ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ଟାଟା ପାଓ୍ବାର କାର୍ଯ୍ୟାଳୟକୁ ଅଣ୍ଡାମାଡ କଲା କଂଗ୍ରେସ
ଭୁବନେଶ୍ୱର: ବିଦ୍ୟୁତ ବିତରଣ କମ୍ପାନୀ ଟାଟା ପାଓ୍ବାର ବିରୋଧରେ କଂଗ୍ରେସ ମଙ୍ଗଳବାର ସାରା ଓଡିଶାରେ ଆନ୍ଦୋଳନ ଆରମ୍ଭ କରିଛି। ବାରମ୍ବାର ବିଜୁଳି କାଟ, ବିଲକୁ ନେଇ ବିଭ୍ରାଟ, ବିଜୁଳି ବଣ୍ଟନରେ ଅନିୟମିତତା ଆଦି ଅଭିଯୋଗ ଆଣିଛି ଦଳ।
ନୟାଗଡ଼, କେନ୍ଦ୍ରାପଡ଼ା, ମାଲକାନଗିରିରେ ଥିବା ଟାଟା…