Latest Odisha News

୬୩ ବର୍ଷ ବୟସରେ ବିକିନି ପିନ୍ଧନ୍ତି ବୃଦ୍ଧା, ଦେଖିବାକୁ ଯୁବକ ହୁଅନ୍ତି ପାଗଳ

ନ୍ୟୁୟର୍କ : ସାଧାରଣତଃ ନିଜେ କେମିତି ପୋଷାକ ପରିଧାନ କରିବା ଓ କେଉଁ ପ୍ରକାର ଜୀବନଶୈଳୀ ଗ୍ରହଣ କରିବା ଉଚିତ ଏହା ସମସ୍ତଙ୍କର ବ୍ୟକ୍ତିଗତ ନିଷ୍ପତ୍ତି । କିନ୍ତୁ ଆମ ସମାଜରେ ଏହାକୁ ବୟସ ସହିତ ଯୋଡ଼ାଯାଇଥାଏ । ବାର୍ଦ୍ଧକ୍ୟ ଛୁଇଁଲେ ଈଶ୍ୱରଙ୍କ ନାମ ଗ୍ରହଣ କରିବା ଉଚିତ୍ ଏବଂ ବସ୍ତୁବାଦୀ…

ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ରଥରେ ଲାଗିଗଲା ନିଆଁ, ୬ ଜଣଙ୍କର ମୃତ୍ୟୁ, ୧୫ ଆହତ

ଅଗରତାଲା: ବୁଧବାର ତ୍ରିପୁରାର ଉନାକୋଟି ଜିଲ୍ଲାରେ ବାହୁଡା ଯାତ୍ରା ବେଳେ ଅଘଟଣ । ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାରୁ ରଥ ଟାଣୁଥିବା ଶ୍ରଦ୍ଧାଳୁଙ୍କ ମୃତ୍ୟୁ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ହଠାତ ରଥରେ ନିଆଁ ଲାଗିଯିବାରୁ ଅନ୍ୟୂନ ଛଅ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୫ ଜଣ ଆହତ…

ଛତିଶଗଡ ସ୍ୱାସ୍ଥ୍ୟମନ୍ତ୍ରୀ ଟି. ଏସ୍. ସିଂହଦେଓଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କଲା କଂଗ୍ରେସ

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ଭାଗରେ ଛତିଶଗଡ଼ ବିଧାନସଭା ନିର୍ବାଚନ ହେବ । ଏହା ପୂର୍ବରୁ ଛତିଶଗଡ କଂଗ୍ରେସକୁ ଆହୁରି ମଜବୁତ କରିବାକୁ ଯାଇ ଦଳରେ ଅସନ୍ତୁଷ୍ଚ ଥିବା ବା ମୁଖ୍ୟମନ୍ତ୍ରୀ ଆସନ ପାଇଁ ଆଶାୟୀ ଥିବା ସ୍ୱାସ୍ଥ୍ୟମନ୍ତ୍ରୀ ଟି. ଏସ୍. ସିଂହଦେଓଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି…

ନୂଆ ‘ସୁପରମ୍ୟାନ’ ହେବେ ଡେଭିଡ୍ କାରେନସ୍ୱେଟ୍ , ହେନରୀ କାଭିଲଙ୍କ ସ୍ଥାନରେ ନଜର ଆସିବେ

ମୁମ୍ବାଇ: ନୂଆ ‘ସୁପରମ୍ୟାନ’ ହେବେ ଡେଭିଡ୍ କାରେନସ୍ୱେଟ୍ । ଏବେ ସେ ସୁପରମ୍ୟାନ ହେନରୀ କାଭିଲଙ୍କ ସ୍ଥାନରେ ନଜର ଆସିବେ । ଫିଲ୍ମ ସୁପରମ୍ୟାନ୍‌-ଲିଗେସିରେ ହଲିଉଡ୍ ଅଭିନେତା ଡେଭିଡ୍ କାରେନସ୍ୱେଟ୍‌ଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ଏହା ପୂର୍ବରୁ ହେନରୀ କାଭିଲଙ୍କୁ ସୁପରମ୍ୟାନ୍…

ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର୍ରର ନାମ ବିହୀନ ଚିଠିକୁ ନେଇ ବିଜେପି ଉପରେ ବର୍ଷିଲା କଂଗ୍ରେସ

ଭୁବନେଶ୍ୱର: ୨୬ ତାରିଖରେ କେନ୍ଦ୍ରର କେନ୍ଦ୍ର ସରକାର ବିଭାଗ ପକ୍ଷରୁ ଓଡ଼ିଶାର ମୂଖ୍ୟ ଶାସନ ସଚିବ ଙ୍କ ପାଖକୁ ଯେଉଁ ଚିଠି ଆସିଛି ତାହା ଏକ ଗୁରୁତ୍ଵହୀନ ଚିଠି ବୋଲି କଂଗ୍ରେସ କହିଛି। ଏମିତି ଚିଠି କେନ୍ଦ୍ର ସରକାରଙ୍କ ଅଫିସର କେମିତି ଲେଖି ପାରିଲେ ବୋଲି କଂଗ୍ରେସ ଆଶ୍ଚର୍ଯ୍ୟ ପ୍ରକଟ କରିଛି।…

ଜାତୀୟ ସ୍ତରରେ ଶ୍ରେଷ୍ଠ ବିବେଚିତ ପଞ୍ଚାୟତିରାଜ ସଂସ୍ଥାମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଜାତୀୟ ସ୍ତରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ପଞ୍ଚାୟତିରାଜ ଅନୁଷ୍ଠାନ ମାନଙ୍କ ପାଇଁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିପୁଳ ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି । ଆଜି ଲୋକସେବା ଭବନର କନ୍‌ଭେସନ୍ ହଲ୍ ଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା…

ମହିଳାଙ୍କୁ ଲୁଟ୍ କରି ତାଙ୍କ ପ୍ରେମରେ ପଡ଼ିଗଲା ଚୋର: ଡ଼େଟ୍‌ରେ ଯିବାକୁ ଦେଲା ମେସେଜ୍

ନ୍ୟୁୟର୍କ: ଘରେ କେହି ଥାଆନ୍ତୁ ବା ନ ଥାଆନ୍ତୁ ଚୋରମାନେ ଘରେ ପଶି ଚୋରି କରିଥାନ୍ତି । ଘରେ ଚୋର ପଶିବା ଦେଖି ଲୋକେ ଭୟଭୀତ ହୋଇପଡ଼ନ୍ତି । କିନ୍ତୁ ଆପଣ କେବେ ଶୁଣିଛନ୍ତି କି, ଚୋରି କରିବାକୁ ଆସି ଚୋର ପ୍ରେମରେ ପଡ଼ିବା । ନିକଟରେ ଆମେରିକାରେ ଏକ ଚୋର ସହିତ ଏପରି ଘଟଣା ଘଟିଛି । ଯିଏ ଜଣେ…

ଦିଲ୍ଲୀର ହାଉଜଖାସ ଜଗନ୍ନାଥ ମନ୍ଦିରରେ ବାହୁଡା଼ ଯାତ୍ରା ସମ୍ପନ୍ନ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ହାଉଜଖାସସ୍ଥିତ ଜାତୀୟ ରାଜଧାନୀ କ୍ଷେତ୍ରର ପ୍ରମୁଖ ଜଗନ୍ନାଥ ମନ୍ଦିରଠାରେ ୪୫ତମ ପବିତ୍ର ବାହୁଡା଼ ଯାତ୍ରା ପର୍ବ ଆଧ୍ୟାତ୍ମିକ ଓ ଭକ୍ତିପୂତ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ବାହୁଡା ଉପଲକ୍ଷେ ବଢ଼ି ଭୋରରୁ ମୁଖ୍ୟ ମନ୍ଦିରର ବେସମେଣ୍ଟସ୍ଥିତ ଶ୍ରୀ ଗୁଣ୍ଡିଚା…

ବିଦ୍ୟୁତ୍‌ କ୍ଷେତ୍ରରେ ସଂସ୍କାର: ଓଡ଼ିଶାକୁ ୨୭୨୫ କୋଟି ଟଙ୍କାର ଆର୍ଥିକ ପ୍ରୋତ୍ସାହନ ଦେଲା କେନ୍ଦ୍ର

ଭୁବନେଶ୍ୱର: ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ପକ୍ଷରୁ ଅତିରିକ୍ତ ଋଣ ନେବା ପାଇଁ ଅନୁମତି ଆକାରରେ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରି ରାଜ୍ୟମାନଙ୍କ ଦ୍ୱାରା ବିଦ୍ୟୁତ କ୍ଷେତ୍ରରେ ସଂସ୍କାରକୁ ପ୍ରୋତ୍ସାହନ ଦିଆଯାଉଛି । ବିଦ୍ୟୁତ କ୍ଷେତ୍ରରେ ଦକ୍ଷତା ଓ କାର୍ଯ୍ୟ ପ୍ରଦର୍ଶନକୁ ବଢ଼ାଇବା ଲାଗି…

ସ୍ୱାମୀଙ୍କଠାରୁ ଅଲଗା ହେବେ କି ଅସିନ୍ : ନିଜର ପ୍ରତିକ୍ରିୟା ରଖିଲେ

ମୁମ୍ବାଇ: ଅଭିନେତ୍ରୀ ଅସିନ୍ ତାଙ୍କ ସ୍ୱାମୀ ରାହୁଲଙ୍କଠାରୁ ଅଲଗା ହେବାକୁ ଯାଉଛନ୍ତି । ଏହାକୁ ନେଇ ଏବେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଖୁବ୍ ଚର୍ଚ୍ଚା । ବିବାହ ପରେ ଅସିନ୍ ଅଭିନୟ ଦୁନିଆରୁ ନିଜକୁ ଦୂରେଇ ରଖିଥିଲେ ।  ଏନେଇ ସୋସିଆଲ ମିଡ଼ିଆରେ ନିଜେ ଅସିନ୍ ନିଜର ପ୍ରତିକିୟା ରଖିଛନ୍ତି ।  ସେ…