Latest Odisha News

BREAKING NEWS

ମହାପ୍ରଭୁଙ୍କ ଜମିର ହେବ ସେଟଲମେଣ୍ଟ: ଗଠନ ହେବ ସ୍ୱତନ୍ତ୍ର କର୍ପସ ଫଣ୍ଡ, ଶ୍ରୀଜଗନ୍ନାଥ ପ୍ରେମୀଙ୍କ ପାଇଁ ବଡ଼ ଖବର

ଭୁବନେଶ୍ୱର:ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାବର ସମ୍ପତ୍ତିର ସୁରକ୍ଷା ଓ ସଦୁପଯୋଗ ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ମହାପ୍ରଭୁଙ୍କ ସମସ୍ତ ଜମିକୁ ସରକାର ନିଜ ଅଧୀନକୁ ଆଣିବା ସହ ଏହାର ସ୍ଥାୟୀ ସମାଧାନ ପାଇଁ 'ୟୁନିଫର୍ମ ସେଟଲମେଣ୍ଟ…

ଟିମ ବସରେ ଅଜଣା ବ୍ୟକ୍ତି ଯାତ୍ରା ନେଇ ଚେତାଇଲେ ବିସିସିଆଇ ସେକ୍ରେଟାରୀ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଗୋଟିଏ ପରେ ଗୋଟିଏ ବିବାଦ ସମ୍ମୁଖକୁ ଆସୁଛି । ରାଜସ୍ଥାନ ରୟାଲ୍ସର ମ୍ୟାନେଜର ଡଗଆଉଟରେ ଫୋନ ବ୍ୟବହାର କରିବା ଏବଂ ରିୟାନ ପରାଗ ୱେପିଙ୍ଗ କରିବା ପ୍ରଶଂସକଙ୍କୁ ନିରାଶ କରିଛି । ଏବେ ବିସିସିଆଇ ସେକ୍ରେଟାରୀ ଦେବଜିତ ସାଇକିଆ ଅନ୍ୟ ଏକ ଘଟଣା ନେଇ ଅସନ୍ତୋଷ ବ୍ୟକ୍ତ…

ବିଜେଡି ନେତାଙ୍କୁ ନବୀନଙ୍କ କଡ଼ା ଚେତାବନୀ: ବିଶୃଙ୍ଖଳା ସହିବ ନାହିଁ ଦଳ, ଯାଜପୁର ଗସ୍ତ ପୂର୍ବରୁ ଚେତାବନୀ

ଭୁବନେଶ୍ୱର: ସ୍ଥାନୀୟ ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳ (ବିଜେଡି) ମଧ୍ୟରେ ଥିବା ଆଭ୍ୟନ୍ତରୀଣ କନ୍ଦଳକୁ ଦୂର କରିବା ପାଇଁ ଦଳର ସଭାପତି ନବୀନ ପଟ୍ଟନାୟକ ଯାଜପୁର ଜିଲ୍ଲାର ନେତାମାନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ଦଳର ସ୍ୱାର୍ଥ ବିରୋଧରେ କାର୍ଯ୍ୟ କରୁଥିବା କିମ୍ବା ଶୃଙ୍ଖଳା ଭାଙ୍ଗିଥିବା…

ଯୌନ ନିର୍ଯାତନାର ଶିକାର ପୀଡ଼ିତାଙ୍କ ପରିଚୟ ରହିବ ଗୁପ୍ତ ; ଓଡ଼ିଶା ହାଇକୋର୍ଟଙ୍କ ବଡ଼ ପଦକ୍ଷେପ

କଟକ: ଯୌନ ନିର୍ଯାତନା ମାମଲାରେ ଶିକାର ହୋଇଥିବା ବ୍ୟକ୍ତି ବା ପୀଡ଼ିତାଙ୍କ ପରିଚୟ ଯେପରି ସାର୍ବଜନୀନ ନହୁଏ, ସେଥିପାଇଁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଏକ ନୂଆ ଏବଂ କଠୋର ପ୍ରୋଟୋକଲ୍ ଲାଗୁ କରିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ମାମଲାର ଶୁଣାଣି ସମୟରେ କିମ୍ବା କୋର୍ଟଙ୍କ ରାୟ ପ୍ରକାଶ…

ରିୟାନଙ୍କ ପରେ ବଡ ବିବାଦରେ ଫସିବେ କି ଚହଲ

ଚଣ୍ଡୀଗଡ: ପଞ୍ଜାବ କିଙ୍ଗସର ଅନୁଭବୀ ଲେଗ ସ୍ପିନର ୟୁଜଭେନ୍ଦ୍ର ଚହଲ ଏକ ବଡ ବିବାଦରେ ଫସିଛନ୍ତି । ଯଦି ଏହି ଘଟଣା ସତ୍ୟ ପ୍ରମାଣିତ ହୁଏ ତେବେ ତେବେ ସେ ଦଣ୍ଡିତ ମଧ୍ୟ ହୋଇ ପାରନ୍ତି । ସୋସିଆଲ ମିଡିଆରେ ଚହଲ ଇ-ସିଗାରେଟ ପିଉଥିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ସେ ଏହାକୁ…

ପ୍ରତ୍ୟେକ ଭାରତୀୟଙ୍କୁ କ’ଣ ବନ୍ଦେ ମାତରମ୍ ଗାଇବାକୁ ପଡିବ? ଜାତୀୟ ସଙ୍ଗୀତ ଉପରେ ନୂଆ ନିୟମ; କେବେ ହୋଇପାରେ ଜେଲ୍ ?

ନୂଆଦିଲ୍ଲୀ: ଭାରତ ସରକାର ବନ୍ଦେ ମାତରମ୍ ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ସରକାର ଜାତୀୟ ସଂଗୀତ 'ବନ୍ଦେ ମାତରମ୍'କୁ 'ଜନ ଗଣ ମନ' ସହିତ ସମକକ୍ଷ ମାନ୍ୟତା ଦେବା ପାଇଁ ଏକ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏବେଠାରୁ, ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ରଚିତ ଜାତୀୟ…

ନିର୍ବାଚନ କମିଶନରଙ୍କ ଭଳି ବିଚାରପତିମାନଙ୍କ ମଧ୍ୟ ଶୀଘ୍ର ନିଯୁକ୍ତି ହେଉ: ସୁପ୍ରିମକୋର୍ଟଙ୍କ ଟିପ୍ପଣୀ

ନୂଆଦିଲ୍ଲୀ: ଗୁରୁବାର ଦିନ ସୁପ୍ରିମକୋର୍ଟ ନିର୍ବାଚନ କମିଶନରଙ୍କ ନିଯୁକ୍ତି ଆଇନକୁ ଚ୍ୟାଲେଞ୍ଜ କରି ଆଗତ ଆବେଦନଗୁଡ଼ିକର ଶୁଣାଣି କରିଥିଲେ। ଶୁଣାଣି ସମୟରେ ସୁପ୍ରିମକୋର୍ଟ ଟିପ୍ପଣୀ କରିଥିଲେ, "ବିଚାରପତିମାନଙ୍କୁ ନିର୍ବାଚନ କମିଶନରଙ୍କ ପରି ଶୀଘ୍ର ନିଯୁକ୍ତି ଦିଆଯାଇଥିଲେ ଭଲ ହୁଅନ୍ତା।"…

କେବେ ଶପଥ ନେବେ ବିଜୟ? ସସପେନ୍ସ ଉପରୁ ଉଠିଲା ପରଦା..

ଚେନ୍ନାଇ: ତାମିଲନାଡୁରେ ନୂତନ ସରକାର ଗଠନ ନେଇ ସସପେନ୍ସ ଜାରି ରହିଥିଲା। ବର୍ତ୍ତମାନ ଏହି ସସପେନ୍ସ ଉପରୁ ଉଠିଲା ପରଦା। ଟିଭିକେ ମୁଖ୍ୟ ବିଜୟ ତାମିଲନାଡୁର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ପାଇଁ ଆଉ ଏକ ପାଦ ଆଗକୁ ବଢ଼ିଛନ୍ତି। ଗୁରୁବାର (୭ ମଇ) ସେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ…

ବିହାର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ: ନିଶାନ୍ତଙ୍କୁ ମିଳିଲା ବଡ଼ ଦାୟିତ୍ୱ, ୩୨ ନୂଆ ମନ୍ତ୍ରୀ ନେଲେ ଶପଥ

ପାଟନା: ବିହାର ରାଜନୀତିରେ ଆରମ୍ଭ ହୋଇଛି ଏକ ଏକ ନୂଆ ଅଧ୍ୟାୟ। ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ନେତୃତ୍ୱରେ ଗଠିତ NDA ସରକାରଙ୍କ କ୍ୟାବିନେଟ୍ ସମ୍ପ୍ରସାରିତ ହୋଇଛି। ପାଟନାର ଐତିହାସିକ ଗାନ୍ଧୀ ମଇଦାନଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ମୋଟ ୩୨ ଜଣ ନୂଆ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି।…

ଛାତ ଉପରୁ ବର୍ଷିଲା ବିଡ଼ା ବିଡ଼ା ଟଙ୍କା! ଇଡି ଚଢ଼ାଉ ବେଳେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଘନିଷ୍ଠ ସହଯୋଗୀଙ୍କ ଘରେ…

ମୋହାଲି: ଫିଲ୍ମ ଷ୍ଟାଇଲରେ ଇଡି (ED) ଚଢ଼ାଉ। ଆଉ ଧରାପଡ଼ିବା ଭୟରେ ଛାତ ଉପରୁ ଫିଙ୍ଗାଗଲା ବିଡ଼ା ବିଡ଼ା ଟଙ୍କା। ରାସ୍ତା ଉପରେ ଯେମିତି ଟଙ୍କାର ବର୍ଷା ହେଲା। ପଞ୍ଜାବର ମୋହାଲିରେ ଦେଖିବାକୁ ମିଳିଛି ଏଭଳି ଏକ ହାଇଡ୍ରାମା। ସୂଚନା ଅନୁସାରେ, ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଜଣେ ଘନିଷ୍ଠ…