Latest Odisha News

BREAKING NEWS

ତାପମାତ୍ରା କମିଲା କିନ୍ତୁ ଖରାରୁ ନାହିଁ ନିସ୍ତାର, ୪୩ ଡିଗ୍ରୀ ପାର କଲା ବଲାଙ୍ଗୀର

ତାପମାତ୍ରା ୪୪ ଡିଗ୍ରୀ ତଳକୁ ଖସିଥିଲେ ବି ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି, ବଲାଙ୍ଗୀରରେ ସର୍ବାଧିକ ୪୩.୨ ଡିଗ୍ରୀ ରେକର୍ଡ କଟକ ଓ ଭୁବନେଶ୍ୱରରେ ପାଗ ସାମାନ୍ୟ ଥଣ୍ଡା ରହିବା ଫଳରେ ଲୋକଙ୍କୁ ଗୁଳଗୁଳି ଓ ତାତିରୁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିଛି…

ବାଲିଅନ୍ତା ସୌମ୍ୟ ମୃତ୍ୟୁ ମାମଲା: ଅଭିଯୋଗକାରିଣୀଙ୍କ ହୋଇପାରେ ପଲିଗ୍ରାଫ ଟେଷ୍ଟ

ବାଲିଅନ୍ତା ସୌମ୍ୟ ମୃତ୍ୟୁ ମାମଲାରେ ଅଭିଯୋଗକାରିଣୀ ଯୁବତୀଙ୍କ ପଲିଗ୍ରାଫ ଟେଷ୍ଟ ପାଇଁ ପ୍ରକ୍ରିୟା ଆରମ୍ଭ ପଟିଆରୁ ଅଶୋକ ଜେନା ଓରଫ ଗେଡ଼ାକୁ ଗିରଫ କଲା କ୍ରାଇମବ୍ରାଞ୍ଚ, ସଂପୃକ୍ତ ଆଉ ୧୦ ଜଣଙ୍କୁ ଚିହ୍ନଟ ପ୍ରାଥମିକ ତଦନ୍ତରେ ଏହା ଭିଡ଼ ହିଂସା ନୁହେଁ ବୋଲି…

MKCG ମେଡିକାଲରେ ଅଗ୍ନିକାଣ୍ଡ

ବ୍ରହ୍ମପୁର: ବ୍ରହ୍ମପୁର ସହରର MKCG ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଗୁରୁବାର ଅଗ୍ନିକାଣ୍ଡ ଘଟିବା ଫଳରେ ଆତଙ୍କ ସୃଷ୍ଟି ହୋଇଥିଲା। ଯକ୍ଷ୍ମା ଏବଂ ଛାତି ବିଭାଗର ICUରେ ଅଗ୍ନିକାଣ୍ଡ ଘଟିଥିବା ନେଇ ସୂଚନା ମିଳିଛି। ଏହି ଘଟଣାରେ କୌଣସି କ୍ଷତିର ସୂଚନା ମିଳିନାହିଁ। ଏପଟେ ICUରେ…

ବବି ଦେଓଲଙ୍କ ସହ ବ୍ରେକଅପ ନେଇ ପ୍ରଥମ ଥର ମୁହଁ ଖୋଲିଲେ ପୂଜା

ମୁମ୍ବାଇ: ତାନ୍ୟା ଦେଓଲଙ୍କୁ ବିବାହ କରି ବଲିଉଡର ଲୋକପ୍ରିୟ ଅଭିନେତା ବବି ଦେଓଲ ତାଙ୍କ ପାରିବାରିକ ଜୀବନ ଖୁସୀରେ କାଟୁଛନ୍ତି । ତାନ୍ୟାଙ୍କୁ ବବି ଭଲ ପାଉଥିଲେ ଏବଂ ଶେଷରେ ବିବାହ କରିଥିଲେ । ବବିଙ୍କ ସହ ସମ୍ପର୍କକୁ ନେଇ ଇତି ମଧ୍ୟରେ ବଲିଉଡ ଅଭିନେତ୍ରୀ ତଥା ପ୍ରଡ୍ୟୁସର ପୂଜା ଭଟ୍ଟ ଏକ ବଡ…

ବାଂଲାଦେଶରେ ଚର୍ଚ୍ଚା: ‘ଡୋନାଲ୍ଡ ଟ୍ରମ୍ପ’କୁ ମିଳିଲା ନୂଆ ଜୀବନ

ସୁରକ୍ଷିତ ରଖିବା ପାଇଁ ମନ୍ତ୍ରଣାଳୟର ନିର୍ଦ୍ଦେଶ ବାଂଲାଦେଶରେ ଏଭଳି ଧଳା ରଙ୍ଗର ମଇଁଷି ଅତ୍ୟନ୍ତ ବିରଳ ଢାକା: ବାଂଲାଦେଶରେ ଏବେ ଏକ ଅଦ୍ଭୁତ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ନାମିତ ଏବଂ ତାଙ୍କ ଭଳି କେଶ ଥିବା ଏକ…

ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାରଙ୍କ ଦ୍ୱିତୀୟ ବାର୍ଷିକୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିପାରନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ…

ଆସନ୍ତା ୪ ଦିନ ପାଇଁ ରାଜ୍ୟର ଅନେକ ଜିଲ୍ଲାରେ ‘ଅରେଞ୍ଜ ଆଲର୍ଟ’ ଜାରି

ଅରେଞ୍ଜ ଆଲର୍ଟ: ଆସନ୍ତା ୪ ଦିନ ପାଇଁ ଉତ୍ତର ଓଡ଼ିଶାର ୭ଟି ଜିଲ୍ଲାକୁ ପାଇଁ ସତର୍କ ସୂଚନା ପବନର ବେଗ: ଘଡ଼ଘଡ଼ି ସହ ଘଣ୍ଟା ପ୍ରତି ୫୦-୬୦ କିମି ବେଗରେ ପବନ ବହିବାର ଆଶଙ୍କା। ତାପମାତ୍ରା: ଆଗାମୀ ଦୁଇରୁ ତିନି ଦିନ ମଧ୍ୟରେ ସର୍ବାଧିକ ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇବାର…

ଆରଟିଓ ନାମରେ ୭ କୋଟିର ଠକେଇ: ୪ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଏକ ନକଲି ରାଜନୈତିକ ଦଳ ଓ ଆରଟିଓ ଅଫିସର ନା ବ୍ୟବହାର କରି ପ୍ରାୟ ୭ କୋଟି ଟଙ୍କାର ଠକେଇ କରିଥିବା ଏକ ଅନ୍ତଃରାଜ୍ୟ ଠକ ଗୋଷ୍ଠୀକୁ ପୋଲିସ କାବୁ କରିଛି। ଏହି ମାମଲାରେ ସମ୍ପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ବେଳେ ଏହା ପଛରେ ଥିବା ଏକ ବଡ଼ ନେଟୱାର୍କକୁ…

୨ ବରିଷ୍ଠ IPSଙ୍କୁ ବଡ଼ ଦାୟିତ୍ବ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ଓଡ଼ିଶା ସରକାର ଦୁଇ ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି। ଗୃହ ବିଭାଗ ଦ୍ୱାରା ଜାରି ଏକ ବିଜ୍ଞପ୍ତି ଅନୁଯାୟୀ, ୨୦୦୯ ବ୍ୟାଚ୍ ଆଇପିଏସ୍ ଅଧିକାରୀ ଅଖିଳେଶ୍ୱର ସିଂହଙ୍କୁ ଦକ୍ଷିଣ ପଶ୍ଚିମ ରେଞ୍ଜର ଡିଆଇଜି ଭାବରେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।…

ଟ୍ରମ୍ପ ପରି ଦେଖା ଯାଉଥିବା ଧଳା ମଇଁଷି କୁର୍ବାନୀ ଉପରେ ରୋକ

ନୂଆଦିଲ୍ଲୀ: ବାଂଲାଦେଶରେ ଡୋନାଲ୍ଡ ଟ୍ରମ୍ପ ନାମରେ ଲୋକପ୍ରିୟତା ହାସଲ କରିଥିବା ଧଳା ମଇଁଷି କୁର୍ବାନୀ ଉପରେ ରୋକ ଲଗାଯାଇଛି । ଏଏନଆଇ ରିପୋର୍ଟ ଅନୁସାରେ ଇଦରେ ଏହାକୁ କୁର୍ବାନୀ ଦେବା ପାଇଁ ମହମ୍ମଦ ଶୋରେନ ୩ ଲକ୍ଷ ଟଙ୍କାରେ ଏହାକୁ କିଣିଥିଲେ । ପୂର୍ବରୁ ଏହି ମଇଁଷି ଢ଼ାକାର ରବେୟା ଏଗ୍ରୋ…