Latest Odisha News

BREAKING NEWS

ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ; ଆନନ୍ଦ ବଜାରରେ ମୋବାଇଲ ଧରି ଗପିଲେ ବ୍ୟକ୍ତି

ପୁରୀ: ବାରମ୍ବାର ପୁରୀ ଶ୍ରୀମନ୍ଦିର ସୁରକ୍ଷାରେ ତ୍ରୁଟି ଦେଖିବାକୁ ମିଳୁଛି । ଜଣେ ବ୍ୟକ୍ତି ଶ୍ରୀମନ୍ଦିର ଆନନ୍ଦବଜାର ପରିସରରେ ମୋବାଇଲ୍‌ରେ କଥା ହେଉଥିବା ଦେଖିବାକୁ ମିଳିଛି । ତେବେ ବ୍ୟକ୍ତି ଜଣଙ୍କ କିପରି ଏତେ ସୁରକ୍ଷା ବଳୟକୁ ଭେଦ କରି ଶ୍ରୀମନ୍ଦିର ଭିତରକୁ ମୋବାଇଲ ନେଇ କଥା ହେଲେ,…

Nisha Maharana: ଗିରଫ ହେବେ ନିଶା ମହାରଣା, ଖୋଜୁଛି ପୋଲିସ

ଭୁବନେଶ୍ୱର: ବଢିଲା ଆଇଟମ ଡ୍ୟାନ୍ସର ନିଶା ମହାରଣାଙ୍କ ଅଡୁଆ । ଅଶ୍ଳୀଳ ନାଚ ପ୍ରଦର୍ଶନ ପାଇଁ ଗିରଫ ହୋଇପାରନ୍ତି ନିଶା । ବଲାଙ୍ଗୀର ସଦର ଥାନାରେ ମାମଲା ରୁଜୁ ପରେ ନିଶାଙ୍କ ଗିରଫ ସମ୍ଭାବନା ବଢିଛି । ଗତ ୧୨ ତାରିଖରେ ଚନ୍ଦନଭାଟିରେ ଅଶ୍ଳୀଳ ନୃତ୍ୟ ଅଭିଯୋଗରେ ମାମଲା ରୁଜୁ ହୋଇଛି । ୨

୧୩ ବର୍ଷିୟ ନାବାଳିକାକୁ ଦୁଷ୍କର୍ମ କରି ୫୫ ବର୍ଷିୟ ବୃଦ୍ଧ ଗିରଫ

ଭଦ୍ରକ: ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅଧିନସ୍ଥ ଓଳଗ ପଞ୍ଚାୟତ ବୋଡ଼କ ଗାଁରେ ୧୩ ବର୍ଷିୟ ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ୫୫ ବର୍ଷିୟ ବୃଦ୍ଧ ଗିରଫ। ନାବାଳିକାର ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଭଦ୍ରକ ମେଡିକାଲ ପଠାଯାଇଛି। ନାବାଳିକା ଜଣକ ସ୍କୁଲରୁ ପାଠପଢି ଘରକୁ ଯାଉଥିବା

ଆସୁଛି ଦାଦା ସାହେବ ଫାଲକେଙ୍କ ବାଓପିକ୍; ନଜର ଆସିବେ ଆମିର…

ନୂଆଦିଲ୍ଲୀ: ଆମିର ଖାନ ଏବଂ ରାଜକୁମାର ହିରାନୀ ପୂର୍ବରୁ "3 ଇଡିଅଟ୍ସ" ଏବଂ "PK" ଭଳି ଫିଲ୍ମରେ ଏକାଠି କାମ କରିଛନ୍ତି। ଏବେ ସେମାନେ ପୁଣି ଏକ ନୂଆ ଫିଲ୍ମ ପାଇଁ ଏକାଠି ହେଉଛନ୍ତି। ଯାହା ଦାଦା ସାହେବ ଫାଲକେଙ୍କ ଉପରେ ଆଧାରିତ। ରିପୋର୍ଟ ଅନୁଯାୟୀ, କାହାଣୀକୁ ସୁଦୃଢ଼ କରିବା ପାଇଁ…

The Bluff trailer: ରକ୍ତାକ୍ତ ଆକ୍ସନ୍ ଅବତାରରେ ପ୍ରିୟଙ୍କା ଚୋପ୍ରା, ଚହଳ ସୃଷ୍ଟି କରିଛି  ‘ଦି…

ମୁମ୍ବାଇ: ବିଶ୍ୱସ୍ତରୀୟ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନସଙ୍କ ଆଗାମୀ ଚଳଚ୍ଚିତ୍ର 'ଦି ବ୍ଲଫ୍'ର ପ୍ରଥମ ଟ୍ରେଲର ମୁକ୍ତିଲାଭ କରିଛି, ଯାହା ପ୍ରଶଂସକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଏବଂ ଆଲୋଚନା ସୃଷ୍ଟି କରିଛି। ପ୍ରିୟଙ୍କା ନିଜେ ତାଙ୍କ ଇନଷ୍ଟାଗ୍ରାମରେ ଟ୍ରେଲରଟି ସେୟାର କରି ଲେଖିଛନ୍ତି,…

ବାପାଙ୍କୁ ମୁଖାଗ୍ନି ଦେଇ ଉଦାହରଣ ଦେଲା ଝିଅ

ନବରଙ୍ଗପୁର: ଜିଲ୍ଲା ଉପାନ୍ତ ଅଞ୍ଚଳରେ ଦେଖିବାକୁ ମିଳିଛି ଅଜବ ଦୃଶ୍ୟ । ବାପାଙ୍କ ଶେଷ ଇଚ୍ଛା ପୂରଣ କରିବାକୁ ଯାଇ ସାନ ଝିଅ ଶ୍ମଶାନରେ ମୁଖାଗ୍ନି ଦେଇଛି । ଲୋକଙ୍କ ଟାହି ଟାପରାକୁ ଭୟ ନକରି ବାପାଙ୍କ ଶେଷ ଇଚ୍ଛାକୁ ସମ୍ମାନ ଦେଇଛି ଝିଅ । ନବରଙ୍ଗପୁର ଜିଲ୍ଲାରେ ବିଜେପିର ପ୍ରତିଷ୍ଠାତା

 Khandagiri Jatra: ଖଣ୍ଡଗିରିରେ କେଉଁ ପାର୍ଟି କେଉଁ ଦିନ ଯାତ୍ରା କରିବ ଜାଣନ୍ତୁ..

ଭୁବନେଶ୍ୱର: ଆଉ କିଛି ଦିନ ପରେ ଖଣ୍ଡଗିରେରେ କମ୍ପିବ ଯାତ୍ରା ମହାସମର । ସବୁ ଯାତ୍ରା ପାର୍ଟି ନିଜର ସବୁଠୁ ବେଷ୍ଟ ନାଟକ ଏଠାରେ ପରିବେଷଣ କରିବେ । ତେବେ ଚଳିତ ବର୍ଷ କେଉଁ ପାର୍ଟି କେଉଁ ଦିନଠାରୁ ଯାତ୍ରା ଆରମ୍ଭ କରିବ ଆସନ୍ତୁ ଜାଣିବା । ଚଳିତବର୍ଷ ୭ଟି ପେଣ୍ଡାଲରେ ୧୫ଟି ଯାତ୍ରା

Indian Army Day: ନୂଆ ଭାରତର ବଳ ଭାରତୀୟ ସେନାଙ୍କ ଆତ୍ମନିର୍ଭରଶୀଳତା; ବ୍ରହ୍ମୋସ୍ ଠାରୁ ଆରମ୍ଭ କରି ନିର୍ଭୟ, ୟୁଏଭି…

ନୂଆଦିଲ୍ଲୀ: ଆଜି ଭାରତୀୟ ସେନା ଦିବସ। ଭାରତ ପ୍ରତିବର୍ଷ ଜାନୁଆରୀ ୧୫ ରେ ସେନା ଦିବସ ପାଳନ କରୁଥିବା ସମୟରେ, ଆଜିର ସେନାର ପରାକ୍ରମ ଏବେ ସର ବିଶ୍ୱରେ ଚର୍ଚ୍ଚିତ। ଯାହା ଦେଶର ଦ୍ରୁତ ଆଧୁନିକୀକରଣ କରୁଥିବା ସ୍ଥଳ ସେନା ଉପରେ ଦୃଷ୍ଟି ଆକର୍ଷଣ କରେ ଯାହା ଯୁଦ୍ଧକ୍ଷେତ୍ର ପ୍ରସ୍ତୁତିକୁ ପୁନଃ…

78th Army Day: ଦେଶ ଦେଖିଲା ‘ଭୈରବ ବାଟାଲିୟନ’ର ପରାକ୍ରମ…

ନୂଆଦିଲ୍ଲୀ: ଆଜି ପିଙ୍କ ସିଟି ଜୟପୁର ଚଳଚଞ୍ଚଳ ହୋଇପଡିଛି। ଭାରତୀୟ ସେନାର ୭୮ତମ ସେନା ଦିବସ ପାଳନ ପାଇଁ ଗୁରୁବାର ସକାଳ ୧୦:୦୦ ଟାରେ ଜୟପୁରର ଜଗତପୁରାର ମହଲ ରୋଡରେ ଏକ ଭବ୍ୟ ଏବଂ ଐତିହାସିକ ସେନା ଦିବସ ପରେଡ୍ ଅନୁଷ୍ଠିତ ହେଉଛି। ଏହି କାର୍ଯ୍ୟକ୍ରମ କେବଳ ରାଜସ୍ଥାନ ପାଇଁ ନୁହେଁ ବରଂ…

ଦେଢ଼ ଲକ୍ଷରୁ ଅଧିକ କିଲୋମିଟର ଗଡିଥିବା ବିପିଟିଏସଏଲର ୩୦ଟି ପୁରୁଣା ବସ୍ ସ୍କ୍ରାପିଂ କରାଯିବ

ଭୁବନେଶ୍ୱର: ଆମ ବସ୍ ସେବା ସମ୍ପର୍କିତ ଗଠିତ ଉଚ୍ଚସ୍ତରୀୟ କମିଟିର ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ସଡ଼କ ସୁରକ୍ଷା, ଯାତ୍ରୀ ଅନୁକୂଳ ଆମ ବସ୍ ସେବା ଓ ଚାଳକଙ୍କ ସାମଗ୍ରିକ ବିକାଶ ଉପରେ ଗୁରୁତ୍ବ ଦିଆଯାଇଛି । ସ୍କାର୍ପିଂ ହେବ ୩୦ ପୁରୁଣା ଗାଡ଼ି । ଜାନୁଆରୀ ମାସର ପ୍ରଥମ ଦୁଇ ସପ୍ତାହରେ…