ଟାଇଟନିକର ଭଗ୍ନାବଶେଷ ପାଖରୁ ମିଳିଲା ନିଖୋଜ ଟାଇଟନ; ୫ ଯାତ୍ରୀ ମୃତ
ୱାଶିଂଟନ: ଟାଇଟନ ବୁଡାଜାହାଜରେ ଯାଇଥିବା ୫ ଜଣଙ୍କର ଅତି ଦୁଃଖଦ ମୃତ୍ୟୁ ଘଟିଛି । ଓସେନ ଗେଟ କମ୍ପାନୀ ପରିଚାଳିତ ଏହି ବୁଡାଜାହାଜରେ ଥିବା ୫ ଜଣ ଆଟଲାଣ୍ଟିକ ମହାସାଗରରେ ବୁଡି ଯାଇଥିବା ଟାଇଟନିକର ଭଗ୍ନାବଶେଷକୁ ଦେଖିବା ପାଇଁ ଜୁନ ୧୮ ତାରିଖରେ ବାହାରିଥିଲେ । ହେଲେ ଯାତ୍ରା ଆରମ୍ଭ କରିବାର…