Mantra Muugdha: ଦର୍ଶକଙ୍କ ମଧ୍ୟରେ’ମନ୍ତ୍ର ମୁଗ୍ଧ’ର କ୍ରେଜ ; ୫ଦିନରେ ୧.୦୭ କୋଟି ପାର୍…
ଭୁବନେଶ୍ବର: କମେଡି ଓ ହରର ଫିଲ୍ମ 'ମନ୍ତ୍ର ମୁଗ୍ଧ' ରିଲିଜର ପ୍ରଥମ ଦିନ ଠାରୁ ଶୋ' ହାଉସଫୁଲ ରହିଥିବା ବେଳେ ରିଲିଜର ୫ମ ଦିନ ମଧ୍ୟରେ ଏହା ୧ କୋଟିରୁ ଅଧିକ ଆୟ କରିଛି । ନିର୍ମାତା ଇନଷ୍ଟାଗ୍ରାମରେ ଫିଲ୍ମର କଲେକ୍ନସ ବିଷୟରେ ପୋଷ୍ଟ କରି ସୂଚନା ଦେଇଛନ୍ତି ।
ସେ ସେୟାର କରିଥିବା…