ଧୋନିଙ୍କ ହାତରେ ବ୍ୟାଟ୍ ନୁହେଁ ବନ୍ଧୁକ, ଚମତ୍କାର ଅଭିନୟ ସହ ଭିନ୍ନ ଅନ୍ଦାଜରେ କ୍ୟାପଟେନ କୁଲ
ନୂଆଦିଲ୍ଲୀ: ସିନେମାରେ ଏଣ୍ଟ୍ରି ମାରିଲେ କ୍ରିକେଟର ମହେନ୍ଦ୍ର ସିଂହ ଧୋନି । ବ୍ୟାଟ ବଦଳରେ ଧୋନିଙ୍କ ହାତରେ ଦେଖିବାକୁ ମିଳିଲା ବନ୍ଧୁକ । ଫିଲ୍ମ ଦି ଚେଜରରେ ଦେଖିବାକୁ ମିଳିଛି ଧୋନିଙ୍କ ଅଭିନୟ । ଧୋନିଙ୍କ ଅଭିନିତ ଫିଲ୍ମର ଟିଜର ରିଲିଜ ହେବା ପରେ ଇଣ୍ଟରନେଟରେ ଖୁବ ଭାଇରାଲ ହେବାରେ…