ମହିଳା ଡାକ୍ତରଙ୍କ ହତ୍ୟା ପରେ କେରଳରେ ତେଜିଲା ଡାକ୍ତର ଆନ୍ଦୋଳନ; ସ୍ୱାସ୍ଥ୍ୟ ସେବା ଠପ୍
ଥିରୁଭନନ୍ତପୁରମ: ରୋଗୀର ଆକ୍ରମଣରେ ମହିଳା ଡାକ୍ତରଙ୍କ ମୃତ୍ୟୁ ପରେ କେରଳରେ ଡାକ୍ତରଙ୍କ ଆନ୍ଦୋଳନ ତେଜିଛି। ଜରୁରୀକାଳିନ ସେବାକୁ ଛାଡ଼ିଦେଲେ ରାଜ୍ୟବ୍ୟାପୀ ଡାକ୍ତରୀ ଆନ୍ଦୋଳନ ଜାରି ରହିଛି। ଫଳରେ ରାଜ୍ୟରେ ସ୍ୱାସ୍ଥ୍ୟ ସେବା ଏକଦମ ଠପ୍ ହୋଇଯାଇଛି।
ବୁଧବାର(ମେ ୧୦) ସକାଳେ ଏକ…