କ’ଣ ସେହି ଆଣ୍ଟି-କୋଲିଜନ୍ ଡିଭାଇସ୍ ସିଷ୍ଟମ୍, ଯାହା ଟ୍ରେନକୁ ଦୁର୍ଘଟଣାରୁ ବଞ୍ଚାଇପାରେ
ଭୁବନେଶ୍ୱର: ବହାନଗା ରେଳ ଦୁର୍ଘଟଣ ତଦନ୍ତ ରିପୋର୍ଟ ସାମ୍ନାକୁ ଆସିଛି । କାହିଁକି ଦୁର୍ଘଟଣା ଘଟିଲା ତାହା ମଧ୍ୟ ସ୍ପଷ୍ଟ ହୋଇଛି । ତେବେ କବଚ ବା ଆଣ୍ଟି କୋଲିଜନ ଡିଭାଇସ ସିଷ୍ଟମ ନ ଥିବାରୁ ଏପରି ଦୁର୍ଘଟଣଶ ଘଟିଲା ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଥିଲେ…