ପାକିସ୍ତାନ ଗୀର୍ଜା ଆକ୍ରମଣ: ୧୦୦ ଅଟକ; ଧାର୍ମିକ ଆକ୍ରୋଶଜନିତ ହିଂସାକାଣ୍ଡ କହିଲା ଆମେରିକା
ଇସ୍ଲାମାବାଦ: ଫୈସଲାବାଦ ଅନ୍ତର୍ଗତ ଜରାନ୍ୱାଲା ଜିଲ୍ଲାରେ ଏକାଧିକ ଗୀର୍ଜା ଓ ଗୀର୍ଜା ଚତୁଃପାର୍ଶ୍ବ ଅଞ୍ଚଳରେ ଥିବା କେତେକ କୋଠାବାଡ଼ି ଭଙ୍ଗାରୁଜା ଘଟଣାରେ ପାକିସ୍ତାନରେ ଦଙ୍ଗା ଓ ଗଣ୍ଡଗୋଳ ହୋଇଥିବା କଥା ‘ଜିଓ ନିଉଜ୍’ ରିପୋର୍ଟ କରିଛି। ଏହି ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗରେ…