Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢାରେ ମୁକ୍ତିମଣ୍ଡପର ପଶ୍ଚିମକୁ ଶ୍ରୀନୃସିଂହ ମନ୍ଦିର ଅବସ୍ଥିତ। ଏହି ମନ୍ଦିରଟି ପୂର୍ବ ଦିଗକୁ ମୁଖ କରି ରହିଛି। ମନ୍ଦିର ମଧ୍ୟରେ…

ଦିଲ୍ଲୀ ଦଙ୍ଗା ମାମଲା, ଉମର ଖାଲିଦ ଦୋଷମୁକ୍ତ

ନୂଆଦିଲ୍ଲୀ: ୨୦୨୦ ମସିହାରେ ଉତ୍ତର-ପୂର୍ବ ଦିଲ୍ଲୀରେ ହୋଇଥିବା ଦଙ୍ଗା ସହ ଜଡିତ ଏକ ମାମଲାରେ କରକାର୍ଡୋମା କୋର୍ଟ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ର ପୂର୍ବତନ ଛାତ୍ର ଉମର ଖାଲିଦ ଏବଂ ୟୁନାଇଟେଡ ଆଗେନଷ୍ଟ ହେଟସର ପ୍ରତିଷ୍ଠାତା ଖାଲିଦ ସାଇଫିଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।…

ଜେଲରେ ରହି ଇଂଲିଶ ଉପନ୍ୟାସ ପଢୁଛି ଶ୍ରଦ୍ଧା ଓ୍ୱାକର ହତ୍ୟାକାରୀ ଅଭିଯୁକ୍ତ ଅଫତାବ

ନୂଆଦିଲ୍ଲୀ: ଶ୍ରଦ୍ଧା ଓ୍ୱାକର ହତ୍ୟାକାଣ୍ଡର ଅଭିଯୁକ୍ତ ଅଫତାବ ଅମିନ ପୁନାଓ୍ୱାଲା ତିହାର ଜେଲରେ । ଏବେ ସେ ଜେଲରେ ରହି କୌଣସି ଇଂରାଜୀ ଉପନ୍ୟାସ ପଢିବାକୁ ଜେଲ୍ କର୍ତ୍ତୃପକ୍ଷଙ୍କଠୁ ମାଗିଥିଲେ। ଶନିବାର ସନ୍ଧ୍ୟାରେ ଜେଲ ପ୍ରଶାସନ ତାଙ୍କୁ 'ଦି ଗ୍ରେଟ୍ ରେଲଓ୍ୱେ ମାର୍କେଟ୍: ବାଇ ଟ୍ରେନ୍…

‘ଏନଜେଏସି ସୁପ୍ରିମକୋର୍ଟ ରଦ୍ଦ କରିବାପରେ ସଂସଦରେ ଆଲୋଚନା ନହେବା ଗମ୍ଭୀର ବିଷୟ’

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖର ଶୁକ୍ରବାର କହିଛନ୍ତି ଯେ ସୁପ୍ରିମକୋର୍ଟ ଜାତୀୟ ନ୍ୟାୟିକ ନିଯୁକ୍ତି ଆୟୋଗ (ଏନଜେଏସି) ଆଇନକୁ ରଦ୍ଦ କରିଛନ୍ତି। ଯାହାକି ସଂସଦର ଉଭୟ ସଦନରେ ପାରିତ ହୋଇଥିଲା। କୋର୍ଟ ଏହାକୁ ରଦ୍ଦ କରିବା ପରେ ସଂସଦରେ ଏ ବିଷୟରେ କୌଣସି ଆଲୋଚନା ହୋଇନାହିଁ। ଏହା…

‘ପୁଅର ମୃତ୍ୟୁ ପାଇଁ ଦାୟୀ ରେଳବିଭାଗ, ଏବେ ୧୫ ହଜାର ଟଙ୍କା ଦେଇ ଉପହାସ କରୁଛି’

ଆଲିଗଡ଼: ଉତ୍ତର ପ୍ରଦେଶର ଆଲିଗଡ଼ରେ ଶୁକ୍ରବାର ଜଣେ ଯୁବକଙ୍କ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଟ୍ରେନରେ ଯାତ୍ରୀ ଜଣଙ୍କ ବସିଥିବା ବେଳେ ଝରକା ଦେଇ ଏକ ଲୁହା ରଡ୍ ଆସି ପଶିଯାଇଥିଲା । ଏହାପରେ ସଂପୃକ୍ତ ଯାତ୍ରୀଙ୍କର ମୃତ୍ୟୁ ଘଟିଛି । ରେଳ ବିଭାଗର ଖାମଖିଆଲି ମନୋଭାବ ଯୋଗୁଁ ଏହି ଦୁର୍ଘଟଣା…

ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ କ’ଣ କ’ଣ ଚୁକ୍ତି ହେଲା?

ଭୁବନେଶ୍ୱର: ଚଳିତ ବର୍ଷ ମେକ୍ ଇନ୍ ଓଡ଼ିଶା (ଏମ୍ ଆଇଓ) କନକ୍ଲେଭ୍-୨୦୨୨ ରାଜ୍ୟର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ଶିଳ୍ପ ପାଇଁ ଅନେକ ନିବେଶ ଏବଂ ନିଯୁକ୍ତି ସୃଷ୍ଟି କରିବ । ଏହି ବିଶ୍ଵସ୍ଥରୀୟ ସମାବେଶରେ ବିଶ୍ଵର କୋଣ ଅନୁକୋଣରୁ ନିବେଶକମାନେ ଯୋଗଦେଇଥିଲେ । ଓଡ଼ିଶାରେ ନିବେଶପାଇଁ…

ରାଜ୍ୟରେ ଶିକ୍ଷାରେ ପରିବର୍ତ୍ତନ ସ୍ୱପ୍ନ ହୋଇ ନୁହେଁ ବରଂ ବାସ୍ତବରୂପ ନେଇସାରିଛି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଉ ସ୍ୱପ୍ନ ନୁହେଁ । ବରଂ ଏହା ଏବେ ରାଜ୍ୟରେ ବାସ୍ତବ ରୂପ ନେଇସାରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ଏହା କହିଛନ୍ତି। ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଉଦବୋଧନ ଦେଇ ନବୀନ ପଟ୍ଟନାୟକ କହିଛନ୍ତି, ସ୍କୁଲ୍ ଶିକ୍ଷା…

କେଶ ପ୍ରତିରୋପଣରେ ସମସ୍ୟା, ମଣିଷର ଯନ୍ତ୍ରଣାଦାୟକ ମୃତ୍ୟୁ

ନୂଆଦିଲ୍ଲୀ: ଏକ ଆଶ୍ଚର୍ଯ୍ୟଜନକ ଘଟଣାରେ ଦିଲ୍ଲୀର ଏକ କ୍ଲିନିକରେ ହେୟାର ଟ୍ରାନ୍ସପ୍ଲାଣ୍ଟ ବା ପ୍ରତିରୋପଣରେ ତ୍ରୁଟି ଦେଖାଦେଇଥିଲା । ଡାକ୍ତରଙ୍କ ଅବହେଳା ହେତୁ ଏହି ସମସ୍ୟା ଦେଖାଦେଇଥିଲା । ଏବେ ସେହି 30 ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ରିପୋର୍ଟରେ କୁହାଯାଇଛି ଯେ ଅଥର…

“ରାଜ୍ୟପାଳ ପଦ ପାଇଁ ମାନଦଣ୍ଡ ନିର୍ଦ୍ଧାରଣ ହେବା ଆବଶ୍ୟକ”

ମୁମ୍ବାଇ: ଉଦ୍ଧବ ବାଲାସାହେବ ଠାକରେ ମୁଖ୍ୟ ଉଦ୍ଧବ ଠାକରେ ଆଜି କହିଛନ୍ତି ଯେ ରାଜ୍ୟପାଳ ପଦ ଚୟନ ପାଇଁ କିଛି ମାନଦଣ୍ଡ ନିର୍ଦ୍ଧାରଣ ହେବା ଆବଶ୍ୟକ। ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିଆରୀ ଛତ୍ରପତି ଶିବାଜୀ ମହାରାଜ ଏବଂ ସମାଜ ସଂସ୍କାରକ ଜ୍ୟୋତିବା ଫୁଲେ ଏବଂ ସାବିତ୍ରୀବାଇ ଫୁଲେଙ୍କ…

ମାଲେସିଆ ଏୟାର ଲାଏନ୍ସର ଦାୟିତ୍ୱ ହୀନତା ନେଇ ଦୀପକ ଚହର ଅସନ୍ତୁଷ୍ଟ

ଢ଼ାକା: ମାଲେସିଆ ଏୟାରଲାଇନ୍ସର ଦାୟିତ୍ୱ ହୀନତା ନେଇ ଭାରତୀୟ କ୍ରିକେଟର ଦୀପକ ଚହର ଖୋଲାଖୋଲି ଭାବେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଦୀପକ ଭାରତୀୟ ଟିମ ସହିତ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇଥିଲେ । ସେଠାରୁ ସେ ସିଧାସଳଖ ଢ଼ାକା ଅଭିମୁଖେ ଯାତ୍ରା କରି ବାଂଲାଦେଶ ଗସ୍ତରେ ଯାଇଥିବା ଟିମ ସହିତ ଯୋଗ…