Latest Odisha News

BREAKING NEWS

ସିଆଚେନ ଗ୍ଲେସିୟରରେ ହିମସ୍ଖଳନ; ୩ ଯବାନ ନିହତ, ବହୁ ନିଖୋଜ

ନୂଆଦିଲ୍ଲୀ: ଆଜି ଲଦାଖର ସିଆଚେନ ଗ୍ଲେସିୟରରେ ପ୍ରବଳ ତୁଷାରପାତ (ହିମସ୍ଖଳନ) ହୋଇ ତିନି ଜଣ ଭାରତୀୟ ସେନା ପ୍ରାଣ ହରାଇଛନ୍ତି। ହଠାତ୍ ତୁଷାରପାତ ଯୋଗୁଁ ସିଆଚେନର ଉଚ୍ଚରେ ଥିବା ବେସ କ୍ୟାମ୍ପରେ ସୈନିକମାନେ ବରଫ ଏବଂ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ। ଉଦ୍ଧାର କାର୍ଯ୍ୟ ପରେ ତିନି…

ଓଏଏସ ଅଧିକାରୀଙ୍କୁ ବଦଳି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟ ସରକାର ମଙ୍ଗଳବାର ଦିନ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ଅଧିକାରୀଙ୍କୁ ବଦଳି କରି ନୂତନ ନିଯୁକ୍ତି ଦେଇଛନ୍ତି। ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ, ଚାରି ଜଣ ଓଏଏସ ଅଧିକାରୀଙ୍କୁ ବଦଳି ଏବଂ ନୂତନ ପଦବୀ ଦିଆଯାଇଛି।…

‘ସୋସିଆଲ ମିଡିଆ ଭାଙ୍ଗୁଛି ପରିବାର, ମୋବାଇଲ ଠାରୁ କିଛି ସମୟ ବିରତି ନିଅନ୍ତୁ ମହିଳା’

ଭୁବନେଶ୍ଵର: ଆଜି ଲୋକସେବା ଭବନ କନଭେନସନ ହଲରେ ଯୌତୁକ ଏବଂ ଘରୋଇ ହିଂସାରୁ ମହିଳାଙ୍କୁ ସୁରକ୍ଷା ଦେବା ନେଇ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ଘରୋଇ ହିଂସାରୁ ମହିଳା ମାନଙ୍କୁ ସୁରକ୍ଷା ଅଧିନିୟମ-୨୦୦୫ ଏବଂ ଯୌତୁକ ନିଷେଧ ଅଧିନିୟମ-୧୯୬୧ ବିଷୟରେ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିରରେ ଉଦବେଗ…

ସଞ୍ଜୁ ସାମସନ ଖେଳିବା ନେଇ ଏହା କହିଲେ ସୂର୍ଯ୍ୟକୁମାର

ଦୁବାଇ: ସେପ୍ଟମ୍ବର ୧୦ରେ ୟୁଏଇ ବିପକ୍ଷରେ ଭାରତ ତାର ଅଭିଯାନ ଆରମ୍ଭ କରିବ । ଟିମ ଇଣ୍ଡିଆର ଚୂଡାନ୍ତ ଏକାଦଶ କିପରି ହେବ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନି । ମଙ୍ଗଳବାର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ସଞ୍ଜୁ ସାମସନ ଖେଳିବା ସମ୍ପର୍କରେ ପଚରାଯିବାରୁ ସେ ମଜାକିଆ ଢ଼ଙ୍ଗରେ ଉତର…

୩୧ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ; ୨୦୨୫ର ଚତୁର୍ଥ ସନ୍ଧ୍ୟାରେ ସ୍ଥାନିତ ହୋଇଛି ରଙ୍ଗମଂଚର କାର୍ଯ୍ୟକ୍ରମ

ଭୁବନେଶ୍ୱର: ସୃଜନ - ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟବାସ ଦ୍ୱାରା ଆୟୋଜିତ ୩୦ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ ଆଜି ଥିଲା ଚତୁର୍ଥ ସନ୍ଧ୍ୟା। ଏହି ଚତୁର୍ଥ ସନ୍ଧ୍ୟାରେ ମାନବ ଭାବନା ଏବଂ ମନସ୍ତାତ୍ୱିକ ଜଟିଳତାର ଗଭୀରତାକୁ ଅନୁସନ୍ଧାନ କରି ଏକ ସ୍ୱତନ୍ତ୍ର ନାଟ୍ୟ…

ପ୍ରାୟ ୩୦ ଘଣ୍ଟା ପରେ ପୁରୀରୁ ଅପହୃତ ନାବାଳକ ଉଦ୍ଧାର

ପୁରୀ: ସୋନପୁର ଜିଲ୍ଲାରୁ ଅପହରଣର ଦୁଇ ଦିନ ପରେ ନାବାଳକକୁ ମଙ୍ଗଳବାର ଦିନ ପୋଲିସ ପୁରୀରୁ ଉଦ୍ଧାର କରିଛି। ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟାରେ ସୋନପୁରର ପାଟଭାଡି ଅଞ୍ଚଳରେ ଘର ବାହାରେ ଖେଳୁଥିବା ସମୟରେ ନାବାଳକକୁ ଅପହରଣ କରାଯାଇଥିଲା। ସୋମବାର ସକାଳ ୧୧ଟା ସୁଦ୍ଧା ୨୦ ଲକ୍ଷ…

Kajal Aggarwal: ସଡ଼କ ଦୁର୍ଘଟଣାରେ କାଜଲ ଅଗ୍ରୱାଲଙ୍କ ମୃତ୍ୟୁ ?, ସାମ୍ନାକୁ ଆସିଲା ସତ…..

ମୁମ୍ବାଇ: ଭାରତୀୟ ସିନେମାର ଅନନ୍ୟ ଅଭିନେତ୍ରୀ କାଜଲ ଅଗ୍ରୱାଲଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ଫ୍ୟାନ୍ସଙ୍କୁ ସ୍ତବ୍ଧ କରିଦେଇଥିଲା । ତାଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିବା ପରେ ଏବେ ନିଜେ ଅଭିନେତ୍ରୀ ଆଗକୁ ଆସି ସବୁ ଏହା ଗୁଜବ ବୋଲି ପ୍ରକାଶ…

Operation Sindoor: ‘ଅପରେସନ ସିନ୍ଦୂର’ର ସଫଳତା ପଛରେ ଥିଲା ୪୦୦ ବୈଜ୍ଞାନିକଙ୍କର ବଡ଼ ଭୂମିକା, କିପରି…

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ପହଲଗାମରେ ଆତଙ୍କୀ ହାମଲା ସାରା ଦେଶକୁ ଦୋହଲାଇ ଦେଇଥିଲା। ଆତଙ୍କବାଦୀମାନେ ଚଳିତ ବର୍ଷା ୨୨ ଏପ୍ରିଲରେ ପହଲଗାମରେ ଆକ୍ରମଣ କରିଥିଲେ। ଏହି ସମୟରେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରାଯାଇଥିଲା, ଯେଉଁଥିରେ ୨୬ ଜଣ ପ୍ରାଣ ହରାଇଥିଲେ। ଏହି ଆକ୍ରମଣରେ ସମଗ୍ର ଦେଶ କ୍ରୋଧିତ…

Nepal GenZs Protests: କାହିଁକି ଜଳୁଛି ନେପାଳ?

ନୂଆଦିଲ୍ଲୀ: ନେପାଳ ଯୁବକଙ୍କ କ୍ରୋଧରେ ଜଳୁଛି ନେପାଳ । ନେପାଳରେ ସରକାରଙ୍କ ନୀତି ବିରୋଧରେ ରାସ୍ତାକୁ ଓହ୍ଲାଇଥିବା ଯୁବକମାନେ ଶାନ୍ତ ହେଉନାହାଁନ୍ତି । ଅଧିକରୁ ଅଧିକ ହିଂସାତ୍ମକ ହେବାରେ ଲାଗିଛନ୍ତି । ପ୍ରତିବାଦକାରୀ ଯୁବକମାନେ ନେପାଳ ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ବାସଭବନରୁ ନେଇ…

Subhadra Yojana: ବାଦ ପଡ଼ିଥିବା ହିତାଧିକାରୀଙ୍କୁ ଯୋଡ଼ିବା ନେଇ କାଲି ବୈଠକରେ ହେବ ନିଷ୍ପତ୍ତି

ଭୁବନେଶ୍ଵର: ସୁଭଦ୍ରାକୁ ନେଇ ବଡ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏହି ଯୋଜନାରୁ ବାଦ ପଡିଥିବା ହିତାଧିକାରୀ ସାମିଲ ହେବେ । ଆସନ୍ତାକାଲି ସୁଭଦ୍ରା ସମୀକ୍ଷା ବୈଠକ ଅନୁଷ୍ଠିତ ହେବ ବାଦ ପଡ଼ିଥିବା ହିତାଧିକାରୀଙ୍କୁ ସାମିଲ ହେବା ନେଇ ବୈଠକରେ ଆଲୋଚନା ହେବ । ଉପ…