ଦେବୀ ନଦୀରେ ଗାଧୋଇବା ବେଳେ ଭାସିଗଲେ ୩ ସାଙ୍ଗ
ଜଗତସିଂହପୁର: ଦେବୀ ନଦୀରେ ଅଘଟଣ । ଗାଧୋଇବା ବେଳେ ଭାସି ଗଲେ ୩ ଜଣ ସାଙ୍ଗ । ନାଉଗାଁ ବ୍ଲକ ବଛାଳ ସ୍ଥିତ ଦେବୀ ନଦୀରେ ଗାଧୋଇବା ବେଳେ ତିନି ଜଣ ସାଙ୍ଗ ଭାସି ଯାଇଥିବା ବେଳେ ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣଙ୍କ ମୃତଦେହ ମିଳିଛି ।
ଆଜି ମଧ୍ୟାହ୍ନରେ ବଛାଳ ଗାଁର ଶାନ୍ତନୁ ନାୟକ,…