ବାଲିଗୁଡ଼ାରେ ମାତିଛନ୍ତି ବାଘ, ଅଳ୍ପକେ ବର୍ତ୍ତିଲେ ପମ୍ପ ହାଉସ୍ର ୨ କର୍ମଚାରୀ
କନ୍ଧମାଳ : ମାତିଛି ବାଘ । ବାଲିଗୁଡ଼ାରେ ଆତଙ୍କ ଖେଳାଇଛି ବାଘ । ଖଡ଼ଗ ନଦୀ କୂଳରେ ୨ଟି ବାଘ ବୁଲୁଥିବାର ସୂଚନା ମିଳିଛି । ପମ୍ପ ହାଉସ୍ର ୨ ଜଣ କର୍ମଚାରୀଙ୍କୁ ବାଘ ଆକ୍ରମଣ କରିବାକୁ ଗୋଡ଼ାଇଥିବା କହିଛିନ୍ତି ।
ସୂଚନା ଅନୁଯାୟୀ, ଗତକାଲି ରାତି ୯ଟା ସମୟରେ ପମ୍ପ ହାଉସ୍ର ୨ ଜଣ…