Latest Odisha News

BREAKING NEWS

ହିନ୍ଦୁ ସାଙ୍ଗକୁ ବକ୍ରୀଦରେ ଡାକି ହତ୍ୟା କଲା…

ଗାଜିଆବାଦ: ଗାଜିଆବାଦର ଖୋଡା ଥାନା ଅଞ୍ଚଳରେ ବକ୍ରୀଦରେ ଜଣେ ଯୁବକଙ୍କୁ ହତ୍ୟା ଘଟଣାରେ ଶନିବାର ବିଳମ୍ବିତ ରାତିରେ ଅଭିଯୁକ୍ତକୁ ଏନକାଉଣ୍ଟର କରାଯାଇଛି।ଯେତେବେଳେ କି ତାଙ୍କ ସହଯୋଗୀମାନେ ଖସି ପଳାଇବାରେ ସଫଳ ହୋଇଥିଲେ। ଏସିପି ଇନ୍ଦିରାପୁରମ ଅଭିଷେକ ଶ୍ରୀବାସ୍ତବ କହିଛନ୍ତି ଯେ ଖୋଡା…

ପୋଲିସ ଘରେ ଚୋରି …ତାଲା କାଟି ଲୁଟିନେଲେ ୪୫ ଲକ୍ଷ ଟଙ୍କାର ସୁନା ଗହଣା

ସୁନ୍ଦରଗଡ: ଜେଲ୍ ହାବିଲଦାରଙ୍କ ଘରେ ଚୋର ପଶି କଳାକନା ବୁଲାଇଲେ। ତାଲା କାଟି ଲୁଟି ନେଲେ ୪୫ ଲକ୍ଷ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା। ଶନିବାର ରାତିରେ ସୁନ୍ଦରଗଡ଼ ସଦର ଥାନା କିରେଇରେ ରହୁଥିବା ଝାରସୁଗୁଡ଼ା ଜେଲ୍ ହାବିଲଦାର ବୀରେନ୍ଦ୍ର ଲରିଆଙ୍କ ଘରେ ଚୋରି ହୋଇଛି ।…

ରାଜ୍ୟପାଳଙ୍କ ପ୍ରଥମ ମହିଳା ଏଡିସି ଭାବେ ଆଇପିଏସ୍ ଅଫିସର ଅନନ୍ୟା ଅୱସ୍ତି ନିଯୁକ୍ତ

ଭୁବନେଶ୍ୱର: ଓଡିଶାର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଆଇପିଏସ୍ ଅଧିକାରୀ ଅନନ୍ୟା ଅୱସ୍ତିଙ୍କୁ ରାଜ୍ୟପାଳଙ୍କ ଏଡିସି (ପୋଲିସ) ଭାବେ ନିଯୁକ୍ତି ଦେଇଛନ୍ତି I ସୂଚନା ଯୋଗ୍ୟ ଯେ ଅନନ୍ୟା ଅୱସ୍ତି ଓଡିଶା ରାଜ୍ୟପାଳଙ୍କ ସମ୍ମାନଜନକ ଏଡିସି ପଦବୀରେ ନିଯୁକ୍ତ ହେବାରେ ପ୍ରଥମ ମହିଳା ଆଇପିଏସ୍…

ସୁଲଭ ମୂଲ୍ୟରେ ଘର କିଣିବାକୁ ଚାହୁଁଛନ୍ତି କି? ସବୁ ଜିଲ୍ଲା ପାଇଁ ବଡ଼ ଯୋଜନା କରୁଛନ୍ତି ସରକାର

ଭୁବନେଶ୍ୱର: ଯଦି ଆପଣ ରାଜ୍ୟ ଭିତରେ କମ୍ ଖର୍ଚ୍ଚରେ ଏକ ଭଲ ଘର କିଣିବାକୁ ସ୍ୱପ୍ନ ଦେଖୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ବଡ଼ ଖୁସି ଖବର ରହିଛି। ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ବୋର୍ଡ ବା ଓଏସଏଚବି ଏବେ ସୁଲଭ ଆବାସ ଯୋଜନାକୁ ବ୍ୟାପକ କରିବାକୁ ଯାଉଛି। କେବଳ ରାଜଧାନୀ ନୁହେଁ ବରଂ ରାଜ୍ୟର ସମସ୍ତ…

ଆଇପିଏଲକୁ ନେଇ ସଚିନ ତେନ୍ଦୁଲକରଙ୍କ ପ୍ରସ୍ତାବ ଗ୍ରହଣ କରିବ କି ବିସିସିଆଇ

ନୂଆଦିଲ୍ଲୀ: ଆଇପିଏଲରେ ରୋମାଂଚ କମିବାରେ ଲାଗିଛି । ଛୋଟ ଗ୍ରାଉଣ୍ଡ ଓ ବ୍ୟାଟ୍ସମ୍ୟାନଙ୍କୁ ସୁହାଉଥିବା ପିଚ ଯୋଗୁ ବୋଲରଙ୍କ ପ୍ରଭାବ କମିବାରେ ଲାଗିଛି । ବ୍ୟାଟ ଏବଂ ବଲରେ ସୁସ୍ଥ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ନ ମିଳିବା ପ୍ରଶଂସକଙ୍କୁ ନିରାଶ କରୁଛି । ଇତି ମଧ୍ୟରେ ମାଷ୍ଟର ବ୍ଲାଷ୍ଟର ସଚିନ…

ଏସବୁ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ରବିବାର ସନ୍ଧ୍ୟା ୭.୩୦ ପର୍ଯ୍ୟନ୍ତ ଓଡ଼ିଶାର ୫ ଜିଲ୍ଲା ପାଇଁ ଏକ ସତର୍କ ସୂଚନା ଜାରି କରିଛି। ଆଗାମୀ ୩ ଘଣ୍ଟା ମଧ୍ୟରେ ବାଲେଶ୍ୱର, ମୟୂରଭଞ୍ଜ, କଟକ, ଯାଜପୁର, କେନ୍ଦ୍ରାପଡ଼ାର କିଛି ସ୍ଥାନରେ ମଧ୍ୟମ ଧରଣର ଝଡ଼ବର୍ଷା ସହ ବଜ୍ରପାତ ଏବଂ…

ମହାନଦୀକୁ ଡେଇଁଲେ ମହିଳା, ୧୫ ଦିନ ପୂର୍ବେ ବିବାହ…

ସୋନପୁର: ରବିବାର ସକାଳେ ଜଣେ ନବବିବାହିତା ମହିଳା ସୋନପୁର-ସମ୍ବଲପୁର ରାସ୍ତାରେ ମହାନଦୀ ସେତୁରୁ ଡେଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ସୂଚନା ଅନୁଯାୟୀ, ସୋନପୁର ଥାନା ଅନ୍ତର୍ଗତ କଇଁଫୁଲ ଗ୍ରାମର ଜଣେ ମହିଳା ତାଙ୍କ…

ମୋହନ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଉତ୍ସବ: ପ୍ରଧାନମନ୍ତ୍ରୀ ମାଗିଲେ ଦୁଇ ବର୍ଷର ରିପୋର୍ଟ କାର୍ଡ

ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାରର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଏକ ବଡ଼ ଧରଣର କାର୍ଯ୍ୟକ୍ରମ ଆୟୋଜନ ହେବାକୁ ଯାଉଛି। ଏହି ଉତ୍ସବରେ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁବଶୀଘ୍ର ଓଡ଼ିଶା ଗସ୍ତରେ ଆସିବାର ଦୃଢ଼ ସମ୍ଭାବନା ରହିଛି। ନିକଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ପକ୍ଷାଘାତ ବ୍ୟକ୍ତିଙ୍କୁ ଗୁଡ଼ାଇ ଧରିଲା ସାପ

ଭୁବନେଶ୍ୱର: ବୌଦ୍ଧରେ ଜଣେ ପକ୍ଷାଘାତ ବ୍ୟକ୍ତିଙ୍କୁ ଦୀର୍ଘ ସମୟ ଗୁଡ଼ାଇ ଧରିଲା ବିଷଧର ସାପ। ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ଅନ୍ତର୍ଗତ ଆଡେନିଗଡ଼ ଗାଁରେ ପକ୍ଷାଘାତର ଶିକାର ଜଣେ ବୃଦ୍ଧଙ୍କୁ ଦୀର୍ଘ ସମୟ ଗୁଡ଼ାଇ ଧରିଲା ବିଷଧର ସାପ। ଯାହାକୁ ଦେଖି ପଡ଼ୋଶୀମାନେ ଚକିତ ହୋଇ ପଡ଼ିଥିଲେ।…

ଆଇପିଏଲ ଫାଇନାଲ: ହୋଟେଲରୁ ଆରମ୍ଭ କରି ସବୁ କିଛି ଆକାଶ ଛୁଆଁ

ଅହମ୍ମଦାବାଦ: ଆଇପିଏଲ୨୦୨୬ର ଫାଇନାଲ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଖେଳାଯିବ । ଫାଇନାଲ ମ୍ୟାଚ ପାଇଁ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ ସମ୍ପୂର୍ଣ୍ଣ ପ୍ରସ୍ତୁତ । ପ୍ରଶଂସକ ଉତ୍କଣ୍ଠା ଏବଂ ଗହଳି ଯୋଗୁ ଅହମ୍ମଦାବାଦରେ ହୋଟେଲ ରୁମରୁ ଆରମ୍ଭ…