ଏସିଆ ହକି ଚାମ୍ପିଅନସିପ: ଭାରତ ଆସିବାକୁ ପାକିସ୍ତାନର ନା
କରାଚୀ: ଭାରତରେ ଆୟୋଜିତ ହେବାକୁ ଥିବା ପୁରୁଷ ଏସୀୟ ହକି ଚାମ୍ପିଅନ୍ସ ଟ୍ରଫି ୨୦୨୬ ପାଇଁ ପାକିସ୍ତାନ ନିଜ ଟିମ୍କୁ ଭାରତ ପଠାଇବାକୁ ସିଧାସଳଖ ମନା କରିଦେଇଛି। ପାକିସ୍ତାନ ହକି ଫେଡେରେସନ୍ ଏସୀୟ ହକି ଫେଡେରେସନ୍ କୁ ଆନୁଷ୍ଠାନିକ ଭାବେ ଚିଠି ଲେଖି ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟକୁ ଅନ୍ୟ…