Latest Odisha News

BREAKING NEWS

ଏଥର ରଥଯାତ୍ରା ପରିଚାଳନାରେ ଝୁଂଟି ପଡିଲେକି ପ୍ରଶାସନ ?

ଶ୍ରୀକ୍ଷେତ୍ରର ରଥଯାତ୍ରା....ସାରା ବିଶ୍ୱ ବ୍ୟଗ୍ରତା ସହକାରେ ଅପେକ୍ଷା କରିଥାନ୍ତି । ଆଉ ଓଡିଶା ସରକାର ମଧ୍ୟ ଏଥିପାଇଁ ଆପ୍ରାଣ ଉଦ୍ୟମ କରି ସଫଳ କରିବା ପାଇଁ ଚେଷ୍ଟା କରନ୍ତି । ସବୁ ଥର କିଛି ଭୁଲ ଭଟକା ରୁହେ...ତାହା ଗ୍ରହଣୀୟ । ଏଥର କିନ୍ତୁ ସୀମା ଟପି ଯାଇଥିଲା...ରଥଯାତ୍ରା ପରିଚାଳନା…

ସୁନାବେଶରେ ଡ୍ରୋନ୍ ମାଧ୍ୟମରେ ହେବ ଟ୍ରାଫିକ ନିୟନ୍ତ୍ରଣ

ପୁରୀ:  ଆଜି ମହାପ୍ରଭୁଙ୍କ ପବିତ୍ର ସୁନାବେଶ। ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଗତବର୍ଷ ତୁଳନାରେ ପ୍ରାୟ ପଚିଶ ପ୍ରତିଶତ ଅଧିକ ଭକ୍ତ ମହାପ୍ରଭୁଙ୍କର ଏହି ଦର୍ଶନ କରିବେ ବୋଲି ଆକଳନ କରିଛି ପ୍ରଶାସନ । ତେଣୁ ଏହାକୁ ଦୃଷ୍ଟିରେ ରଖି ପୁରୀ ପୁଲିସ ପକ୍ଷରୁ ଟ୍ରାଫିକ ବ୍ଯବସ୍ଥାକୁ ନେଇ ଏକ…

ସୁନାବେଶରେ ଠାକୁରଙ୍କ ସବୁ ସୁନା ଅଳଙ୍କାର ଭିତରେ ଥାଏ ଗୋଟିଏ ରୂପାଳଙ୍କାର; ଜାଣନ୍ତି କ’ଣ ?

ପୁରୀ:ଆଜି ସୁନାବେଶ । ମହଣମହଣ ସୁନାରେ ସଜେଇ ହେବେ ତିନିଠାକୁର । ସ୍ୱର୍ଣ୍ଣାଳଙ୍କାର ବିଭୂଷିତ ହୋଇ ତିନିଠାକୁର ଯେମିତି ରାଜା ପରି ଦିଶିବେ । ମହାପ୍ରଭୁଙ୍କର ଏହି ଅପୂର୍ବରୂପ ଭକ୍ତ ଦେଖିବେ ରଥ ଉପରେ । ଜଗନ୍ନାଥଙ୍କ ଅନେକ ବେଶ ମଧ୍ୟରୁ ସୁନାବେଶ ଗୋଟିଏ । ଏମିତି ତିନିଠାକୁରଙ୍କ ଅଙ୍ଗରେ…

ଗାଡ଼ି ସାଇଡ୍ ମରାକୁ ନେଇ ରାଜଧାନୀରେ ଗୁଳିକାଣ୍ଡ; ୩ ଗୁରୁତର

ଭୁବନେଶ୍ୱର : ରାଜଧାନୀରେ ଗୁଳିକାଣ୍ଡ । ଗାଡ଼ି ସାଇଡ଼୍ ମରାକୁ ନେଇ ବିଜେଡ଼ି କର୍ପୋରେଟରଙ୍କୁ ଗୁଳିମାଡ଼ । ଗୁଳିମାଡ଼ରେ ୩ ଜଣ ଆହତ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଆହତମାନେ ୱାର୍ଡ -୩୨ ବିଜେଡି କର୍ପୋରେଟର ଶ୍ରୀଧର ଜେନା, ଶିଖର ଜେନା ଏବଂ ପୁତୁରା ଆଲୋକ ଜେନା ବୋଲି ଜଣାପଡିଛି । ଘଟଣା…

ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ୫ ଘଣ୍ଟିଆ ବୈଠକ: ୨୦୨୪ ନିର୍ବାଚନରେ ବିରୋଧୀଙ୍କ ମୁକାବିଲା ପାଇଁ ଚାଲିଥିଲା…

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ବାସ ଭବନରେ ଚାଲିଥିଲା ୫ ଘଣ୍ଟିଆ ବୈଠକ । ଗୃହ ମନ୍ତ୍ରୀ ଅମିତ ଶାହ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଏହି ବୈଠକକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ବୈଠକରେ କି ଆଲୋଚନା ଚାଲିଥିଲା ? ବିଶେଷ ସୂତ୍ରରୁ ମିଳିଥିବା ସୂଚନା…

ମଣିପୁର ଗସ୍ତରେ ରାହୁଲ ଗାନ୍ଧୀ, ଗସ୍ତକୁ ନେଇ କଂଗ୍ରେସକୁ ଟାର୍ଗେଟ କଲା ବିଜେପି

ନୂଆଦିଲ୍ଲୀ: ଗତ ଦୁଇ ମାସ ଧରି ମଣିପୁରରେ ଚାଲିଥିବା ହିଂସା ଏପର୍ଯ୍ୟନ୍ତ ବନ୍ଦ ହୋଇନାହିଁ। ରାଜ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ନିରନ୍ତର ପ୍ରୟାସ ଜାରି ରହିଛି। ଏହି ସମୟରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ମଧ୍ୟ ମଣିପୁର ଗସ୍ତ କରୁଛନ୍ତି। ଏହି…

ମଣିପୁରର ୧୨ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ ଅଶ୍ରୟ ଦେଇଛି ମିଜୋରାମ, ଆର୍ଥିକ ସହାୟତା ପାଇଁ କେନ୍ଦ୍ର ଆଗରେ ଗୁହାରୀ

ଓଡ଼ିଶା ସମ୍ବାଦ ବ୍ୟୁରୋ: ହିଂସା ପ୍ରଭାବିତ ରାଜ୍ୟ ମଣିପୁରର ବିସ୍ଥାପିତ ଲୋକଙ୍କ ପାଇଁ ମିଜୋରାମ ସରକାର କେନ୍ଦ୍ର ସରକାରଙ୍କ ସହାୟତା ଦାବିକୁ ଦୋହରାଇଛନ୍ତି। ମିଜୋରାମ ସରକାର କହିଛନ୍ତି ଯେ ହିଂସା ଯୋଗୁଁ ମଣିପୁରର ୧୨ ହଜାରରୁ ଅଧିକ ଲୋକ ତାଙ୍କ ରାଜ୍ୟରେ ଥିବା ରିଲିଫ କ୍ୟାମ୍ପରେ ଆଶ୍ରୟ…

ବ୍ରାହ୍ମଣୀ ନଦୀରେ ମାତିଛି ମଣିଷ ଖିଆ କୁମ୍ଭୀର, ଗୋଟିଏ ମାସରେ ଗଲାଣି ୩ ଜୀବନ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାରେ କୁମ୍ଭୀର ଆତଙ୍କ । ଶୌଚ ପାଇଁ ବ୍ରାହ୍ମଣୀ ନଦୀକୁ ଯାଇଥିବା ବେଳେ ବୃଦ୍ଧଙ୍କୁ ଟାଣି ନେଲା ମଣିଷ ଖିଆ କୁମ୍ଭୀର । କେନ୍ଦ୍ରାପଡ଼ା ଜିଲ୍ଲା ଇନ୍ଦୁପୁର ଅଞ୍ଚଳରେ ଘଟିଛି ଏହି ଘଟଣା । ଆଜି ଭୋର ସମୟରେ ଘାଗରାଡିହା ଗାଁର ଗଙ୍ଗାଧର ତରାଇ ଶୌଚ ପାଇଁ ବ୍ରାହ୍ମଣୀ ନଦୀକୁ…

ଖଲିସ୍ତାନ ସମର୍ଥକଙ୍କ କାର୍ଯ୍ୟକଳାପ ଭାରତର ଜାତୀୟ ସୁରକ୍ଷା ଉପରେ ପ୍ରଭାବ ପକାଇବ: ଏସ୍ ଜୟଶଙ୍କର

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ବୁଧବାର ଖଲିସ୍ତାନ ପ୍ରସଙ୍ଗରେ କାନାଡାକୁ କଡ଼ା ଜବାବ ଦେଇଛନ୍ତି। ସେ କହିଛନ୍ତି ଖଲିସ୍ତାନ ସମର୍ଥକଙ୍କ ଉପରେ କାନାଡାର ପ୍ରତିକ୍ରିୟା ଭୋଟ୍ ବ୍ୟାଙ୍କ ରାଜନୀତିରେ ଅନୁପ୍ରାଣିତ ହୋଇଛି। ବୈଦେଶିକ ମନ୍ତ୍ରୀ କହିଛନ୍ତି ଯଦି ଖଲିସ୍ତାନ ସମର୍ଥକଙ୍କ…

ଦିଗପହଣ୍ଡିରେ ଡ଼ବଲ ମର୍ଡର, ୨ ଜଣଙ୍କୁ ହତ୍ୟା କରି ଜାଳି ଦେଲେ ଦୁର୍ବୃତ୍ତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ମହୁଡ଼ା ଗାଁରେ ଡ଼ବଲ ମର୍ଡର। ବୁଧବାର ବିଳମ୍ବିତ ରାତି ଗାଁ ଭିତରେ ୨ ଜଣଙ୍କୁ ବୀଭତ୍ସ ଭାବେ ହତ୍ୟା କରି ସେମାନଙ୍କୁ ଗାଁ ମଝିରେ ଜାଳି ଦେବା ସହ ଗୋଟିଏ ବାଇକ ମଧ୍ୟ ଜାଳି ଦେଇଛନ୍ତି ଦୁର୍ବୃତ୍ତ। ମୃତକ ଦୁଇଜଣ ହେଲେ ଶିବ ଗୌଡ଼ ଓ ଲିଟୁ…