Latest Odisha News

BREAKING NEWS

Rajya Sabha Poll Row: ବିଧାୟିକା ଉପାସନା ମହାପାତ୍ରଙ୍କ ଭୋଟ୍ ନେଇ ବିବାଦ, ବିଜେପି ପ୍ରକ୍ରିୟାରେ ହେରଫେର କରୁଛି…

ଭୁବନେଶ୍ଵର: ଓଡିଶାରେ ରାଜ୍ୟସଭା ନିର୍ବାଚନ ସମୟରେ ବ୍ରହ୍ମଗିରି ବିଧାୟକ ଉପାସନା ମହାପାତ୍ର ଓଭରରାଇଟିଂ ଯୋଗୁଁ ଦ୍ୱିତୀୟ ବାଲଟ୍ ପେପର ମାଗିବା ପରେ ଏକ ବିବାଦ ଦେଖାଦେଇଥିଲା, ଯାହାକୁ ନେଇ ଖପ୍ପା ବିରୋଧୀ ଏଜେଣ୍ଟ। ବିଜେଡି, କଂଗ୍ରେସ ଏହାକୁ ଜୋରଦାର ବିରୋଧ କରିଥିବା ବେଳେ କିଛି ସମୟ ପାଇଁ…

CPET 2026: ବଢ଼ିଲା CPET ପରୀକ୍ଷା ଆବେଦନ ପାଇଁ ସମୟ ସୀମା

ଭୁବନେଶ୍ବର: CPET ପରୀକ୍ଷା ପାଇଁ ଆବେଦନ କରିବାର ସମୟ ସୀମା ବଢିଲା । ଆବେଦନର ସମୟ ସୀମାକୁ ମାର୍ଚ୍ଚ ୧୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । CPET ପରୀକ୍ଷା ପାଇଁ ଆଗ୍ରହୀ ଥିବା ଛାତ୍ରଛାତ୍ରୀମାନେ ମାର୍ଚ୍ଚ ୧୮ ତାରିଖ ରାତି ୧୧.୪୫ ଘଟିକା ପର୍ଯ୍ୟନ୍ତ ସାମ୍ସ (SAMS) ପୋର୍ଟାଲକୁ ଯାଇ ନିଜର…

Iranian Drone Strike: ଦୁବାଇ ବିମାନବନ୍ଦରରେ ଡ୍ରୋନ୍ ଆକ୍ରମଣ: ତେଲ ଟାଙ୍କିରେ ଭୟଙ୍କର ଅଗ୍ନିକାଣ୍ଡ, ସମସ୍ତ ଉଡ଼ାଣ…

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଥମିବାର କୌଣସି ସଙ୍କେତ ଦେଖାଯାଉନାହିଁ। ସୋମବାର ସକାଳେ ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଏକ ବଡ଼ ଆକ୍ରମଣ ହୋଇଛି । ବିମାନବନ୍ଦର ନିକଟରେ ଥିବା ଏକ ଇନ୍ଧନ ଟାଙ୍କିକୁ ଟାର୍ଗେଟ କରି ଏକ ଡ୍ରୋନ୍ ଆକ୍ରମଣ…

SCB ଅଗ୍ନିକାଣ୍ତ ଘଟଣାରେ ରାଷ୍ଟ୍ରପତିଙ୍କ ଶୋକ, ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

କଟକ: କଟକର ଏସସିବି ମେଡିକାଲର ଅଗ୍ନିକାଣ୍ତ ଘଟଣାରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ତାଙ୍କର ଗଭୀର ସମବେଦନା ଏବଂ ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ମୋଦି ମୃତକଙ୍କ…

Iran’s Hormuz Pass For Indian Tankers: ଇରାନ ଭାରତୀୟ ଜାହାଜକୁ ହରମୁଜ୍ ପାର କରାଇବା ପଛରେ ରହିଛି କି…

ନୂଆଦିଲ୍ଲୀ: ଅସୁବିଧା ସମୟରେ ବନ୍ଧୁତ୍ୱ ଦେଖାଇଛି ଇରାନ। ଯୁଦ୍ଧ ମଧ୍ୟରେ ଇରାନ ହରମୁଜ୍ ପ୍ରଣାଳୀରେ ଅବରୋଧ ଲଗାଇଛି, ଯାହା ଅନେକ ଦେଶରେ ତେଲ ଏବଂ ଗ୍ୟାସ ସଙ୍କଟ ସୃଷ୍ଟି କରିଛି। ଜାହାଜ ଚଳାଚଳ ବନ୍ଦ ହେବାର ପ୍ରଭାବ ଭାରତ ସମେତ ଅନେକ ଦେଶ ଅନୁଭବ କରୁଛନ୍ତି। ତଥାପି, ଭାରତ ଆଲୋଚନା ମାଧ୍ୟମରେ…

ଓସ୍କାର ୨୦୨୬: ମାଇକେଲ ବି. ଜୋର୍ଡାନ ଶ୍ରେଷ୍ଠ ଅଭିନେତା

ଲସ୍ ଆଞ୍ଜେଲସର: ୨୦୨୬ ମସିହାର ଓସ୍କାର ଲସ୍ ଆଞ୍ଜେଲସର ଡବଲି ଥିଏଟରରେ ଅନୁଷ୍ଠିତ ହୋଇଥିଲା। ୯୮ତମ ଏକାଡେମୀ ପୁରସ୍କାରରେ ଲିଓନାର୍ଡୋ ଡିକାପ୍ରିଓଙ୍କ "ୱାନ୍ ବ୍ୟାଟେଲ୍ ଆଫ୍ଟର ​​ଅଦର" ପ୍ରାଧାନ୍ୟ ବିସ୍ତାର କରିଥିଲା। "ୱାନ୍ ବ୍ୟାଟେଲ୍ ଆଫ୍ଟର ​​ଅଦର" ଶ୍ରେଷ୍ଠ ଚଳଚ୍ଚିତ୍ର ସମେତ ଛଅଟି…

Rajya Sabha Election: ରାଜ୍ୟସଭା କ୍ରସ୍-ଭୋଟିଂ ନେଇ ଶିବକୁମାରଙ୍କ ଚାଞ୍ଚଲ୍ୟା ବୟାନ, “ଓଡ଼ିଶା କଂଗ୍ରେସ…

ନୂଆଦିଲ୍ଲୀ: ଦେଶର ୩୭ ଟି ରାଜ୍ୟସଭା ଆସନ ପାଇଁ ଆଜି ଭୋଟ୍ ଗ୍ରହଣ ଆରମ୍ଭ ହୋଇଯାଇଛି। ତଥାପି, ଏହି ଆସନ ମଧ୍ୟରୁ ୨୬ ଟି ପୂର୍ବରୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇସାରିଛି। ଭୋଟ୍ ଦେବାର ଠିକ୍ ପୂର୍ବରୁ, କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଏକ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସେ…

Most Award In Oscars 2026: Oscarsରେ ସମସ୍ତଙ୍କୁ ପଛରେ ଛାଡ଼ିଲା ଏହି ଚଳଚ୍ଚିତ୍ର, ଏକୁଟିଆ ଜିତିଲା ୬ ପୁରସ୍କାର

ନୂଆଦିଲ୍ଲୀ: ୨୦୨୬ ଓସ୍କାରର ବିଜେତା ଘୋଷଣା କରାଯାଇଛି। ଏକାଡେମୀ ଅଫ୍ ମୋସନ୍ ପିକଚର୍ ଆର୍ଟସ୍ ଆଣ୍ଡ୍ ସାଇନ୍ସେସ୍ ଲସ୍ ଆଞ୍ଜେଲସର ଡଲ୍ବି ଥିଏଟରରେ ଏକ ସମାରୋହ ଆୟୋଜନ କରିଥିଲା, ଯେଉଁଠାରେ ବିଜେତାମାନଙ୍କୁ ଉନ୍ମୋଚନ କରାଯାଇଥିଲା। ଏହି ସମାରୋହ ପରେ, ସବୁଠାରୁ ଚର୍ଚ୍ଚିତ ଚଳଚ୍ଚିତ୍ର ହେଉଛି…

President’s Breakfast Meeting: SCB ହସ୍ପିଟାଲ ଦୁର୍ଘଟଣା: ରାଷ୍ଟ୍ରପତିଙ୍କ ସହ ଜଳଖିଆ ବୈଠକରେ ଯୋଗ ଦେବେନି…

ନୂଆଦିଲ୍ଲୀ: ରବିବାର ବିଳମ୍ବିତ ରାତିରେ କଟକ ସ୍ଥିତ ବଡ଼ ମେଡିକାଲରେ ଘଟିଥିବା ଅଘଟଣ ପ୍ରତି ନିଜର ଦୁଃଖ ପ୍ରକାଶ କରି, ବିଜୁ ଜନତା ଦଳ (BJD)ର ସମସ୍ତ ସାଂସଦ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଆୟୋଜିତ ଜଳଖିଆ ବୈଠକରେ ଯୋଗ ନଦେବାକୁ ନିଷ୍ପତି ନେଇଛନ୍ତି। ଏଭଳି…

SCB ଅଗ୍ନିକାଣ୍ଡ: ମୃତକଙ୍କ ମିଳିଲା ପରିଚୟ, ICU ଭିତରେ ଫସିଥିଲେ ରୋଗୀ

କଟକ: SCB ମେଡିକାଲରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୧୦ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏହି ଅଗ୍ନିକାଣ୍ଡରେ ୧୦ ମୃତକଙ୍କ ମିଳିଲା ପରିଚୟ ମିଳିଛି। ୧୦ ମୃତକ ଜଣଙ୍କ ମଧ୍ୟରେ ରମେଶ ପରିଡ଼ା, ଦାଶରୁ ମୁଣ୍ଡା, ଏମ.ଡି ନ୍ୟୁମ,…