ପାଟନା ମହାବୈଠକରେ ଏକାଠି ହେବେ ୧୮ ଦଳ; କିଏ ଦେବ ମୋଦିଙ୍କୁ ଟକ୍କର ?
ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ପାଇଁ ବିରୋଧୀଙ୍କ ବଡ ପ୍ରସ୍ତୁତି । ବିଜେପିକୁ ଚାଲେଞ୍ଜ ଦେବା ପାଇଁ ଏକାଠି ହେଉଛନ୍ତି ସବୁ ବିରୋଧୀ । ଶୁକ୍ରବାର ପାଟନାରେ ମାନସମନ୍ଥନ କରିବେ ସବୁ ବିପକ୍ଷ । ମିଳିଥିବା ସୂଚନା ଅନୁସାରେ, ବିଜେପି ବିରୋଧରେ ଏକ ଶକ୍ତିଶାଳୀ ମୋର୍ଚ୍ଚା ପ୍ରସ୍ତୁତ କରିବା…