Latest Odisha News

BREAKING NEWS

ଆମେରିକାରେ ଦୂତାବାସ ବିକ୍ରି କରିବ ପାକିସ୍ତାନ, ନିଲାମ ଡାକିଛନ୍ତି ଏହି ସବୁ ଦେଶର ବ୍ୟବସାୟୀ

ୱାଶିଂଟନ୍: ପାକିସ୍ତାନ ଆମେରିକାର ରାଜଧାନୀ ୱାଶିଂଟନ୍ ଡିସିରେ ଥିବା ଦୂତାବାସର ପୁରୁଣା ଭଙ୍ଗା କୋଠା ବିକ୍ରି କରୁଛି। ଏଭଳି ପରିସ୍ଥିତିରେ ଋଣ ଜନ୍ତାରେ ପୁଡି କାଙ୍ଗଳ ପରିସ୍ଥିତିରେ ଥିବା ପାକିସ୍ତାନକୁ ବଡ ଅଫର ମଧ୍ୟ ଆସିଛି। ଜଣେ ଭାରତୀୟ ଏବଂ ପାକିସ୍ତାନୀ ବ୍ୟକ୍ତି ଏହି କୋଠା କିଣିବା…

ଭାଷା ଭାଗବତ : ସବୁ ଜଣା ଥିଲେ ସୁଦ୍ଧା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଚିଂତା କରିବା ପାଇଁ କଷ୍ଟ ନ କଲେ କାମ ହୁଏ ନଷ୍ଟ ମନୁଷ୍ୟ ଚିଂତାକାରୀ ଜୀବ କିପାଇଁ ଚିଂତା ନ କରିବ ? ପୂର୍ବଲିଖିତ ପଦାବଳି ସ୍ମରଣ କରି, ଗଲେ ଚଳି ହୁଏନି ନୂଆ ଜ୍ଞାନୋଦୟ ଘଟେ ଭାଷାର ଅବକ୍ଷୟ ପରିବର୍ତିତ…

ଭୁବନେଶ୍ୱରରୁ ଦୁବାଇ, ସିଙ୍ଗାପୁର ଏବଂ ବ୍ୟାଙ୍କକକୁ ସିଧା ଉଡ଼ିବ ବିମାନ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ସିଧା ଦୁବାଇ, ସିଙ୍ଗାପୁର ଏବଂ ବ୍ୟାଙ୍କକକୁ ବିମାନ ଉଡ଼ିବ। ମଙ୍ଗଳବାର ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଏପରି ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ତିନି ସ୍ଥାନକୁ ବିମାନ ଉଡାଇବା ପାଇଁ ଇଣ୍ଡିଗୋ ବିମାନ କର୍ତ୍ତୃପକ୍ଷ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢା ବୁଲିବା ଅବସରରେ ଆମେ ପହଞ୍ଚିଯାଇଛେ। ଶ୍ରୀ ବେଢାକାଳୀଙ୍କ ପାଖରେ କେହି କେହି ମାଙ୍କୁ "ଭଦ୍ରକାଳୀ "ଅବା କେହି "ଗୁହ୍ୟକାଳୀ "ଭାବରେ…

କେଉଁ କାରଣ ପାଇଁ ଦିନିକିଆ ଓ ଟି-୨୦ ଖେଳାଳି ତାଲିକାରୁ ପନ୍ତ ବାଦ୍ ପଡ଼ିଲେ?

ମୁମ୍ବାଇ: ବିସିସିଆଇ ମଙ୍ଗଳବାର ବିଳମ୍ବିତ ରାତିରେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଏବଂ ଟି -୨୦ ସିରିଜ ପାଇଁ ଖେଳାଳି ତାଲିକା ଘୋଷଣା କରିଛି। ଦଳର ଶେଳାଳି ତାଲିକା ଘୋଷଣା ହେବା ପରେ ଗୋଟିଏ କଥା ଆଶ୍ଚର୍ଯ୍ୟଜନକ ଥିଲା। ଏହି ଦୁଇ ଫର୍ମାଟ ଖେଳରେ ଯୁବ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ଋଷଭ…

କୋଭିଡ୍ ଚିନ୍ତା: ମଙ୍ଗଳବାର ସାରା ଦେଶରେ ଥିବା ହସ୍ପିଟାଲରେ ହେଲା ମକଡ୍ରିଲ୍

ନୂଆଦିଲ୍ଲୀ: କରୋନାର ଦ୍ବିତୀୟ ଲହର ବେଳେ ହୋଇଥିବା ତ୍ରୁଟିକୁ ସୁଧାରିବାକୁ କେନ୍ଦ୍ର ସରକାର ସମ୍ଭାବ୍ୟ କରୋନା ଲହରକୁ ଦେଖି ସାରା ଦେଶରେ ଥିବା ହସ୍ପିଟାଲ ଗୁଡିକରେ କରୋନା ପାଇଁ ମକଡ୍ରିଲ କରାଇଛନ୍ତି କେନ୍ଦ୍ର ସରକାର। ମଙ୍ଗଳବାର ଦେଶର ବିଭିନ୍ନ ଡାକ୍ତରଖାନାରେ ମକ୍ ଡ୍ରିଲ୍ କରାଯାଇଛି।…

ଔଷଧର ମାନ ଠିକ ଅଛି କି ନାହିଁ ଔଷଧ ନିର୍ମାଣ ସଂସ୍ଥା ଉପରେ କେନ୍ଦ୍ର ଓ ରାଜ୍ୟର ନିରୀକ୍ଷଣ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ, ରସାୟନ ଓ ସାର ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରୀୟ ଔଷଧମାନ ନିୟନ୍ତ୍ରଣ ସଂଗଠନ (ସିଡିଏସସିଓ) ରାଜ୍ୟ ଔଷଧ ନିୟନ୍ତ୍ରଣ ପ୍ରଶାସନ ସହ କେତେକ ଚିହ୍ନିତ ଔଷଧ ନିର୍ମାଣକାରୀ ସଂସ୍ଥା ଉପରେ ମିଳିତ ତଦନ୍ତ ଜାରି ରଖିଛନ୍ତି। ଏସ୍‌ଓପି…

ପୋଲିସ ନଜରରେ ରହିବ ନୂଆ ବର୍ଷ ସେଲିବ୍ରେସନ, ସବୁଠି ମାରିବେ ପଇଁତରା

ଭୁବନେଶ୍ୱର: ପୋଲିସ ଆଖି ଆଗରେ ନୂଆବର୍ଷ ସେଲିବ୍ରେସନ ହେବ। କରୋନା ମହାମାରୀର ପରର ଦୁଇ ବର୍ଷ ପରେ ବିନା କଟକଣାରେ ଚଳିତ ଥର ନୂଆବର୍ଷ ପାଳନ ହେବାକୁ ଯାଉଛି। ତେଣୁ ସମସ୍ତ ଦିଗକୁ ନଜରରେ ରଖି ପୋଲିସ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ଏ ନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ସୂଚନା…

ସ୍ତ୍ର ଗୁଟଖା, ପାନ ଓ ମଦ୍ୟପାନ କରିବାରୁ ଛାଡପତ୍ର ପାଇଁ କୋର୍ଟରେ ଆବେଦନ

ରାୟପୁର: ଛାଡପତ୍ର ମାମଲାର ଶୁଣାଣି ବେଳେ ଛତିଶଗଡ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। କୋର୍ଟ କହିଛନ୍ତି ଯେ ଯଦି କୌଣସି ପତ୍ନୀ ପାନ ମସାଲା, ଗୁଟଖା ଏବଂ ପୁରୁଷଙ୍କ ପରି ମଦ୍ୟପାନ କରି ସ୍ୱାମୀଙ୍କୁ ହଇରାଣ କରନ୍ତି, ତେବେ ଏହା ନିଷ୍ଠୁରତା। ଜଷ୍ଟିସ ଗୌତମ ଭଦୁରୀ ଏବଂ…

ବିସିସିଆଇର ବଡ଼ ଘୋଷଣା, ହାର୍ଦ୍ଦିକ ପାଣ୍ଡ୍ୟା ଟି-20ର ଅଧିନାୟକ

ମୁମ୍ବାଇ: ମଙ୍ଗଳବାର ବିଳମ୍ବିତ ରାତିରେ ଆସନ୍ତା ମାସରେ ଖେଳାଯିବାକୁ ଥିବା ଶ୍ରୀଲଙ୍କା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଏବଂ ଟି -20 ସିରିଜ୍ ପାଇଁ ବିସିସିଆଇ ଖେଳାଳି ତାଲିକା ଘୋଷଣା କରିଛି। ଦିନିକିଆ ଦଳର ନେତୃତ୍ୱ ରୋହିତ ଶର୍ମାଙ୍କ ହାତରେ ଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ…