Flight Tickets 1 Rupee: କେବଳ ୧ ଟଙ୍କାରେ ମିଳୁଛି ବିମାନ ଟିକେଟ୍!, ବଡ଼ ଅଫର୍ ଆଣିଲା ଇଣ୍ଡିଗୋ…
ନୂଆଦିଲ୍ଲୀ: ପ୍ରାୟତଃ ବିମାନ ଭଡ଼ା ସମସ୍ତଙ୍କ ପାଇଁ ଦେୟଯୋଗ୍ୟ ନୁହେଁ। ଏହାର ଟିକେଟ ମୂଲ୍ୟ ଅଧିକ ହୋଇଥିବା ବେଳେ ଅନେକଙ୍କ ବିମାନ ଯାତ୍ରା ସ୍ବପ୍ନ ଅଧୁରା ରହିଯାଏ। ଆଉ ସାଙ୍ଗରେ ଛୋଟ ପିଲାଙ୍କୁ ନେଇ ଗଲେ ବି ସେମାନଙ୍କ ପାଇଁ ବି ସମାନ ମୂଲ୍ୟ ଦେବା ଚିନ୍ତା ରହିଥାଏ । ହେଲେ ଆସିଛି କିଛି…