ଏଟିଏମ୍ ଲୁଟ୍ କରିବାକୁ ଆସିଥିଲେ, ୭ ପିସିଆର୍ ଭ୍ୟାନ୍ରେ ଲୁଟେରାଙ୍କୁ ଗୋଡ଼ାଇଲା ପୁଲିସ୍
ବାରଙ୍ଗ: ରାଜଧାନୀ ଭୁବନେଶ୍ୱରରେ ଲୁଟ୍ ଉଦ୍ୟମ ପଣ୍ଡ। ଏଟିଏମ୍ ଲୁଟ୍ କରିବାକୁ ଆସିଥିଲେ। ହେଲେ ଦେଖିବା ମାତ୍ରେ ୭ ପିସିଆର୍ ଭ୍ୟାନ୍ ଧରି ଗୋଡ଼ାଇଲା ପୁଲିସ୍। ଲୁଟେରାମାନେ ଏକ ପିକ୍ଅପ୍ ଭ୍ୟାନ୍ରେ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଧରିବା ପାଇଁ ୩ ଘଣ୍ଟା କାଳ ସେମାନଙ୍କ ପିଛା…