Latest Odisha News

BREAKING NEWS

ବିଭିନ୍ନ ଦାବିନେଇ ଆନ୍ଦୋଳନକୁ ଓହ୍ଲାଇଲେ ନେସ୍କୋ କର୍ମଚାରୀ

ଯାଜପୁର: ବିଦ୍ୟୁତ୍ ସରବରାହ ସଂସ୍ଥା ନେସ୍କୋ ଯାଜପୁର ରୋଡ ଡିଭିଜନ୍ ଅଧିନରେ କାର୍ଯ୍ୟରତ ବିଦ୍ୟୁତ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ବିଭିନ୍ନ ସମସ୍ୟା ନେଇ ୭ ଦଫା ଦାବିରେ ଗତ ୨୧ ତାରିଖରୁ ନେସ୍କୋ କାର୍ଯ୍ୟାଳୟ ସମ୍ମୁଖରେ କର୍ମଚାରୀମାନେ ଗଣ ଧାରଣାରେ ବସିଥିବା ଜଣାପଡିଛ ।…

ସୁପ୍ରିମକୋର୍ଟର ଆଗାମୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ୍ ବୋବଡେ

ନୂଆଦିଲ୍ଲୀ: ଦେଶର ନୂତନ ପ୍ରଧାନ ବିଚାରପତି ଭାବେ ଖୁବଶୀଘ୍ର ଶପଥ ଗ୍ରହଣ କରିବେ ଜଷ୍ଟିସ୍ ଶରଦ ଅରବିନ୍ଦ ବୋବଡେ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ନିଯୁକ୍ତିଙ୍କୁ ମଙ୍ଗଳ ବାର ଦିନ ମଞ୍ଜୁରୀ ପ୍ରଦାନ କରିଥିବା ବେଳେ ଆସନ୍ତା ନଭେମ୍ବର ୧୮ ତାରିଖରେ ସେ ଶପଥ ଗ୍ରହଣ କରିବେ ବୋଲି…

ମହାବାତ୍ୟା ସ୍ମୃତି

ମୁଁ ଗାଁକୁ ଯାଇଥାଏ ଦୂର୍ଗାପୂଜାରେ । ୧୯୯୯ ମସିହା।ରେଡ଼ିଓରେ ଖବର ଆସିଲା ବ୍ରହ୍ମପୁର ଓ ଆନ୍ଧ୍ର ଆଡ଼କୁ ଖୁବ ଜୋରରେ ବାତ୍ୟା ଆସୁଛି । ଆମ ଗାଁରେ ଭୀଷଣ ବର୍ଷା ହେଲା। ନବମୀ ଭୋଜି ବି ଠିକ ଭାବେ ହୋଇ ପାରିଲାନି । ପଚରା କାଦୁଅ ଭିତରେ ଭସାଣୀ ସରିଲା। ଦଶରା ଭାସିଗଲା। କେଇ ଦିନ ପରେ ମୁଁ…

ଛଟ୍ ପୂଜା ଲାଗି ପାଟଣା, ହଟିୟା ଓ ଭାଗଲପୁରକୁ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର: ପୂର୍ବତଟ ରେଳପଥ ପକ୍ଷରୁ ବିହାରରେ ଛଟ୍ ପୂଜାକୁ ଲକ୍ଷ୍ୟ ରଖି ରେଳଯାତ୍ରୀମାନଙ୍କ ସୁବିଧାନ ପାଇଁ ସ୍ୱତନ୍ତ୍ର ଟ୍ରେନ ବ୍ୟବସ୍ଥା କରାଯାଇଛି । ଏହି ସ୍ୱତନ୍ତ୍ର ଟ୍ରେନ ଗୁଡ଼ିକ ପୁରୀରୁ ପାଟଣା, ହଟିୟା ଏବଂ ଭାଗଲପୁରକୁ ଚଳାଚଳ କରିବ । ପୁରୀରୁ ସ୍ୱତନ୍ତ୍ର ଟ୍ରେନ ୩୦.୧୦.୨୦୧୯…

‘ରୋମ୍ ଫିଲ୍ମ ଫେଷ୍ଟ’ରେ ପ୍ରଦର୍ଶିତ ହେଲା ନୀଳମାଧବ ପଣ୍ଡାଙ୍କ ‘ମେଘାଜ୍‌ ଡିଭୋର୍ସ’

ଭୁବନେଶ୍ବର: ଅନ୍ତରାଷ୍ଟ୍ରୀୟ ସ୍ତରରେ ପ୍ରଶଂସିତ ଚଳଚ୍ଚିତ୍ର ନିର୍ମାତା ଓଡ଼ିଆ ପୁଅ ନୀଳମାଧବ ପଣ୍ଡାଙ୍କ ନିର୍ମିତ ଚଳଚ୍ଚିତ୍ର ‘ମେଘାଜ୍‌ ଡିଭୋର୍ସ’ ରୋମ୍‌ର ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହୋଇଛି। ଏହି ଚଳଚ୍ଚିତ୍ରଟି ଦିଲ୍ଲୀର ଅତ୍ୟଧିକ ବାୟୁ ପ୍ରଦୂଷଣର ପୃଷ୍ଟଭୂମୀ…

ଓଡ଼ିଶାରେ ମାଟି ଅତଡ଼ା ଧସିବା ସ୍ଥାନ ନିରୁପଣ କରିବ ଆଇଆଇଟି-ମୁମ୍ବାଇ

ଭୁବନେଶ୍ୱର: ଓଡ଼ିଶାର ଯେଉଁସବୁ ସ୍ଥାନ ଗୁଡ଼ିକରେ ମାଟି ଅତଡ଼ା ଧସିବାର ସମ୍ଭାବନା ରହିଛି ସେ ସ୍ଥାନଗୁଡ଼ିକର ସଠିକ୍ ସ୍ଥାନ ନିରୁପଣ କରିବା ନେଇ ରାଜ୍ୟ ସରକାର ମୁମ୍ବାଇ ଆଇଆଇଟି କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତିି । ଏସମ୍ପର୍କରେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ତଥା ଦୁର୍ବିପାକ…

ମହାବାତ୍ୟାକୁ ପୁରିଲା ୨୦ ବର୍ଷ…

ଭୁବନେଶ୍ୱର: ସାଇଁ-ସାଇଁ ପବନର ଗର୍ଜନ । ଘନ-ଘନ ବିଜୁଳି ସାଙ୍ଗକୁ ବର୍ଷା । କଳା ଚକମକ୍ ରାତିର ପ୍ରକୃତିର ଏହି କରାଳ ରୂପ ଦେଖିଥିଲା ଓଡ଼ିଶା । ଅକ୍ଟୋବର ୨୯ ତାରିଖ ୧୯୯୯ ମସିହା । ଓଡ଼ିଶାକୁ ଗ୍ରାସ କରିଥିଲା ମହାବାତ୍ୟା । ଏହାର ରୂପ ଥିଲା ଅତ୍ୟନ୍ତ ଭୟଙ୍କର । ଏହାର କରାଳ କାୟାରେ…

ଶ୍ରୀଜଗନ୍ନାଥ ମନ୍ଦିର ସ୍ୱର୍ଣ୍ଣାଳଙ୍କାର ଗଣନା ଲାଗି ଦାବି କଲା ବିଜେପି

ଭୁବନେଶ୍ୱର: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାରରେ ଶ୍ରୀଜୀଉମାନଙ୍କ ଲାଗି ଗଚ୍ଛିତ ଥିବା ସ୍ୱର୍ଣ୍ଣାଳଙ୍କାର ଗଣନା ଲାଗି ମଙ୍ଗଳବାର ଦିନ ଓଡ଼ିଶା ସରକାରଙ୍କୁ ଦାବି କରିଛି ବିଜେପି । ଏନେଇ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ପତ୍ର ମାଧ୍ୟମରେ ବରିଷ୍ଠ ବିଜେପି ନେତା ତଥା…

ମୃତ୍ୟୁର ଦ୍ୱାରଦେଶରେ ସୂଚନା ଅଧିକାର

ମୃତ୍ୟୁର ଦ୍ୱାରଦେଶରେ ସୂଚନା ଅଧିକାର ବିଚିତ୍ର ବିଶ୍ୱାଳ ଆଜିଠୁ ଚଉଦ ବର୍ଷ ତଳେ ସୂଚନା ଅଧିକାର ଆଇନ୍ ଯେତେବେଳେ ପ୍ରଣୟନ ହେଲା, ସେତେବେଳେ ଏହାକୁ ଏକ ଯୁଗାନ୍ତକାରୀ ଆଇନ୍ ବୋଲି କୁହାଯାଉଥିଲା । କାରଣ ସରକାରୀବାବୁମାନେ ଯେତେବେଳେ ଲୋକଙ୍କ ପାଇଁ ଆସୁଥିବା କାମ ସମ୍ବନ୍ଧୀୟ ସୂଚନାକୁ ଗୋପନୀୟ…

ଉଚ୍ଛେଦ ହେଲା ପୁରୀର ଅସୁରକ୍ଷିତ ମାର୍କେଟ କମ୍ପ୍ଲେକ୍ସ

ପୁରୀ : ପୁରୀ ମ୍ୟୁନିସପାଲିଟି ଅଧିକାରୀ ମାନେ ମଙ୍ଗଳବାର ଦିନ ମୋଚି ସହି ସ୍ଥିତ ମହୋଦଧି ମାର୍କେଟ କମ୍ପ୍ଲେକ୍ସର ଉଚ୍ଛେଦ ପକ୍ରିୟା ଆରମ୍ଭ କରିଛନ୍ତି । ପାଖାପାଖି ୫୮ଟି ଦୋକାନ ଓ ଯୁଗ୍ମ ବୈଷୟିକ କମିଟିକୁ ସ୍ଥାନୀୟ ମାଜିଷ୍ଟ୍ରେଟ ଓ ଏକ ପ୍ଲାଟୁନ ପୋଲିସ ଫୋର୍ସର ଉପସ୍ଥିତିରେ ଏହି ଉଚ୍ଛେଦ…