ଦଳବଳ ନେଇ ପଟୁଆରରେ ମହାରାଷ୍ଟ୍ର ପଳେଇଲେ କେସିଆର !
ଭୁବନେଶ୍ୱର: ତେଲେଙ୍ଗାନାର ଭାରତ ରାଷ୍ଟ୍ର ସମିତିର ବହୁ ପ୍ରଭାବୀ ନେତା କଂଗ୍ରେସରେ ସାମିଲ ହୋଇଛନ୍ତି। ଆଗକୁ ଥିବା ବିଧାନସଭା ନିର୍ବାଚନରେ ତେଲେଙ୍ଗାନାରେ କେସିଆରଙ୍କ ବିଆରଏସକୁ କଡା ଟକ୍କର ଦେବା ପାଇଁ କଂଗ୍ରେସ ଓ ବିଜେପି ସଜବାଜ ହେଉଛନ୍ତି।
ଏପରିକି କଂଗ୍ରେସ ମହାସଚିବ ପ୍ରିୟଙ୍କା…