ଆସାମରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ବଙ୍ଗଳାର ଆଶ୍ରୟ ନିଅନ୍ତି ବାଂଲାଦେଶୀ
ଗୌହାଟି: ବିଧାନସଭା ନିର୍ବାଚନ ପୂର୍ବରୁ ଆସାମ ଏବଂ ପଶ୍ଚିମବଙ୍ଗରେ ଅନୁପ୍ରବେଶ ପ୍ରସଙ୍ଗ ସରଗରମ ହୋଇଛି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ତାଙ୍କ ନିର୍ବାଚନ ପ୍ରଚାର ସମୟରେ ଏହି ସମସ୍ୟାର ସମାଧାନ କିପରି କରାଯାଇପାରିବ ତାହା ବ୍ୟାଖ୍ୟା କରିଥିଲେ। ମମତା ବାନାର୍ଜୀଙ୍କୁ ଟାର୍ଗେଟ…