Latest Odisha News

BREAKING NEWS

ସରକାରୀ କର୍ମଚାରୀ ପଢ଼ିବେ AI ଓ ସାଇବର ସୁରକ୍ଷା ପାଠ…

ଭୁବନେଶ୍ବର: ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ପରେ ଏବେ ସରକାରୀ କର୍ମଚାରୀ AI (କୃତ୍ରିମ ବୁଦ୍ଧିମତା) ପାଠ ସହ ସାଇବର ସୁରକ୍ଷା ପାଠ ମଧ୍ୟ ପଢ଼ିବେ । AI ଓ ସାଇବର ସୁରକ୍ଷା ପାଠ୍ୟକ୍ରମ ଶେଷ କରୁଥିବା କର୍ମଚାରୀଙ୍କର ରାଙ୍କିଂ ବଢିବ । ପ୍ରତି ମାସରେ ଅତିକମ୍‌ରେ ଗୋଟିଏ ପାଠ୍ୟକ୍ରମ ପଢିବେ ।…

ଇଞ୍ଜିନିୟରିଙ୍ଗ କଲେଜ କ୍ୟାମ୍ପସ ପରିସରରେ ଗୁଳିମାଡ଼

ଢେଙ୍କାନାଳ:ଏକ ଇଞ୍ଜିନିୟରିଙ୍ଗ କଲେଜ କ୍ୟାମ୍ପସ ପରିସରରେ ଗୁଳିମାଡ଼ ସହ ଜଣେ ଛାତ୍ରଙ୍କୁ ଆକ୍ରମଣ । ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଏକ ଇଞ୍ଜିନିୟରିଙ୍ଗ କଲେଜ କ୍ୟାମ୍ପସ ପରିସରରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ପୁର୍ବ ଶତୃତାକୁ କେନ୍ଦ୍ର କରି ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି । ଗୋଟିଏ…

ଧୋନୀ ୨ ସପ୍ତାହ ଆଇପିଏଲରୁ ଓହରିଲେ

ଚେନ୍ନାଇ: ଆଇପିଏଲ ୨୦୨୬ ଆରମ୍ଭରୁ ଚେନ୍ନାଇ ସୁପର କି୍‌ଗସକୁ ଶକ୍ତ ଧକ୍କା ଲାଗିଛି । ଦଳର ଷ୍ଟାର ଖେଳାଳି ମହେନ୍ଦ୍ର ସିଂ ଧୋନୀ ଆଘାତ ସମସ୍ୟା ଯେଗୁ ୨ ସପ୍ତରାହ ପର୍ଯ୍ୟନ୍ତ ଓହରି ଯାଇଛନ୍ତି । ସିଏସକେ ପକ୍ଷରୁ ଏ ନେଇ ବିଧିବଦ୍ଧ ଭାବେ ପ୍ରଶଂସକଙ୍କୁ ଜଣାଇଛନ୍ତି । ମାଂସପେଶୀଜନିତ ସମସ୍ୟା…

Odisha Police:ଥାନାରୁ ଅଭିଯୁକ୍ତ ଚମ୍ପଟ୍‌ ଘଟଣାରେ ୩ ସସ୍‌ପେଣ୍ଡ୍; ଜଣେ ଏଏସ୍‌ଆଇ ସମେତ…

ଯାଜପୁର: ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଫେରାର ମାମଲାରେ ଆରକ୍ଷୀ ଅଧୀକ୍ଷକ ୟଶପ୍ରତାପ ଶ୍ରୀମଲ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଫେରାର ମାମଲାରେ ଜଣେ ASI ଓ ୨ କନଷ୍ଟେବଳ ସସପେଣ୍ଡ ହୋଇଛନ୍ତି । ଏସ୍‌ପି ଶ୍ରୀମଲ ଆଜି ଜଣେ ଏଏସ୍‌ଆଇ ସମେତ ତିନି ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ…

ନବୀନ ଜୈନଙ୍କୁ ତୁରନ୍ତ ଗିରଫ କରାଯାଉ: ବିଜେଡି

ଭୁବନେଶ୍ୱର: ଶୁକ୍ରବାର ପବିତ୍ର ରାମ ନବମୀ ଅବସରରେ ଟିଟିଲାଗଡରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହେଉଥିଲା । ଏହି ଶୋଭାଯାତ୍ରାରେ ଅରାଜକତାର ସମସ୍ତ ସୀମାରେଖା ଉଲ୍ଲଂଘନ କରି ଟିଟିଲାଗଡ ବିଧାୟକ ନବୀନ ଜୈନ ଏକ ବନ୍ଧୁକ ବାହାର କରି ସର୍ବସାଧାରଣଙ୍କ ସାମ୍ନାରେ ଉପରକୁ ଫାଙ୍କା ଗୁଳି ଚାଳନା କରିଥିଲେ…

ସୁଭଦ୍ରା ଯୋଜନାରେ ନୂଆ ଆବେଦନ ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି; ଏପ୍ରିଲ ୧ରୁ ଆରମ୍ଭ ହେବ ପଞ୍ଜୀକରଣ ପ୍ରକ୍ରିୟା

ଭୁବନେଶ୍ୱର: ରାଜ୍ୟର ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ତଥା ସ୍ୱାବଲମ୍ବନ ପାଇଁ ରାଜ୍ୟ ସରକାରଙ୍କ ଅଭିନବ ପ୍ରୟାସ ‘ସୁଭଦ୍ରା ଯୋଜନା’ ଅଧୀନରେ ଅଧିକ ସଂଖ୍ୟକ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । ସରକାରଙ୍କ ଅନୁମୋଦନ କ୍ରମେ,…

Nepal PM Balendra Shah:ପିଏମ୍ ମୋଦୀଙ୍କ ସହ ମିଶିକି କାମ କରିବାକୁ ଉତ୍ସାହିତ… ନେପାଳର ନୂତନ ପ୍ରଧାନମନ୍ତ୍ରୀଙ୍କ…

ନୂଆଦିଲ୍ଲୀ:ଶନିବାର ଦିନ ନେପାଳ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛି। ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ଅଭିନନ୍ଦନ ପାଇଁ ଧନ୍ୟବାଦ ଜଣାଇଛନ୍ତି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେପାଳର…

ବାଂଲାଦେଶରେ ଆଇପିଏଲ ପ୍ରସାରଣ ଉପରୁ ହଟିଲା ବ୍ୟାନ

ଢ଼ାକା: ବାଂଲାଦେଶର ନୂଆ ସରକାର ଶନିବାର ଏକ ବଡ ନିଷ୍ପତି ନେଇଛନ୍ତି । ସୂଚନା ଓ ପ୍ରସାରଣ ମନ୍ତ୍ରୀ ଜାହୀର ଉଦ୍ଦୀନ ସ୍ୱାପନ ଆଇପିଏଲ ପ୍ରସାରଣ ଉପରୁ ବ୍ୟାନ ହଟେଇ ଦେଇଛନ୍ତି । ଖେଳକୁ ରାଜନୀତି ସହିତ ଯୋଡିବା ଠିକ ନୁହେଁ ବୋଲି ସେ କହିଛନ୍ତି । ପ୍ରସାରଣ ପାଇଁ ଆମେ ଅବଶ୍ୟ କୌଣସି ଚ୍ୟାନେଲ ସହିତ…

Gold Price Hike: ପୁଣି ଗ୍ରାହକଙ୍କୁ ଝଟକା; ପୁଣି ବଢିଲା ସୁନା ଦର, ଜାଣନ୍ତୁ କେତେ…

ଭୁବନେଶ୍ୱର: ପୁଣି ବଢିଲା ସୁନା ଦର । ଦୁଇ ତିନି ଦିନର ବ୍ୟବଧାନ ପରେ ପୁଣି ଚିନ୍ତା ବଢାଇଛି ସୁନା ରୂପା ଦର । ମାର୍ଚ୍ଚ ୨୮ ତାରିଖ ଅର୍ଥାତ୍ ଆଜି ୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ୧ ଲକ୍ଷ ୪୮ ହଜାର ୯୦ ଟଙ୍କା ରହିଛି । ଗତକାଲି ୧ ଲକ୍ଷ ୪୫ ହଜାର ୫୮୦ ଟଙ୍କା ଥିଲା । ଏଥିରେ ୨ ହଜାର ୫୧୦…

ଏପ୍ରିଲ ମାସରେ ତିନି ଦିନ ଧରି ହେବ ଦ୍ବିତୀୟ ପର୍ଯ୍ୟାୟ ରତ୍ନଭଣ୍ଡାର ଗଣତିମଣତି: ଆଇନ ମନ୍ତ୍ରୀ

ଭୁବନେଶ୍ୱର: ଶ୍ରୀମନ୍ଦିର ରତ୍ନଭଣ୍ଡାର ଦ୍ବିତୀୟ ପର୍ଯ୍ୟାୟ ଗଣତିମଣତିକୁ ବଡ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୂଚନା । ଏପ୍ରିଲ୍ ୮, ୯ ଏବଂ ୧୦ ତାରିଖରେ ହେବ ବାହାର ରତ୍ନଭଣ୍ଡାର ଗଣତି । ଏ ସମୟରେ ମହାପ୍ରଭୁଙ୍କ ଦର୍ଶନ କିମ୍ବା ଠାକୁରଙ୍କ ନୀତିକାନ୍ତି ବାଧାପ୍ରାପ୍ତ…