ଆର୍ଥିକ ମାନ୍ଦାବସ୍ଥାରୁ ମୁକ୍ତି ପାଇଁ ଚୀନ୍ର ‘ଛୁଟି’ ଫର୍ମୁଲା
ନୂଆଦିଲ୍ଲୀ: ବର୍ତ୍ତମାନ ସାରା ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ବା ରିସେସନ୍କୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ବିଶ୍ୱର ଦ୍ୱିତୀୟ ସବୁଠାରୁ ବଡ଼ ଅର୍ଥନୀତି କୁହାଯାଉଥିବା ଚୀନ୍ ମଧ୍ୟ ଏବେ ଏହି ଆର୍ଥିକ ମାନ୍ଦାବସ୍ଥାର ସାମ୍ନା କରୁଛି। କିନ୍ତୁ ଏହି ସଙ୍କଟରୁ ବାହାରିବା ପାଇଁ ଚୀନ୍ ସରକାର…