Latest Odisha News

ନାଚି ନାଚି ଯାଉଥିଲେ ବରଯାତ୍ରୀ ଦଳ; ଚଢିଗଲା ଟ୍ରକ

କେନ୍ଦୁଝର : କେନ୍ଦୁଝରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବରଯାତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ । ଘଟଣା ସ୍ଥଳରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । କେନ୍ଦୁଝର ଟାଉନ୍ ଥାନା ପୋଲିସ ଘଟଣା…

ଜିରା ଦାମ ବଢିବା ପରେ ଚାଷୀ ମାଲାମାଲ

ନୂଆଦିଲ୍ଲୀ: ଗତ ତିନି ମାସ ମଧ୍ୟରେ ଜିରା ଦର ବୃଦ୍ଧି ପାଇବା ଯୋଗୁଁ ସାଧାରଣ ଲୋକେ ଚିନ୍ତିତ ଅଛନ୍ତି। ଜିରା ଚାଷ କରୁଥିବା ଚାଷୀଙ୍କ ପାଇଁ ଜିରା ଏବେ ସୁନା ବୋଲି ପ୍ରମାଣ କରୁଛି। ବଜାରରେ ସୁନା ପ୍ରତି ଗ୍ରାମରେ ୬୦ ହଜାର ଟଙ୍କା। ଜିରାର ମୂଲ୍ୟ ପ୍ରାୟ ୭୦ ହଜାର ଟଙ୍କା ଏକ କ୍ୱିଣ୍ଟାଲ। ତେବେ…

ଭାରତର ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଦେଶର ଅନେକ ରାଜ୍ୟରେ ଲଗାତାର ବର୍ଷା ଜାରି ରହିଛି। ଏହା ସତ୍ତ୍ୱେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ କେତେକ ରାଜ୍ୟ ଯଥା ରାଜସ୍ଥାନ, ଉତ୍ତରପ୍ରଦେଶ, ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ, ଗୋଆ, ଗୁଜୁରାଟ, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ ପ୍ରବଳରୁ ଅତି…

ଜାତିବାଚକ ବିଶେଷ୍ୟ

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ ଯେଉଁପଦ କୌଣସି ନିର୍ଦ୍ଦିଷ୍ଟ ନାମ ବା ସଂଜ୍ଞା ପ୍ରକାଶ ନ କରି ଗୋଟିଏ ଗୋଷ୍ଠୀ, ଦଳ, ଶ୍ରେଣୀ, ଜାତି ବା ବିଭାଗକୁ ବୁଝାଇଥାଏ ତାହା ଜାତିବାଚକ ବିଶେଷ୍ୟ । ଆମେ ମଣିଷ କହିଲେ ମଣିଷ ଜାତିକୁ ଯେମିତି ବୁଝୁ ସେମିତି ଦେଶ, ପାହାଡ଼, ପଶୁ, ପକ୍ଷୀ, ଫୁଲ,…

ଏବେ ଚଳଚ୍ଚିତ୍ରରେ ଅଭିନୟ କରିବେ ଆତ୍ମସମର୍ପଣ କରିଥିବା ମାଓବାଦୀ

ମୁମ୍ବାଇ: ମହାରାଷ୍ଟ୍ରର ଗଡ଼ଚିରୋଲି ଜିଲ୍ଲା ହେଉଛି ନକ୍ସଲ ପ୍ରଭାବିତ ଅଞ୍ଚଳ। ପୋଲିସ ଏବଂ ସରକାର ଏଠାରେ ଥିବା ମାଓବାଦୀଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବାକୁ ଚେଷ୍ଟା ଜାରି ରଖିଛନ୍ତି। ସେମାନଙ୍କ ପାଇଁ ବସ୍ତି ବସେଇବାଠାରୁ ଆରମ୍ଭ କରି ନିଯୁକ୍ତି ଯୋଗାଇବା କାମ କରୁଛି ସରକାର। ଏହି କ୍ରମରେ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୫୯)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ରୋହାନ୍ ଭାବି ହେଉଥିବା ବେଳେ ବୀରା ବାଷ୍ପରୁଦ୍ଧ କଣ୍ଠରେ କହିଲା, “ପାପା ଓ ମାମା, ସମୀରା ଦି’ ବିଷୟରେ ପଚାରିଲେ ମୁଁ କ'ଣ କହିବି?” ରୋହାନ୍ ଆଉ ସିଡ଼୍‌କୁ ନୁହେଁ, ବୀରା ଯେମିତି ନିଜକୁ ନିଜେ ହିଁ କହୁଥିଲା ।…

ବାହୁଡ଼ା ପହଣ୍ଡି ଆରମ୍ଭ, ଶରଧାବାଲିରେ ଲାଗିଛି ଭକ୍ତଙ୍କ ଗହଳି

ପୁରୀ: ଜନ୍ମବେଦୀରେ ଲୀଳାଖେଳା ସାରି ଶ୍ରୀମନ୍ଦିର ବାହୁଡ଼ିବେ ଚତୁର୍ଦ୍ଧାମୂର୍ତ୍ତି । ଆଜି ବାହୁଡ଼ା ଯାତ୍ରା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ନୀତିକାନ୍ତି ସଅଳ ଚାଲିଛି । ନିର୍ଦ୍ଧାରିତ ସମୟର ୪ ଘଣ୍ଟା ପୂର୍ବରୁ ପହଣ୍ଡି ଆରମ୍ଭ ହୋଇଥିବା ବେଳେ ଦର୍ପଦଳନ ରଥରେ ବିରାଜିତ ହୋଇଛନ୍ତି…

କବିତା : ବାହୁଡ଼ିବେ ଆମ କଳା ଠାକୁର

ବିବାସିନୀ ପଟ୍ଟନାୟକ ମାଲିକ ବିନା ଯେ ସେବକ ସୁଆର ନିସ୍ପନ୍ଦ ହୋଇ ରହିଲେ, ମଙ୍ଗଳ ଆଳତୀ ଗହଳ ଚହଳ ଧ୍ୱନି ବି ନଶୁଭେ ମନ୍ଦିରେ। ଏବେ ତ ସମସ୍ତେ ତତ୍ପର ହେଲେଣି ମନ୍ଦିରର ଚତୁର୍ଦ୍ଦିଗ, ଗମ୍ଭୀରା ଭିତର ରତ୍ନ ସିଂହାସନ ସବୁ ହେଲେଣି ସଜାଗ। ରହଣି ସରିଲା ନବଦିନଯାତ୍ରା ଛାଡି…

ୟୁସିସିକୁ ନେଇ ଡ୍ରାଫ୍ଟ ପ୍ରସ୍ତୁତ କରିବ ଅଲ୍ ଇଣ୍ଡିଆ ମୁସଲିମ ପର୍ସନଲ ଲ’ ବୋର୍ଡ

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ୟୁନିଫର୍ମ ସିଭିଲ କୋଡ (ୟୁସିସି) କୁ ନେଇ ବିତର୍କ ତୀବ୍ର ହୋଇଛି। ସମସ୍ତ ବିଜେପି ନେତାଙ୍କ ପରେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ୟୁନିଫର୍ମ ସିଭିଲ କୋଡକୁ ସମର୍ଥନ କରିଛନ୍ତି। ଏହି ସମୟରେ ଅଲ ଇଣ୍ଡିଆ ମୁସଲିମ ପର୍ସନଲ ଲ’…

ଆମେରିକା ପରେ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି ଭାରତର ରୋଡ୍ ନେଟୱର୍କ: ନିତିନ ଗଡକରୀ

ନୂଆଦିଲ୍ଲୀ: ଗତ ୯ ବର୍ଷ ମଧ୍ୟରେ ଭାରତର ସଡ଼କ ନେଟୱର୍କ ୫୯% ବୃଦ୍ଧି ପାଇଛି। ଆମେରିକା ପରେ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି ଭାରତର ରୋଡ୍ ନେଟୱର୍କ। ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କେନ୍ଦ୍ର ସଡ଼କ, ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି।…