ଭାଷା ଭାଗବତ : ଜ୍ଞାନର ବିସ୍ତାର
ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ସଫା କରିବା ଭଳି କର୍ମ
ହେଲେ ହେଁ ସର୍ବୋତ୍ତମ ଧର୍ମ
ନ ବୁଝିପାରି ତା'ର ମର୍ମ
ଆମେ ହିଁ ହେଉଁ ନରାଧମ
ଯେତେ କହିଲେ ସୁଦ୍ଧା କଥା
ବଦଳୁନାହିଁ ବାସ୍ତବତା
ଆମର ଏପରି ଅବସ୍ଥା
ବଢ଼ାଇ ପାରୁନାହିଁ ଆସ୍ଥା
ମଣିଷ ହୁଏ ଯଦି…