ୍ୟ ଶୋଇ ରହିଛି ପ୍ରଶାସନ।  ଫଳରେ ଐତିହାସିକ କୀର୍ତିରାଜି ଲୀନ ହେବା ସାଙ୍ଗକୁ ପରିବେଶ ପ୍ରଦୂଷିତ ଦେଉଛି ।  ବାରବାର କ୍ରସରକୁ ନେଇ ବିବାଦ ତେଜିବା ସହ ଆନ୍ଦୋଳନ…

ଆମେରିକାରେ ଏୟାର ଟ୍ରାଫିକ ବ୍ୟବସ୍ଥାରେ ତ୍ରୁଟି, ୧୨୦୦ ବିମାନ ଉଡାଣରେ ଅସୁବିଧା

ୱାଶିଂଟନ: ଏକ ବଡ ଧରଣର କମ୍ପ୍ୟୁଟର ତ୍ରୁଟି ଯୋଗୁ ଆମେରିକାରେ ବିମାନ ଚଳାଚଳରେ ବ୍ୟାଘାତ ସୃଷ୍ଟି ହୋଇଛି । ଏୟାର ଟ୍ରାଫିକ କଂଟ୍ରୋଲରେ ବୈଷୟିକ ତ୍ରୁଟି ଦେଖାଯିବାରୁ ୧୨୦୦ରୁ ଊର୍ଦ୍ଧ୍ୱ ବିମାନ ଉଡାଣରେ ବିଳମ୍ବ ହୋଇଛି । ଯାତ୍ରୀମାନେ ଭୟଭୀତ ହେବା ସହ ପ୍ରବଳ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।…

ଶିବପାଲଙ୍କ ବାସନ୍ଦ ଦଣ୍ଡାଦେଶ କୋହଳ

ନୂଆଦିଲ୍ଲୀ: ଭାରତର ଷ୍ଟାର ଜାଭେଲିନ ଥ୍ରୋୟର ଶିବପାଲ ସିଂଙ୍କ ବାସନ୍ଦ ଦଣ୍ଡାଦେଶକୁ ନାଡା କମେଇ ଦେଇଛି । ପୂର୍ବରୁ ୪ ବର୍ଷ ବଦଳରେ ତାଙ୍କ ବର୍ଷେ ବାସନ୍ଦ ଦଣ୍ଡାଦେଶ ଦିଆଯିବ । ୨୦୨୧ ସେପ୍ଟେମ୍ବରରେ ସେ ଡୋପ ଟେଷ୍ଟରେ ଧରା ପଡିଥିଲେ । ତାଙ୍କ ଶରୀରରୁ ନିଷିଦ୍ଧ ଡ୍ରଗ୍ସର ମାତ୍ରା ମିଳିଥିଲା ।…

ଜାନୁଆାରୀ ୧୧ର ସେଇ କାଳ ରାତି: କେମିତି ଛଟପଟ ହୋଇ ଆଖି ବୁଜିଲେ ଶାସ୍ତ୍ରୀ

'ରୁମରେ ଶୋଇଥାଏ । ହଠାତ୍ କେହି ଜଣେ କବାଟ ବାଡେଇଲେ।  କବାଟ ଖୋଲିବା ପରେ ମହିଳା ଜଣକ କହିଲେ - ତୁମର ପ୍ରଧାନମନ୍ତ୍ରୀ ଆଉ ଜୀବିତ ନାହାନ୍ତି। ମୁଁ ଦୈାଡି ଯାଇ ଶାସ୍ତ୍ରୀଜୀଙ୍କ କୋଠରୀ ଆଡକୁ ଦେଖେ ତ ସୋଭିଏତ୍ ୟୁନିଅନ୍ ପ୍ରଧାନମନ୍ତ୍ରୀ ଆଲେକ୍ସି କୋସିଗିନ୍ ବାରଣ୍ଡାରେ ଠିଆ ହୋଇଥିଲେ । ସେ…

ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ସୋନିଆ ଗାନ୍ଧି

ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ହସ୍ପିଟାଲ୍‌ରୁ ଡିସଚାର୍ଜ ହୋଇଛନ୍ତି। ସାର୍‌ ଗଙ୍ଗା ରାମ ହସ୍ପିଟାଲର ପରିଚାଳନା ବୋର୍ଡର ଚେୟାରମ୍ୟାନ ଡା. ଅଜୟ ସ୍ବରୂପ ସୂଚନା ଦେଇଛନ୍ତି। ଶ୍ୱାସକ୍ରିୟା ସମସ୍ୟା ଦେଖାଯିବା କାରଣରୁ ସୋନିଆ ଗତ ୪ ତାରିଖରେ ଦିଲ୍ଲୀର ସାର୍‌ ଗଙ୍ଗା…

୨ ଭାରତୀୟ ୩ ଦିନରେ ବୁଲିଲେ ୭ ମହାଦେଶ

ନୂଆଦିଲ୍ଲୀ: ଜଣେ ସାଧାରଣ ମଣିଷ ଗୋଟିଏ କିମ୍ବା ୨ ଦିନରେ କେତୋଟି ସ୍ଥାନ ଭ୍ରମଣ କରିପାରିବ ? ଆମେ କହିବା ଅତି ବେଶୀରେ ୧୦୦୦ରୁ ୨୦୦୦ କିଲୋମିଟର ପର‌୍ୟ୍ୟନ୍ତ । ମାତ୍ର ଭାରତର ୨ ବ୍ୟକ୍ତି ଡ.ଅଲୀ ଲଗାନୀ ଓ ସୁଜୟ କୁମାର ମିତ୍ର ମାତ୍ର ୩ ଦିନରେ ୭ ମହାଦେଶ ଭ୍ରମଣ କରି ଗିନିଜ ବୁକ ଅଫ ୱାର୍ଲ୍ଡ…

ହକି : ନୂଆ ଓଡ଼ିଶାର ପରିଚୟ

ବିମଳ କୁମାର ରାଉଳଙ୍କ ସ୍ୱତନ୍ତ୍ର ଆଲେଖ୍ୟ ଜ୍ଞାନ, ବିଜ୍ଞାନ, ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ, ବାଣିଜ୍ୟ ଓ ପର୍ଯ୍ୟଟନ ଓଡ଼ିଶାକୁ ଧିରେ ଧିରେ ଊର୍ଦ୍ଧ୍ୱମୁଖୀ କରାଇଛି । ପାରମ୍ପରିକ ଖୋଳପାରୁ ବାହାରି ଓଡ଼ିଶାର ନବକଳେବର ହୋଇଛି । ଶିଳ୍ପ, ବାଣିଜ୍ୟ ଓ ପର୍ଯ୍ୟଟନ ଏହି କଳେବରର ପ୍ରମୁଖ ଅଂଶ…

ଫେବ୍ରୁଆରୀ ପହିଲାରୁ ଆନ୍ଦୋଳନ ପାଇଁ ଡାକ୍ତରଙ୍କ ଚେତାବନୀ

ଭୁବନେଶ୍ୱର: ଆନ୍ଦୋଳନକୁ ଓହ୍ଲାଇବେ ସରକାରୀ ଡାକ୍ତର । ଫେବ୍ରୁଆରୀ ପହିଲାରୁ ଆନ୍ଦୋଳନକୁ ଓହ୍ଲାଇବା ନେଇ ଓଡ଼ିଶା ମେଡିକାଲ ସର୍ଭିସ୍ ଆସୋସିଏସନ୍ (ଓମସା) ପକ୍ଷରୁ ଚେତାବନୀ ଦିଆଯାଇଛି । ସରକାର ଦାବୀ ପୂରଣ ନ କରିବା ପର୍ଯ୍ୟନ୍ତ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଡାକ୍ତର ଯୋଗ ଦେବେ…

ହକି ବିଶ୍ୱକପ ଉଦଘାଟନୀ ଉତ୍ସବ: କେତେବେଳେ ରହିଛି କେଉଁ କାର୍ଯ୍ୟକ୍ରମ ?

ଭୁବନେଶ୍ୱର: ହକି ପୁରୁଷ ବିଶ୍ୱକପ ପାଇଁ ଉତ୍ସବ ମୁଖର ସାରା ରାଜ୍ୟ । ଆଜି ଉଦଘାଟନୀ ଉତ୍ସବ । କମ୍ପୁଛି କଟକ ସହର । ବାରବାଟୀ ଷ୍ଟାଡିୟମରେ ହେବ ଉଦଘାଟନୀ ଉତ୍ସବ । ଉଦ୍‌ଘାଟନୀ ଉତ୍ସବ ଦେଖିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟରେ  ହାପ-ଡେ…

ଗଛରେ ପିଟି ହେଲା ସ୍କୁଲ ବସ, ୧୫ ଛାତ୍ରଛାତ୍ରୀ ଆହତ

ନବରଙ୍ଗପୁର: ସକାଳୁ ସକାଳୁ ଅଘଟଣ  । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଅନ୍ତର୍ଗତ ମୋହରା ନିକଟରେ ଘଟିଛି  ଏହି ଦୁର୍ଘଟଣା । ୨ ଗୁରୁତରଙ୍କୁ କୋରାପୁଟ ଏବଂ ଭବାନୀପାଟଣାକୁ ସ୍ଥାନାନ୍ତର କରାଯାଇଛି।  ଦୁର୍ଘଟଣାରେ ଆହତ ସମସ୍ତ ଛାତ୍ରଛାତ୍ରୀ ସ୍ଥାନୀୟ ଆଦର୍ଶ ବିଦ୍ୟାଳୟର । ସକାଳୁ…