ପଥର ବ୍ଲାଷ୍ଟିଂ ବେଳେ ଦୁଇ ଶ୍ରମିକ ମୃତ୍ୟୁ ଘଟଣା: ୩୨ଘଣ୍ଟା ପରେ ମିଳିଲା ମୃତଦେହ
ମୋହନା: ପଥର ବ୍ଲାଷ୍ଟିଂ ବେଳେ ଦୁଇ ଶ୍ରମିକ ମୃତ୍ୟୁ ଘଟଣା । ଦୀର୍ଘ ୩୨ ଘଣ୍ଟା ପରେ ଉଦ୍ଧାର ହେଲା ମୃତଦେହ । ଗତକାଲି ଗଜପତି ମୋହନା ଥାନା ବନ୍ଧାଗୁଡା ଗାଁରେ କ୍ରସର ପାଇଁ ପଥର ବ୍ଲାଷ୍ଟିଂ ବେଳେ ମାମୁ ଭଣଜା ପଥର ତଳେ ଚାପି ହୋଇ ପ୍ରାଣ ହରାଇ ଥିଲେ । ପଥର ଟି ପ୍ରାୟ ୧୦୦ ଟନ ରୁ ଅଧିକ…